କଶ୍ମୀର ପାଇଲଟ୍ ହିଲାଲ୍ ପ୍ରଥମେ ଚଳାଇବେ ରାଫାଲ
ଶ୍ରୀନଗର,୨୯।୭: କଶ୍ମୀର ପାଇଲଟ୍ ହିଲାଲ୍ ଅହମଦ ରାଥର ଫ୍ରାନ୍ସରୁ ଭାରତ ଆସୁଥିବା ଯୁଦ୍ଧବିମାନ ରାଫାଲକୁ ପ୍ରଥମେ ଚଳାଇବେ ବୋଲି ଜଣାପଡ଼ିଛି। ଭାରତୀୟ ବାୟୁସେନାର ଏହି ଅଧିକାରୀ ଏବେ ଫ୍ରାନ୍ସରେ ପ୍ରଶିକ୍ଷଣ ନେଉଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଏକ ମଧ୍ୟବିତ୍ତ ପରିବାରରେ…
ବିବାଦରେ ନେତାନ୍ୟାହୁ ବାପପୁଅ
ଜେରୁଜେଲମ୍,୨୯ା୭ : ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକାଧିକ ଦୁର୍ନୀତି ମାମଲାରେ ଛନ୍ଦି ହୋଇ କୋର୍ଟକୁ ଧାଉଁଥିବାବେଳେ ତାଙ୍କ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ମୁଣ୍ଡ ଟେକିଛି। ତାଙ୍କ ଇସ୍ତଫା ଦାବିରେ ଇସ୍ରାଏଲ ଜନସାଧାରଣ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି…
ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ
କୁଆଲା ଲୁମ୍ପୁର,୨୯।୭: ମାଲେସିଆର ଏକ କୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍ ରଜାକ୍ଙ୍କୁ ୧୨ ବର୍ଷ ଜେଲ ସହ ୪୯.୪୦ ନିୟୁତ ଡଲାର ଜରିମାନାଦେଶ ଶୁଣାଇଛନ୍ତି। ରାଜକୋଷର ବହୁକୋଟି ଟଙ୍କା ଆର୍ଥିକ ଦୁର୍ନୀତି ମାମଲାରେ ସେ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ…
ବାଘଛାଲ ଚାଲାଣରେ ଭାରତ ଆଗୁଆ
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯ା୭: ବାଘର ଛାଲ, ନଖ, ହାଡ଼ ଓ ଅଙ୍ଗଗୁଡ଼ିକ ଚୋରା ଚାଲାଣ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଅପେକ୍ଷା ଆଗରେ ରହିଛି। ଭାରତ ଓ ଥାଇଲାଣ୍ଡରୁ ବିଦେଶକୁ ବାଘର ଅଙ୍ଗପ୍ରତ୍ୟଙ୍ଗ ସର୍ବାଧିକ ଚୋରା ଚାଲାଣ ହୋଇ ଯାଉଛି। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ…
ଦବିଲା ଇଂରେଜ ଅମଳର ପୋଲ
ବାଲିଆପାଳ, ୨୯ା୭(ସ୍ବ.ପ୍ର.)-ବାଲେଶ୍ୱର ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ବାଲିଆପାଳ-ବସ୍ତାର ଘଣ୍ଟିଆଡି ନିକଟରେ ଥିବା ଏକ ପୋଲ ମଙ୍ଗଳବାର ସକାଳେ ଦବିଯାଇ ଭାଙ୍ଗିଯାଇଛି। ସେଠାରେ ପ୍ରାୟ ୫ରୁ ୬ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି ା ମୁଖ୍ୟ ରାସ୍ତାରେ ଏପରି ଗର୍ତ୍ତ…
ଆଶ୍ରୟ ଦେଇପାରୁନି ‘ଆଶ୍ରୟ’ ଯୋଜନା
ଅନୁଗୋଳ ଅଫିସ, ୨୯ା୭ ସହରକୁ ଆସି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଥିବା ପ୍ରବାସୀ ନିର୍ମାଣ ଶ୍ରମିକମାନଙ୍କୁ ସ୍ବଳ୍ପ ଦେୟରେ ସାମୟିକ ରାତ୍ରି ରହଣିର ସୁବିଧା ଦେବାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ‘ଆଶ୍ରୟ’ ଯୋଜନା ଅନୁଗୋଳ ଜିଲାରେ ଏଯାଏ ସଫଳତା ପାଇପାରି…
ଛିଣ୍ଡିଯାଇଛି ସମ୍ପର୍କର ରିଲ୍
ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ ଜଣାଇ ଦିଆଯାଉଥିଲା ସରକାରୀ ଯୋଜନା। ଲୋକେ ବୁଝୁଥିଲେ। କାମରେ ବି ଲଗାଉଥିଲେ। ହେଲେ ଏବେ…
ରିୟଲ ମାଡ୍ରିଡ୍ ଫରଓ୍ବାର୍ଡ ମାରିଆନୋ ପଜିଟିଭ୍
ମାଡ୍ରିଡ୍, ୨୯ା୭ (ଏପି)-କରୋନା ଭାଇରସ୍ ପାଇଁ ହୋଇଥିବା ଟେଷ୍ଟରେ ରିୟଲ ମାଡ୍ରିଡ୍ ଫରଓ୍ବାର୍ଡ ମାରିଆନୋଙ୍କ ଫଳାଫଳ ପଜିଟିଭ୍ ଆସିଛି। ଅଗଷ୍ଟ ୭ରେ ମାଞ୍ଚେଷ୍ଟର ସିଟି ବିପକ୍ଷ ଚାମ୍ପିୟନ୍ସ ଲିଗ୍ ମ୍ୟାଚ ପାଇଁ ଦଳ ଅଭ୍ୟାସ ପୂର୍ବରୁ ଏହି ଟେଷ୍ଟ ହୋଇଥିଲା। ପ୍ରି-କ୍ୱାର୍ଟର…
ଶୋଇବା ବେଳେ ଜିନ୍ସରେ ପଶିଗଲା ସାପ: ୭ ଘଣ୍ଟା କାଳ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଲେ ଏହି ବ୍ୟକ୍ତି, ଆଉ ତା’ ପରେ..
ସାପ ସହ ୭ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ପିନ୍ଧିଥିବା ଜିନ୍ସରେ ପଶିଥିବା ସାପକୁ ନେଇ ଉତ୍ତରପ୍ରଦେଶ ମିର୍ଜାପୁର ଜିଲା ସିକନ୍ଦରପୁର ଗ୍ରାମର ଜଣେ ବ୍ୟକ୍ତି ରାତି ତମାମ ଏକ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଥିଲେ। ଏହା…
ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୭ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୧୮ ହଜାର ଟପିଲା
ଭୁବନେଶ୍ୱର,୯୨୮।୭(ବ୍ୟୁରୋ): ରାଜ୍ୟରେ ଆଉ ୬୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୩୦୭ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଜଗତସିଂହପୁରରୁ ୫୯, ଭଦ୍ରକରୁ ୫୨, ନୟାଗଡ଼ରୁ ୩୫, ଝାରସୁଗୁଡ଼ାରୁ ୩୦, ଯାଜପୁରରୁ ୨୫, କଟକରୁ ୨୪, ଗଜପତିରୁ ୨୩, ମାଲକାନଗିରିରୁ ୧୮,…
ଭାରତ ଆସୁଛି ରାଫାଲ: ବାୟୁରେ ଭରାଯାଉଛି ଇନ୍ଧନ; ଦେଖନ୍ତୁ ଫଟୋ
ନୂଆଦିଲ୍ଲୀ,୨୮।୭: ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫାଲ ଯୁଦ୍ଧବିମାନ। ପ୍ରାୟ ୭ ହଜାର କିଲୋମିଟର ପାର କରିବା ପରେ ବୁଧବାର ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ। ଏହାର ଅବ୍ୟବହିତ ପୂର୍ବରୁ ବାୟୁରେ ଇନ୍ଧନ ଭରିବାର…
ଆଇଏଏସ୍ ପରିଚୟ ଦେଇ ପୋଲିସ କନ୍ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ
ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିଲେ। ଥାନାରେ ପହଞ୍ଚି ପୋଲିସ କର୍ମଚାରୀମାନଙ୍କୁ ଧମକଚମକ ଦେଉଥିଲେ।…
Archives


