ବିବାଦୀୟ ଦ୍ୱୀପକୁ ରୋହିଙ୍ଗ୍ୟା ସ୍ଥାନାନ୍ତର
କକ୍ସ ବଜାର, ୫।୧୨: ବାଂଲାଦେଶ ସରକାର ଶହ ଶହ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏକ ବିବାଦୀୟ ଦ୍ୱୀପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ବାତ୍ୟା ଓ ବନ୍ୟାପ୍ରବଣ ନିମ୍ନ ଭୂମି ଦ୍ୱୀପକୁ ରୋହିଙ୍ଗ୍ୟାମାନଙ୍କୁ ସ୍ଥାନାନ୍ତର କରାଯାଉଥିବାରୁ ଏହାକୁ ନେଇ ଜାତିସଂଘ ଓ ଅଧିକାର…
ଟିଆର୍ଏସ୍ ହାତକୁ ପୁଣି ଯାଇପାରେ ହାଇଦ୍ରାବାଦ
ହାଇଦ୍ରାବାଦ, ୫।୧୨(ପି.ଟି.): ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ପୁଣିଥରେ ହାଇଦ୍ରାବାଦ ପୌର ନିଗମ ଅକ୍ତିଆର କରିପାରେ। ୧୫୦ ଆସନ ବିଶିଷ୍ଟ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେଶନ (ଜିଏଚ୍ଏମ୍ସି) ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଟିଆର୍ଏସ୍ ୫୭ ଆସନ…
ମଧ୍ୟପ୍ରାଚ୍ୟକୁ ଟପୁଛି ଆଫ୍ରିକା
ଲଣ୍ଡନ,୫ା୧୨: ସହେଲ ଅଞ୍ଚଳରେ ସ୍ଥିରତା ଆଣିବା ପାଇଁ ଜାତିସଂଘର ୧୫,୦୦୦ ବହୁରାଷ୍ଟ୍ରୀୟ ସୈନ୍ୟଙ୍କ ନେତୃତ୍ୱ ନେଉଛି ଫ୍ରାନ୍ସ। ଅପରେଶନ ନ୍ୟୁକମ୍ବେ ନାମରେ ଚାଲିଥିବା ଏହି ୩ ବର୍ଷିଆ ମିଶନରେ ବ୍ରିଟେନର ୩୦୦ ସୈନ୍ୟ ସାମିଲ ହୋଇଛନ୍ତି। ମାଲି ହେଉଛି ଅନେକ ସହେଲ…
ଆମେରିକୀୟଙ୍କୁ ୧୦୦ ଦିନ ମାସ୍କ ପିନ୍ଧିବାକୁ କହିବେ ବାଇଡେନ୍
ଓ୍ବାଶିଂଟନ,୫ା୧୨: କୋଭିଡ୍-୧୯ରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାବାସୀଙ୍କୁ ଶହେ ଦିନ ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେବେ ବୋଲି କହିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଯଦି ଆମେରିକାର ସମସ୍ତ ବାସିନ୍ଦା ମାସ୍କ ପିନ୍ଧିବାକୁ ପ୍ରାଥମିକତା ଦିଅନ୍ତି ତେବେ ସଂକ୍ରମଣ…
ବ୍ରିଟେନରେ ପହଞ୍ଚିଲା ଫାଇଜର ଟିକା
ଲଣ୍ଡନ, ୫ା୧୨: ବ୍ରିଟେନକୁ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ଫାଇଜର ଟିକାର ପ୍ରଥମ ପର୍ଯ୍ୟାୟ ଯୋଗାଣ ହୋଇଛି। ଶୁକ୍ରବାର ଏହି ଟିକା ବ୍ରିଟେନରେ ପହଞ୍ଚିଛି। ଏକ ଅଜ୍ଞାତ ସ୍ଥାନରେ ଥିବା ସେଣ୍ଟ୍ରାଲ ହବ୍ରେ ଏହାକୁ ରଖାଯାଇଛି। ସେଠାରୁ ବିଭିନ୍ନ ହସ୍ପିଟାଲ ତଥା ଟିକାକରଣ…
ସ୍ବାବଲମ୍ବୀ କରିଛି ସିଲେଇ
ଢେଙ୍କାନାଳ ଅଫିସ, ୫।୧୨ ମହିଳା ସ୍ବାବଲମ୍ବୀ ହେଲେ ସୁଦୃଢ଼ ହେବ ପରିବାରର ଆର୍ଥିକସ୍ଥିତି। ଏ କଥାକୁ ଘରେ ଘରେ ପହଞ୍ଚାଇବାକୁ ଅନବରତ ଉଦ୍ୟମ କରୁଛି ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍ ବିଏସ୍ଏଲ୍। କମ୍ପାନୀ ପାର୍ଶ୍ୱବର୍ତ୍ତୀ ୬ ଗ୍ରାମରେ ଆରମ୍ଭ ହୋଇଥିବା ସିଲେଇ…
କନ୍କସନ ସବ୍ଷ୍ଟିଚ୍ୟୁଟ ଚହଲଙ୍କ କମାଲ:ଭାରତ ଜିତିଲା ପ୍ରଥମ ଟି୨୦
କାନବେରା, ୫।୧୨(ପି.ଟି.)- ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦୃଢ଼ ବ୍ୟାଟିଂ ପରେ ୟୁଜବେନ୍ଦ୍ର ଚହଲ ଓ ଟି.ନଟରାଜନଙ୍କ ଚମତ୍କାର ବୋଲିଂ ସହାୟତାରେ ଭାରତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ…
ରାଧାକ୍ରିଷ୍ଣନ ଭାରତୀୟ ଆଥଲେଟିକ୍ସର ମୁଖ୍ୟ କୋଚ୍
ନୂଆଦିଲ୍ଲୀ, ୫ା୧୨ (ପି.ଟି.)-ଆଥଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ(ଏଏଫ୍ଆଇ) ଅଭିଜ୍ଞ ସମ୍ପନ୍ନ ରାଧାକ୍ରିଷ୍ଣନ ନାୟାରଙ୍କୁ ଏହାର ଫୁଲ୍ ଟାଇମ୍ ମୁଖ୍ୟକୋଚ୍ ଭାବେ ନିଯୁକ୍ତି ଦେଇଛି। ଜୁଲାଇରେ ବାହଦୁର ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ସେହିଦିନଠାରୁ ୬୨ବର୍ଷୀୟ ନାୟାର ଭାରତୀୟ…
ପ୍ରଥମ ଟେଷ୍ଟ: ଓ୍ବିଲିୟମସନଙ୍କ ଦ୍ୱିଶତକ
ହାମିଲଟନ,୫।୧୨(ଏପି): ଅଧିନାୟକ କେନ୍ ଓ୍ବିଲିୟମସନଙ୍କ ଦମ୍ଦାର ଦ୍ୱିଶତକ ବଳରେ ନୁଜିଲାଣ୍ଡ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ତା’ର ସ୍ଥିତି ଦୃଢ କରିଛି। ଶୁକ୍ରବାର ଦ୍ୱିତୀୟ ଦିନରେ ଓ୍ବିଲିୟମସନ ହିରୋ ସାବ୍ୟସ୍ତ ହୋଇଛନ୍ତି। ୪୧୨ଟି ବଲ୍ ଖେଳି ୬୨୪ ମିନିଟ୍ ଅର୍ଥାତ…
ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା
ନୂଆଦିଲ୍ଲୀ,୪ା୧୨(ପି.ଟି.)-କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ ଆସନ୍ତା ୮ ତାରିଖରେ ଭାରତ ବନ୍ଦ କରିବାକୁ ଡାକରା ଦେଇଛନ୍ତି। ଗୁରୁବାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା ନିଷ୍ଫଳ ହେବା ପରେ ସେମାନେ ଏହି ଆନ୍ଦୋଳନକୁ ଆଗକୁ…
ରାଜ୍ୟରେ ସୁସ୍ଥ ହେଲେ ୬୪୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୪ା୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୬୪୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୭୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୫୪, ବାଲେଶ୍ୱରରୁ ୫୩, ଖୋର୍ଦ୍ଧାରୁ ୫୦, କଟକରୁ ୪୮, ଅନୁଗାଳରୁ ୪୦, ବଲାଙ୍ଗୀରରୁ ୪୦, କଳାହାଣ୍ଡିରୁ ୩୨, ଜଗତସିଂହପୁରରୁ…
ମୁମ୍ବାଇରେ ରେଷ୍ଟୁରାଣ୍ଟ ଖୋଲିଲେ ଶିଳ୍ପା
ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କେବଳ ଜଣେ ସଫଳ କଳାକାର ନୁହଁନ୍ତି, ବରଂ ସେ ବ୍ୟବସାୟ ଜଗତରେ ଅନେକ ନାମ ଅର୍ଜନ କରିଛନ୍ତି। ପ୍ରଥମ ଆଇପିଏଲରେ ରାଜସ୍ଥାନ ରୟାଲ ଟିମକୁ କ୍ରୟ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଶିଳ୍ପା ବର୍ତ୍ତମାନ…

