ଶାହାରୁଖ୍ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ୍ ଅଭିନେତା ରାଜକୁମାର ରାଓ ନିଜର ପ୍ରତିଭା ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ଫିଲ୍ମରେ ତାଙ୍କ କାମକୁ ପ୍ରଶଂସା କରାଯାଏ। ତେବେ ରାଜକୁମାର ଯଦି ଜଣେ ଅଭିନେତା ହୋଇପାରିଛନ୍ତି ତାହା କେବଳ ଶାହାରୁଖ୍ ଖାନ୍ଙ୍କ…
କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବେ କେରଳ ସରକାର
ଥିରୁଭାନନ୍ତପୁରମ୍,୭।୧୧: କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି କେରଳ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଶିକ୍ଷାପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ପେଶାଦାର ଶିକ୍ଷା ଲାଗି ୫…
ମାଟ୍ରିକ ପରୀକ୍ଷା ଫର୍ମପୂରଣ ସ୍ଥଗିତ
ଭୁବନେଶ୍ୱର, ୭।୧୧(ବ୍ୟୁରୋ) ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ନେଇ ପରବର୍ତ୍ତୀ ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ଜଣାଯାଇଛି ।…
ଗୁପ୍ଚୁପ୍ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି
ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍ଚୁପ୍ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ ଜଣେ ଗୁପ୍ ଚୁପ୍ ବିକାଳିଙ୍କ ଠେଲାଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ରଣକଳା ଝିଲ୍…
ଡେଟିଂ ଆପ୍ରେ ମିଳିଥିବା ପ୍ରେମିକଙ୍କ ପାଇଁ ଘର, ଚାକିରି ଛାଡିଲେ ଏହି ସୁନ୍ଦରୀ: ଶେଷରେ ଘଟିଲା ଏମିତି…
ଅଷ୍ଟ୍ରେଲିଆର ୨୭ ବର୍ଷିୟା ଷ୍ଟେଫନି ଗୋର୍ଟନ ଡେଟିଂ ଆପ୍ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ। ଉକ୍ତ ବ୍ୟକ୍ତିଙ୍କ ପାଇଁ ଷ୍ଟେଫନି ନିଜ ଚାକରି ଏବଂ ଘର ମଧ୍ୟ ଛାଡିବାକୁ ପଛାଇଲେ ନାହିଁ। କିନ୍ତୁ ପରେ ଯାହା ଘଟିଲା ଷ୍ଟେଫିନ ଲଜ୍ଜାରେ କାହାକୁ…
ଆର୍ସିବି-ହାଇଦ୍ରାବାଦ ମ୍ୟାଚ୍ରେ ନିଆରା ଦୃଶ୍ୟ: ଗୋଟିଏ ମ୍ୟାଚ୍ରେ ନଜର ଆସିଲେ ୪ ଦେଶର ଅଧିନାୟକ
ଆବୁଧାବି,୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)-୨୦୨୦ ର ଦ୍ୱିତୀୟ ଏଲିମିନେଟର ମ୍ୟାଚ୍ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳା ଯାଇଛି। ଉଭୟ ଟିମ୍ ପାଇଁ ଏହା ଡୁ ଅର୍ ଡାଏ ମ୍ୟାଚ୍ ଥିଲା। ହେଲେ ଏଥିରେ ହାଇଦ୍ରାବାଦ…
ଲଗାତାର ୮ ବର୍ଷ ଧରି ବିଫଳ, ଏବେ କୋହଲିଙ୍କୁ ଆର୍ସିବି ଅଧିନାୟକ ପଦ ଛାଡ଼ି ଦେବା ଉଚିତ୍: ଗମ୍ଭୀର
ଆବୁଧାବି,୭।୧୧: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ଗୁରୁତ୍ୱପୂର୍ଣ୍ଣ ଏଲିମିନେଟର ମ୍ୟାଚ୍ ପାଇଁ ଯୋଗ୍ୟତା ହାସଲ କରିଥିଲା। ହେଲେ ଶୁକ୍ରବାର ଖରାପ ବ୍ୟାଟିଂ ଯୋଗୁ ବିରାଟ କୋହଲିଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ୬ ଉଇକେଟରେ ହାରି ବିଦାୟ ନେଇଛି।…
ସବୁ ନିର୍ମାତା, ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ: ଫିଲ୍ମରେ ତାଙ୍କ ପାଇଁ ଲେଖାଯାଉଛି ସ୍ବତନ୍ତ୍ର ସଂଳାପ
ଫିଲ୍ମ ‘ବାହୁବଳୀ’ରେ ଦେବସେନା ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ପାଇଁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ। ଏହି ଗୋଟିଏ ଫିଲ୍ମ ତାଙ୍କ କ୍ୟାରିୟରକୁ ସବୁଠାରୁ ଉପରେ ପହଞ୍ଚାଇ ପାରିଛି। ଏହା ପରଠାରୁ ସେ ଦକ୍ଷିଣ…
କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ: ମୋଦି
ନୂଆଦିଲ୍ଲୀ,୭।୧୧: କରୋନା ମହାମାରୀ ସଙ୍କଟ ପରେ ବୈଷୟିକ ଜ୍ଞାନକୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ(ଆଇଆଇଟି)ର ୫୧ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶିକ୍ଷାର୍ଥୀଙ୍କ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। କରୋନା ମହାମାରୀ ପୃଥିବୀରେ ବଡ଼ ପରିବର୍ତ୍ତନ…
ଟ୍ୟୁସନଠାରୁ ଆରମ୍ଭ କରି ଯୋଗ ଶିକ୍ଷା ପର୍ଯ୍ୟନ୍ତ, ଅଭିନୟ ପୂର୍ବରୁ ଏହିସବୁ କାମ କରୁଥିଲେ ‘ବାହୁବଳୀ’ର ଦେବସେନା
ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ଶେଟ୍ଟୀ । ଖୁବ୍ କମ୍ ସମୟ ମଧ୍ୟରେ ଅନୁଷ୍କା ନିଜର ସୌନ୍ଦର୍ଯ୍ୟ ଏବଂ ସୁନ୍ଦର ଅଭିନୟ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।…
ଏଠାରେ ହୁଏ ହୀରା ବର୍ଷା !
ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍ଚୁନ୍ ଗ୍ରହରେ ଏଭଳି ଘଟଣା ଘଟିଥାଏ। ସୌରମଣ୍ଡଳର ୪ଟି ଗ୍ରହରେ ଗ୍ୟାସ୍ ଭରି ରହିଥିବା ମହାକାଶ ବିଜ୍ଞାନୀମାନେ କହିଥାନ୍ତି। ସେଥିମଧ୍ୟରେ ଶନି,…
ଜାତୀୟସ୍ତରରେ ୧ ନମ୍ବର ର଼୍ୟାଙ୍କରେ ଓଡ଼ିଆ ଡାକ୍ତର
ଭୁବନେଶ୍ୱର,୭।୧୧(ବ୍ୟୁରୋ): ଓୟୁଏଟି ସ୍ଥିତ ଭେଟେରିନାରି କଲେଜର ସର୍ଜରି ବିଭାଗର ସହକାରୀ ପ୍ରଧ୍ୟାପକ ଡାକ୍ତର ବିଶ୍ୱଦୀପ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବ ଭାରତୀୟ ସ୍ତରରେ…
Archives


