୭୦ ବର୍ଷୀୟ ସାବିତ୍ରୀ ଭାରତର ସବୁଠାରୁ ଧନୀ ମହିଳା: ରହିଛି ୫୨ହଜାର କୋଟିରୁ ଅଧିକ ସମ୍ପତ୍ତି; ରାଜନୀତିରେ ପତିଆରା
ଦେଶର ସବୁଠାରୁ ଧନୀ ତାଲିକାରେ ଅଧିକାଂଶ ପୁରୁଷ ଅଛନ୍ତି। ହେଲେ ତାଲିକାରେ ଥିବା ମହିଳାଙ୍କ ମଧ୍ୟରୁ ଗୋଟିଏ ନାମ ସାବିତ୍ରୀ ଜିନ୍ଦଲଙ୍କର ମଧ୍ୟ ରହିଛି। ଅନ୍ୟପକ୍ଷେ ଦେଖିଲେ ଧନୀ ମହିଳାଙ୍କ ତାଲିକାରେ ସେ ପ୍ରଥମ ସ୍ଥାନ ଅଧିକାର କରନ୍ତି। ୫୨ହଜାର କୋଟି…
ଏହି ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସାରା ଅଲ୍ଲୀ ଖାନ୍: ବାପା ରଖିଲେ ଏମିତି ସର୍ତ୍ତ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜର ସୁନ୍ଦର ଅଭିନୟ ପାଇଁ ବେଶ୍ ପରିଚିତ। ଏଥିସହ ପ୍ରେମ ସମ୍ପର୍କକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାମ ଯୋଡି ହୋଇଥିଲେ ମଧ୍ୟ ସୈଫ୍ ଅଲ୍ଲୀ ଖାନ୍ଙ୍କ ଝିଅ…
ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଛାଡ଼ିବାକୁ ନାରାଜ ଥିଲେ ଗାଙ୍ଗୁଲୀ: ଏଥିପାଇଁ ଦୁଇଥର କରିଥିଲେ ବିବାହ
ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ…
ସମୁଦୁଣୀଙ୍କ ପାଇଁ ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଏହି ବ୍ୟକ୍ତି, ଜାଣନ୍ତୁ କାହିଁକି
କୁହାଯାଏ, ପ୍ରେମରେ ବୟସ ଦେଖାଯାଏନି। ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଝାଡ଼ଖଣ୍ଡର ଗଢ଼ଓ୍ବା ଜିଲାରେ। ଯେଉଁଠାରେ ଜଣେ ବ୍ୟକ୍ତି ନିଜ ସମୁଦୁଣୀଙ୍କୁ ପ୍ରେମ କରି ବିବାହର ୪୦ ବର୍ଷ ପରେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଅନ୍ୟପକ୍ଷରେ ଗଢ଼ଓ୍ବା ଜିଲା…
ଆଇପିଏଲ୍ରେ ପ୍ରଥମ ଲଢ଼େଇ ପାଇଁ ସିଏସ୍କେ ପ୍ରସ୍ତୁତ: ଧୋନୀଙ୍କ ସ୍କ୍ବାର୍ଡରେ ରହିବେ ଏହି ଖେଳାଳି; ଜାଣନ୍ତୁ..
ନୂଆଦିଲ୍ଲୀ,୧୧।୯: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍-୧୩ତମ ସଂସ୍କରଣ। ଏହାର ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ। ତେବେ ମୁମ୍ବାଇ ଟିମ୍ ୪ଥର ଆଇପିଏଲ୍ ଜିତିସାରିଛି। ଅପରପକ୍ଷେ ସିଏସ୍କେର ଭାର ସମ୍ଭାଳିଛନ୍ତି ସବୁଠାରୁ ଶ୍ରେଷ୍ଠ ଅଧିନାୟକ…
ସ୍ତ୍ରୀ କୋକିଲାବେନ୍ଙ୍କୁ ପସନ୍ଦ ଥିଲା ସ୍ବାମୀ ଧୀରୁଭାଇ ଅମ୍ବାନୀଙ୍କ ପ୍ରେମ ପ୍ରକାଶ କରିବାର ଶୈଳୀ: ଏପରି ଥିଲା ଲଭ୍ଷ୍ଟୋରୀ
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନ୍ତର୍ଭୁକ୍ତ ଅମ୍ବାନୀ ପରିବାର ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ଏହି ପରିବାରର ବ୍ୟକ୍ତିଗତ ଜୀବନ ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି। ବିଶ୍ୱରେ ଅମ୍ବାନୀ ପରିବାରରକ୍ଷ୍ୟାତି ଅର୍ଜନ କରିଥିବା ଧୀରୁଭାଇଙ୍କ ପ୍ରେମ ଜୀବନ ବିଷୟରେ…
ବରଗଡ଼ରେ ୪ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼ ଅଫିସ,୧୧ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ଶୁକ୍ରବାର ଜିଲାରେ ୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ୫୦ଜଣ ବରଗଡ଼…
୧୩ରେ ଭୁବନେଶ୍ୱର ୟୁନିଟ-୧ ହାଟ ବନ୍ଦ
ଭୁବନେଶ୍ୱର, ୧୧।୯(ବ୍ୟୁରୋ): ନିଟ୍ ପରୀକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଆସନ୍ତା ୧୩ ତାରିଖରେ ୟୁନିଟ-୧ ହାଟକୁ ୬ ଘଣ୍ଟା ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛି। ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହାଟ ଭିତର…
ରାଗି କି ବିନା ବିଜୁଳିରେ ୧ ଘଣ୍ଟା କାମ କଲେ ଏହି ଆଇଏଏସ୍ ଅଫିସର, ଜାଣନ୍ତୁ କାହିଁକି?
ଲକ୍ଷ୍ନୌ,୧୧ା୯: ଆଇଏଏସ୍ ଅଫିସର ତଥା ଜିଲାପାଳ (ଡିଏମ୍) ଅଜୟ ଶଙ୍କର ପାଣ୍ଡେ ଗାଜିଆବାଦ ଅଫିସରେ ବିନା ବିଜୁଳିରେ ୧ ଘଣ୍ଟା କାମ କରିଛନ୍ତି। କାରଣ ସରକାରୀ କାର୍ଯ୍ୟାଳୟରେ ଅଯଥାରେ ଫ୍ୟାନ୍ ଚାଲୁଥିବା ଦେଖି ସେ ପ୍ରଚଣ୍ଡ ରାଗି ଯାଇଥିଲେ। ରାଗରେ ଫଁ…
ରଜନୀକାନ୍ତଙ୍କଠାରୁ ଆରମ୍ଭ କରି ରଣବୀର ସିଂହ: ନିଜର ସରନେମ୍ ହଟାଇଛନ୍ତି ଏହି ୬ କଳାକାର; ପୁରା ନାମ ଶୁଣିଲେ ହେବେ ଆଶ୍ଚର୍ଯ୍ୟ
ଅଭିନୟ ପାଇଁ ନିଜ ନାମ ମଧ୍ୟ ବଦଳାଇଦେଇଥାଏ କଳାକାର। ବଲିଉଡ୍ରେ କିଛି କଳାକାର ଅଛନ୍ତି ଯେଉଁମାନେ ଫିଲ୍ମଦୁନିଆ ପାଇଁ ନିଜର ନାମ ପରିବର୍ତ୍ତନ କରିଛନ୍ତି। ସେହିଭଳି ଆଉ କିଛି କଳାକାର ନିଜ ନାମରୁ ସରନେମ୍ କାଢ଼ି ଦେଇଛନ୍ତି। ସେଭଳି କିଛି କଳାକାରଙ୍କୁ…
ଅଧାରୁ ଏମ୍ବିଏ ପଢ଼ା ଛାଡ଼ିଦେଇଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ କେତେ ପଢ଼ିଛନ୍ତି ତାଙ୍କ ପୁଅଝିଅ
ରିଲାଏନ୍ସ ଇଣ୍ଡରଷ୍ଟ୍ରିଜ୍ ଲିମିଟେଡ୍ର ମାଲିକ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ବର୍ତ୍ତମାନ ସମୟରେ ସଫଳ ବ୍ୟବସାୟୀ ପାଲଟିଥିବା ମୁକେଶ କିନ୍ତୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ ଶେଷ କରି ନାହାନ୍ତି। କାରଣ ସେ ଜଣେ କଲେଜ ଡ୍ରପ୍…
ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲା: ୪ ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୧୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନିକଟ ଏ.ରଘୁନାଥପୁର ଗ୍ରାମରେ କଲ୍ୟାଣମଣ୍ଡପ ଜମି ଚିହ୍ନଟକୁ କେନ୍ଦ୍ରକରି ବୁଧବାର ସକାଳେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଓ ବନ୍ଧୁକ ଜବତ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ କେସ୍ ନଂ ୧୯୭/୨୦ ଅନୁଯାୟୀ ଶୁକ୍ରବାର…
Archives


