ଲେମ୍ବୁପାଣିର ଉପକାରିତା
ଲେମ୍ବୁ ପାଣି କେବଳ ଖରାଦିନ ନୁହେଁ ,ପ୍ରତିଦିନ ପିଇଲେ ବି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ସୁନ୍ଦର ଚେହେରା ଓ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲେମ୍ବୁ ବହୁତ ଉପକାରୀ। ପ୍ରତିଦିନ ଲେମ୍ବୁପାଣି ସେବନ କଲେ ଆମକୁ କ’ଣ କ’ଣ ଉପକାର ମିଳିବ…
ଆଇପିଏଲ୍କୁ ନେଇ ଧୋନୀଙ୍କ ବଡ ଘୋଷଣା
ଆଇପିଏଲ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି। ଧୋନୀଙ୍କ ଅଧିନାୟକତ୍ୱରେ ଏହି ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରି ପାରିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ବିଫଳତା ମଧ୍ୟରେ ଧୋନୀଙ୍କ ଏହା…
ଜୁଆଆଡ୍ଡାରେ ଚଢ଼ାଉ ପାଇଁ ଯାଇଥିବା ପୋଲିସ ଉପରେ ଆକ୍ରମଣ, ଆଇଆଇସି ଗୁରୁତର
ଦାରିଙ୍ଗିବାଡ଼ି/ବ୍ରାହ୍ମଣୀଗାଁ,୧ା୧୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଅଞ୍ଚଳରେ ଚାଲିଥିବା ଜୁଆଆଡ୍ଡା ଉପରେ ଚଢ଼ାଉ ପାଇଁ ଯାଇଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଅତର୍କିିତ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଆଇଆଇସି ରଞ୍ଜିତ କୁମାର…
୩ ବାର୍ହା ଶିକାରୀ ଗିରଫ, ମାଂସ ଜବତ
କେନ୍ଦୁଝର,୧ା୧୧(ସ୍ବ.ପ୍ର.): ତେଲକୋଇ ବନାଞ୍ଚଳ ସମାକୋଇ ରିଜର୍ଭ ଜଙ୍ଗଲରେ ବାର୍ହା ଶିକାର ଜାରି ରହିଥିବାରୁ ବନ୍ୟପ୍ରାଣୀ ସୁରକ୍ଷାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ହୋଇଛି। ବିଦ୍ୟୁତତାର ଟାଣି ବାରହା ଶିକାର କରିଥିବା ତିନି ଜଣଙ୍କୁ ରବିବାର ତେଲକୋଇ ବନ ବିଭାଗ କର୍ମଚାରୀ ଗିରଫ…
ମୁସଲମାନ୍ ଶ୍ରଦ୍ଧାଳୁ ମନ୍ଦିର ପରିସରରେ ପଢ଼ିଲେ ନମାଜ: ଶୁଣାଇଲେ ରାମଚରିତ ମାନସ
ମଥୁରା,୧।୧୧: ଦିଲ୍ଲୀରୁ ସଦ୍ଭାବନା ଯାତ୍ରା ଆରମ୍ଭ କରିଥିବା ଦୁଇ ମୁସଲମାନ୍ ଶ୍ରଦ୍ଧାଳୁ ମଥୁରାର ନନ୍ଦଗାଓ୍ବଁର ନନ୍ଦବାବା ମନ୍ଦିର ପରିସରରେ ଶନିବାର ନମାଜ ପଢ଼ିଛନ୍ତି। ଏହା ସହିତ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ରାମଚରିତ ମାନସର ଚୌପାଇ ପାଠ କରି ଶୁଣାଇଛନ୍ତି। ଏହା ସହିତ ଉପସ୍ଥିତ…
ମଞ୍ଚ ନାଟକର ନିଆରା ରୂପକାର
ଏକକ ଅଭିନୟରେ ତାଙ୍କର ରହିଛି ଭିନ୍ନ ପରିଚୟ। ରାଜ୍ୟ, ଦେଶ ଓ ବିଦେଶରେ ଆୟୋଜିତ ଅନେକ ନାଟକ ଶିବିରରେ ଯୋଗଦେଇ ନାଟ୍ୟକଳା ଅନୁଭୂତିକୁ ପୁଞ୍ଜିକରି ନାଟକରେ ଅଭିନୟ କରିବା ଏବଂ ନିର୍ଦ୍ଦେଶନା ଦେବା ଏପରିକି ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ଦକ୍ଷତା…
କରୋନା ଆତଙ୍କ: ୪ ଲକ୍ଷ ନାବିକ ୧୬ ମାସ ଧରି ଘର ଠୁଁ ଦୂରରେ
ମାନିଲା,୧।୧୧: ପୃଥିବୀରେ ଦେଖାଦେଇଥିବା କରୋନା ମହାମାରୀ ଯୋଗୁ ବିଭିନ୍ନ ଦେଶର ୪ ଲକ୍ଷରୁ ଅଧିକ ନାବିକ ୧୬ ମାସ ଧରି ଘରକୁ ଫେରି ନାହାନ୍ତି। ନାବିକଙ୍କ ସମେତ ବହୁ ଅଧିକାରୀ ଏବଂ ବନ୍ଦର କର୍ମଚାରୀ ଅଟକି ରହିଛନ୍ତିି। ସେମାନେ ବନ୍ଦର ତଥା…
ଏହି କ୍ରିକେଟରଙ୍କ ପ୍ରେମରେ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିୟା
ମୁମ୍ବାଇ: ସୁନୀଲ ସେଟ୍ଟୀ ଏବଂ ମାନାଙ୍କ ଝିଅ ଆଥିୟା ଏବେ ପ୍ରେମରେ ପଡ଼ିଛନ୍ତି।୨୦୧୫ରେ ନିଖିତ୍ଲ ଆଡଭାନୀଙ୍କ ରୋମାଣ୍ଟିକ୍ ଆକ୍ସନ ଫିଲ୍ମ ‘ହିରୋ’ରେ ଡେବ୍ୟୁ କରିଥିଲେ ଆଥିୟା। ଫିଲ୍ମଟି ୧୯୮୩ରେ ସୁଭାଷ ଘାଇଙ୍କ ସମାନ ନାମର ଫିଲ୍ମ। ଆଥିୟା ଏହି ଫିଲ୍ମରେ ସରୋଜ…
ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଲେ ଇମ୍ରାନ୍ ସରକାର
ଇସଲାମାବାଦ,୧।୧୧: ଦେଶବ୍ୟାପି ବିରୋଧ ସତ୍ତ୍ୱେ ଗିଲଗିଟ୍-ବଲ୍ଟିସ୍ତାନକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ଅସ୍ଥାୟୀ ପ୍ରଦେଶ ମାନ୍ୟତା ଦେଇଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି। ଏସମ୍ପର୍କିତ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଇଥିବା ସେ କହିଛନ୍ତି। ସରକାର ଏହି ଅଞ୍ଚଳର ବିକାଶ…
ବରଗଡ଼ରେ ପୁଣି ୯୯ ନୂଆ କରୋନା ଆକ୍ରାନ୍ତ, ଏମାନଙ୍କ ମଧ୍ୟରେ ଅଛନ୍ତି ୬ ଶିଶୁ
ବରଗଡ଼ ଅଫିସ,୧ା୧୧: ବରଗଡ଼ ଜିଲାରେ ରବିବାର ପୁଣି ୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରେ ୬ ଶିଶୁଙ୍କ ସମେତ ୩୩ ମହିଳା ଓ ୬୬ ପୁରୁଷ ଅଛନ୍ତି। ନୂଆ ପଜିଟିଭ୍ଙ୍କୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…
ଜାଲ୍ ନୋଟ୍ କାରବାର: ୨ ଜଣଙ୍କୁ ଗିରଫ କଲା ପୋଲିସ
ପଦ୍ମପୁର,୧ା୧୧(ଡି.ଏନ୍.ଏ.): ଉଦ୍ରକ ଜିଲାରେ ନକଲି ଜର୍ଦ୍ଦା, ନକଲି ମସଲା , ନକଲି ବିଶାକ୍ତ ମଦର ବ୍ୟାପକ କାରବାର ପୋଲିସର ନିଦ ହଜାଇ ଦେଇଥିବା ବେଳେ ନକଲି ନୋଟ୍ ଜବତ ଘଟଣା ପୋଲିସ ମୁଣ୍ଡବିନ୍ଧାର କାରଣ ସାଜିଛି । ବାସୁଦେବପୁର ଅଞ୍ଚଳ ଗୁଆଗତିଆ…
କରୋନା ସଂକ୍ରମଣର ଭୟ କମ୍
କରୋନା ପାଇଁ ବେଶ୍ କିଛି ଦିନର ଲକ୍ ଡାଉନ୍, ସଟ୍ ଡାଉନ୍ ପରେ ଏବେ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ପୁଣିଥରେ ଭ୍ରମଣପ୍ରିୟ ଲୋକେ ବୁଲିବାକୁ ମନ ବଳାଇଲେଣି। ତେବେ ସତ୍ତର୍କତା ଅବଲମ୍ବନ କରି ବୁଲିଲେ ସଂକ୍ରମଣର ଭୟ ଟିକେ କମ୍…
Archives


