ଧର୍ମାନୁଷ୍ଠାନ ଖୋଲିବା ନେଇ ଅନୁରୋଧ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୨।୧୧(ବ୍ୟୁରୋ): ଚଳିତ ପବିତ୍ର କାର୍ତ୍ତିକ ମାସରେ କୋଭିଡ୍ କଟକଣାକୁ ମାନି ଜଗନ୍ନାଥଙ୍କ ମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନକୁ ନିୟନ୍ତ୍ରିତ ଢଙ୍ଗରେ ଖୋଲାଯାଉ। ଏନେଇ ରାଜ୍ୟ ସରକାରଙ୍କୁ ଟୁଇଟ୍ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଅନୁରୋଧ କରିଛନ୍ତି। ଧର୍ମେନ୍ଦ୍ର…
କଫ୍ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ
କଟକ ଅଫିସ,୨।୧୧: କଫ୍ ସିରପରେ ବେଆଇନ ଭାବେ ନାଇଟ୍-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ଚୌଦ୍ୱାର ଥାନା ଅଧୀନ ଓଟିଏମ୍ ଦୁର୍ଗା…
ବାତିଲ, ଆଂଶିକ ବାତିଲ ହେବ ୨ ଟ୍ରେନ୍
ଭୁବନେଶ୍ୱର,୨।୧୧(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଥିବା ସମ୍ବଲପୁର ଡିଭିଜନର ଟିଟିଲାଗଡ଼-ରାୟପୁର ରେଳ ସେକ୍ସନର ତୁରେକେଲା ରୋଡ୍-ହରିଶଙ୍କର ରୋଡ୍ ଏବଂ ଲଖନା ଷ୍ଟେଶନ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଦୁଇଟି ଟ୍ରେନ୍ ପ୍ରଭାବିତ ହେବ। ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ ଭାୟା…
ବିଷାକ୍ତ ହେଉଛି ଦୟା
ଭୁବନେଶ୍ୱର,୨।୧୧(ବ୍ୟୁରୋ): ବାୟୁ ପ୍ରଦୂଷଣ ପରେ ଏବେ ଚିନ୍ତା ବଢାଇଛି ଜଳ ପ୍ରଦୂଷଣ। ନଦୀ ଜଳ ପ୍ରଦୂଷଣ ଏବେ ଆଉଏକ ବଡ଼ ସମସ୍ୟାଭାବେ ଉଭା ହୋଇଛି। ବିନା ଟ୍ରିଟ୍ମେଣ୍ଟରେ ସ୍ବେରେଜ ଓ ଡ୍ରେନ୍ ପାଣି ନଦୀରେ ମିଶିବା ଯୋଗୁ ଏହାର ଜଳ ବିଷାକ୍ତ…
ନୀରବତାକୁ ଦୁର୍ବଳତା ଭାବ ନାହିଁ: ଶଙ୍କରାଚାର୍ଯ୍ୟ
ପୁରୀ ଅଫିସ,୨।୧୧: ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଭାବେ ସ୍ବାମୀ ଅଧୋକ୍ଷଜାନନ୍ଦ ନିଜକୁ ପରିଚୟ ଦେବା ପରେ ନୂଆ ବିବାଦ ଉପୁଜିଛି। ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବାମୀ ଅଧୋକ୍ଷଜାନନ୍ଦ ଯୋଗଦେଇଥିଲେ। ସେଠାରେ ତାଙ୍କୁ ନେତା ଏବଂ ଅନେକ ବଡ଼ବଡ଼ିଆ…
ଶ୍ରୀମନ୍ଦିରରେ ନୀତି ବିଳମ୍ବ
ପୁରୀ ଅଫିସ,୨।୧୧: ରବିବାରଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇଛି। ଏହି ପୂଣ୍ୟ ଓ ଧର୍ମ ମାସରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପ୍ରତ୍ୟୁଷରୁ ସ୍ନାନ ସାରିବା ପରେ ସଂକଳ୍ପ କରି ବ୍ରତ…
ନିଯୁକ୍ତି, ରାଜସ୍ବ ଗିଳିବ ସ୍ଲରି ପାଇପ୍
ଯାଜପୁର ଅଫିସ,୨।୧୧: ଶିଳ୍ପ କମ୍ପାନୀଗୁଡ଼ିକ ଏବେ ସ୍ଲରି ପାଇପ୍ ଲାଇନ ବିଛାଇ ଖଣିଜ ପଦାର୍ଥ ପରିବହନ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିଯୋଗୁ କର୍ମନିଯୁକ୍ତି ହ୍ରାସ ପାଇବା ସହ ସରକାର ବିପୁଳ ପରିମାଣର ରାଜସ୍ବ ହରାଇବେ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗ…
ଗୁଜୁରାତିରେ ରହିଛି ଅନେକ ଔଷଧୀୟ ଗୁଣ
ଗୁଜୁରାତି ଖାଲି ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ। ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଆସନ୍ତୁ ଜାଣିବା ଏ ସମ୍ପର୍କରେ… – ଗୁଜୁରାତି ଖାଇବା ଦ୍ୱାରା ପାଚନକ୍ରିୟା ସହଜ ହୋଇଥାଏ। ପ୍ରତିଦିନ ସକାଳେ ୪/୫ଟି ଗୁଜୁରାତି ପାଣିରେ ଭିଜାଇ…
ନାଲ୍କୋ ଇଡି ଦାୟିତ୍ୱ ନେଲେ ଅମ୍ବିକା ପ୍ରସାଦ
ବଅଁରପାଳ, ୧ା୧୧(ଡି.ଏନ.ଏ.)- ନାଲ୍କୋ ସ୍ମେଲଟର ଓ ପାଓ୍ବାର ପ୍ଲାଣ୍ଟର ନୂତନ ନିର୍ବାହୀ ନିର୍ଦ୍ଦେଶକ(ଇଡି) ଭାବେ ଅମ୍ବିକା ପ୍ରସାଦ ପଣ୍ଡା ରବିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ସିପିପିରେ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ସେହିପରି ସିପିପିର ନୂତନ ମହାପ୍ରବନ୍ଧକ ଦାୟିତ୍ୱ…
ଉପନିର୍ବାଚନ ପାଇଁ ସରିଲା ପ୍ରଚାର: ୩ରେ ମତଦାନ
ଭୁବନେଶ୍ୱର,୧।୧୧(ବ୍ୟୁରୋ)-ରାଜ୍ୟର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ପାଇଁ ସରିଛି ପ୍ରଚାର। ୩ ତାରିଖରେ ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ନିର୍ବାଚନ…
ଆଜି ରାଜ୍ୟରେ ଆରୋଗ୍ୟ ହେଲେ ୧୮୧୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧ା୧୧(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୧୮୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୫୨, ଅନୁଗୋଳରୁ ୧୪୮, ସୁନ୍ଦରଗଡରୁ ୯୭, ପୁରୀରୁ ୯୬, ମୟୂରଭଞ୍ଜରୁ ୮୩, ବଲାଙ୍ଗିରିରୁ ୭୬, ଯାଜପୁରରୁ ୭୬, କେନ୍ଦୁଝରରୁ…
ସାରୁଅ ଜମି ବିବାଦ: ଓଟିଭି ସିଏଫ୍ଓଙ୍କୁ ଗିରଫ କଲା କ୍ରାଇମ୍ବ୍ରାଞ୍ଚ
ଭୁବନେଶ୍ୱର,୧ ା୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ଖୋର୍ଦ୍ଧା ସାରୁଅ ଜମି ବିବାଦ ମାମଲାରେ କ୍ରାଇମ୍ବ୍ରାଞ୍ଚର ଇଓଡବ୍ଲ୍ୟୁ ଓଟିଭିର ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କରିଛି। କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ରବିବାର ତାଙ୍କୁ ୯ଘଣ୍ଟା ଜେରା କରାଯିବା ପରେ ଗିରଫ କରାଯାଇଛି। ମନୋରଞ୍ଜନ ଷଡ଼ଙ୍ଗୀଙ୍କ ବିରୋଧରେ…
Archives


