Home

ବିରୋଧ ସତ୍ତ୍ୱେ ୨ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ 

ନୂଆଦିଲ୍ଲୀ, ୨୦।୯: ମୌସୁମୀ ଅଧିବେଶନର ୭ମ ଦିନରେ ରବିବାର ରାଜ୍ୟ ସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ୩ଟି କୃଷି ବିଧେୟକ ମଧ୍ୟରୁ ୨ଟିକୁ ମଞ୍ଜୁରୀ ମିଳିଛି। କୃଷି ଉତ୍ପାଦନ ବ୍ୟବସାୟ ବିଧେୟକ-୨୦୨୦ ଏବଂ ମୂଲ୍ୟ ଅଶ୍ୱାସନ କୃଷି ସେବା ବିଧେୟକ-୨୦୨୦କୁ ରାଜ୍ୟ…

ଆଇସିୟୁରେ ରାମ ବିଳାସ ପାସଓ୍ବାନ: ଆସନ ଭାଗଭଣ୍ଟା ବୈଠକରେ ଯୋଗ ଦେବେନି ଚିରାଗ

ନୂଆଦିଲ୍ଲୀ, ୨୦।୯: କେନ୍ଦ୍ରୀୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରାମ ବିଳାସ ପାସଓ୍ବାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଚିକିତ୍ସା ଜାରି ରହିଛି। ତେଣୁ ବିହାର ବିଧାନସଭା ନିର୍ବାଚନ ପାଇଁ ହେବାକୁ ଥିବା ଆସନ ଭାଗଭଣ୍ଟା ବୈଠକରେ ତାଙ୍କ ପୁଅ ଲୋକ…

ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍‌, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା

ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍‌ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର ଏମିତି ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ତିଆରି କରିଛନ୍ତି। ଯାହା ବିନା ପେଟ୍ରୋଲ ଏବଂ ଡିଜେଲରେ…

କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…

କଟକ ଅଫିସ୍‌, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା ଏ ସହର, ସେତିକି ପୁରୁଣା ଏଠାକାର ପରମ୍ପରା ଆଉ ଦୁଗର୍ର୍ାପୂଜା। ପ୍ରତିବର୍ଷ କାରିଗର ହାତରେ…

ଅମାନିଆଙ୍କୁ ସାବାଡ଼ କରୁଛି ପୋଲିସ: ଜରିମାନା ଭୟରେ ଭିଡ଼ ଉଭାନ

ଭୁବନେଶ୍ୱର,୨୦।୯ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ନିର୍ଦ୍ଦେଶ ପରେ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ବେଶ୍‌ ତତ୍ପରତା ଦେଖାଇଛି କମିଶନରେଟ ପୋଲିସ। କଟକ, ଭୁବନେଶ୍ୱର ଦ୍ୱୈତନଗରୀରେ ଯାଞ୍ଚ ଓ ଚଢ଼ାଉକୁ ଜୋର୍‌ଦାର କରାଯାଇଥିବାବେଳେ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି।…

ଗୋଲାପ ଫୁଲରେ ବସିଛି ନୀଳ ରଙ୍ଗର ବିରଳ ସାପ, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ନୀଳ ରଙ୍ଗର ବିରଳ ସାପର ଫଟୋ ବେଶ୍‌ ଭାଇରାଲ ହେଉଛି। ଏହାକୁ ଲୋକେ ବିଶ୍ୱର ସବୁଠୁ ସୁନ୍ଦର ସାପ ବୋଲି କହୁଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଏକ ଲାଲ୍‌ ଗୋଲାପ ଉପରେ ନୀଳ ରଙ୍ଗର ସାପଟି ବସିଛି।…

ହନୁମାନ ପଇସା ପରେ ନୂଆ ଗୁଜବ: ଲକ୍ଷପତି ହେବା ଆଶାରେ ପୁରୁଣା ଟିଭି-ଫୋନ ପଛରେ ପଡ଼ିଛନ୍ତି ଯୁବପିଢ଼ି

ପାଟଣା,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ବଜାର ଅଞ୍ଚଳରେ ନୂଆ ଗୁଜବ। ପୁରୁଣା ଟିଭି ଓ ଫୋନ ରେ ଥିବା ନାଲି ବଲ୍‌ବରେ ଏଜ  ତରଳ ଧାତୁ ରହିଛି, ଯାହା ବହୁ ମୂଲ୍ୟବାନ ବୋଲି ଚର୍ଚ୍ଚା…

କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା ଏକ ଜ୍ଞାନକୌଶଳକୁ ଭାରତୀୟ ଡ୍ରଗ୍‌ ନିୟନ୍ତ୍ରକ(ଡିସିଜିଆଇ)ଙ୍କପକ୍ଷରୁ ଶନିବାର ମଞ୍ଜୁରୀ ମିଳିଛି। ଅନୁମତି ମିଳିବା ପରେ…

ସୁପ୍ରିମକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ବିବାଦ

କଟକ ଅଫିସ, ୨୦।୯: ଏମ୍‌ପି ତଥା ଓଲିଉଡ୍‌ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ର୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ସ୍ତ୍ରୀ ବର୍ଷାଙ୍କୁ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି…

ଚିଲିକା, ଅଂଶୁପା ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି

ଭୁବନେଶ୍ୱର, ୨୦।୯(ବ୍ୟୁରୋ): ନ୍ୟାଶନାଲ୍‌ ପ୍ଲାନ୍‌ ଫର୍‌ କଞ୍ଜରଭେଶନ୍‌ ଅଫ୍‌ ଆକ୍ୱାଟିକ ଇକୋସିଷ୍ଟମ (ଏନପିସିଏ) ଅଧୀନରେ ଗତ ୨ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ୪.୭ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଦେଶର ସର୍ବବୃହତ୍‌ ଲବଣ ଜଳ ହ୍ରଦ ଚିଲିକା ଏବଂ ଓଡ଼ିଶାର ବୃହତ୍ତମ…

କୃଷି ବିଲ୍‌କୁ ବିଜେଡିର ବିରୋଧ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): କୃଷି ବିଲ୍‌କୁ ବିଜେଡି ବିରୋଧ କରିଛି। ରବିବାର ରାଜ୍ୟ ସଭାରେ ଆଲୋଚନା ବେଳେ ଏହି ବିଲ୍‌କୁ ବିଜେଡି ଏମ୍‌ପି ଅମର ପଟ୍ଟନାୟକ ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ନେଇ କୌଣସି…

୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri