ଟିକା ହିଁ ଆଶା
ଗତବର୍ଷ ଶେଷ ଆଡ଼କୁ ବିଶ୍ୱକୁ ଅଭିଶାପ ଭଳି ମାଡ଼ିଆସିଥିଲା ଏକ ଅଜଣା ଭୂତାଣୁ, ଯାହାକୁ ପରବର୍ତ୍ତୀ ସମୟରେ କରୋନା ବା କୋଭିଡ୍-୧୯ ରୂପେ ନାମକରଣ କରାଯାଇଥିଲା। ଏହି ମହାମାରୀର ଚେର ଅଦ୍ୟାବଧି ୨୨୫ରୁ ଊର୍ଦ୍ଧ୍ୱ ଦେଶକୁ ଲମ୍ବିସାରିଛି। ଏଥିରେ ୬୯,୪୧୮,୪୬୪ ଜଣ…
ଜମି ହରାଉଛନ୍ତି ଏସ୍ସି, ଏସ୍ଟି
ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍ସି) ଓ ଜନଜାତି(ଏସ୍ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ ବର୍ଗଙ୍କ ସପକ୍ଷରେ ଅନୁମତି ତଥା ଭୂସଂସ୍କାର (ଓଏଲ୍ଆର୍) ପ୍ରମାଣପତ୍ର ଦିଆଯାଇଛି। ଏଥିରେ ଖଣି ଓ…
ମୁଖ୍ୟମନ୍ତ୍ରୀ ନାହିଁ କଲେ
ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ ଗତ ୯ ମାସ ହେବ ରାଜ୍ୟରେ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କେତେକ କ୍ଷେତ୍ରରେ ଅନ୍ଲାଇନରେ ପଢା ହେଉଛି। ତେବେ ଅଧିକାଂଶ ପିଲା ଏହି ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି। ପାଠପଢା…
ରଚନାଙ୍କୁ ଦ୍ୱିତୀୟ ବିବାହ କରିବା ବେଳେ ଅସୁବିଧାରେ ପଡ଼ିଥିଲେ ବାବୁଲ ସୁପ୍ରିଓ: ବିରୋଧୀ ସତ୍ତ୍ୱେ ସହାୟତା କରିଥିଲେ ମମତା
ବମ୍ବେ: ଅଭିନୟଜଗତରେ ନାମ କମାଇବା ପରେ ରାଜନୀତିକୁ ବାଛି ନିଅନ୍ତି ଅନେକ କଳାକାର। ସେ ଅଭିନେତା ହୁଅନ୍ତୁ ଅବା ଗାୟକ, ରାଜନୀତିରେ ନିଜର ପତିଆରା ବିସ୍ତାର ପାଇଁ ଲାଗିପଡ଼ନ୍ତି। ସେଭଳି ଜଣେ ହେଲେ ବାବୁଲ ସୁପ୍ରିଓ। ପେସାରେ ସେ ଜଣେ ଗାୟକ…
୧୪ରୁ ଖୋଲିବ ହରିୟାଣା ସ୍କୁଲ: ଛାତ୍ରୀଛାତ୍ରମାନେ ଦାଖଲ କରିବେ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ
ଚଣ୍ଡିଗଡ଼, ୧୦।୧୨- ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପିଲାଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ…
ଦେଶର ନୂତନ ସଂସଦ ଭବନ ଗୋଲାକାର ନୁହେଁ ବରଂ ନିର୍ମାଣ ହେବ ତ୍ରିଭୁଜ ଆକାରର, ଜାଣନ୍ତୁ ଏହା ପଛର କାରଣ
ନୂଆଦିଲ୍ଲୀ: ଆମ ଦେଶର ନୂତନ ସଂସଦ ଭବନର ପ୍ରାରମ୍ଭିକ ଫଟୋ ପ୍ରକାଶ ପାଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଅଧୀନରେ ନିର୍ମାଣ ହେବାକୁ ଥିବା ଏହି ନୂତନ କୋଠାର ଭିତ୍ତିପ୍ରସ୍ତର ଡିସେମ୍ବର ୧୦ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ କରାଯାଇଛି।…
ଏ ହେଉଛନ୍ତି ଭାରତର ସବୁଠୁ ଧନୀ ମହିଳା: ମିଡିଆରେ କରୁଥିଲେ କାମ…
ଚଳିତ ବର୍ଷ ହୁରୁନ ଇଣ୍ଡିଆ କୋଟକ ଓ୍ବେଲ୍ଥ ସହ ମିଶି ଭାରତର ସବୁଠାରୁ ଧନୀ ୧୦୦ ମହିଳାଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାର ସବୁଠୁ ଶୀର୍ଷ ସ୍ଥାନରେ ରହିଛନ୍ତି ରୋଶନୀ ନାଦର। ଅର୍ଥାତ୍ ରୋଶନୀ ହେଉଛନ୍ତି ଭାରତର ସବୁଠୁ ଧନୀ…
୯୮ ବର୍ଷରେ ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର
ମୁମ୍ବାଇ,୧୧।୧୨: ଟ୍ରାଜେଡି କିଙ୍ଗ୍ ଦିଲ୍ଲୀପ କୁମାର ଶୁକ୍ରବାର ୯୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୨ ଡିସେମ୍ବର ୧୧ରେ ସେ ପେଶଓ୍ବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ମହମ୍ମଦ୍ ୟୁସୁଫ ଖାଁ। ରାଜକପୁର, ଦେବାନନ୍ଦ ଏବଂ ଦିଲ୍ଲୀପ ବିଭାଜନ ସମୟରେ ପାକିସ୍ତାନରୁ…
ପତ୍ର ତୋଳିଲେ ଗଛକୁ ବି ହୁଏ କଷ୍ଟ…
ତେଲ୍ ଅଭିବ୍: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍ ତେଲ୍ ଅଭିବ୍ ବିଶ୍ୱବିଦ୍ୟାଳୟରେ…
ପୂର୍ବ ୨ ବିବାହ ବାର୍ଷିକୀରେ ଅନୁଷ୍କାଙ୍କୁ ଏହି ସ୍ବତନ୍ତ୍ର ଉପହାର ଦେଇଥିଲେ କୋହଲି: ଏଥର…
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କର ଆଜି ଅର୍ଥାତ୍ ଡିସେମ୍ବର ୧୧ ହେଉଛି ୩ୟ ବିବାହ ବାର୍ଷିକୀ। ଚଳିତ ବର୍ଷ ତାଙ୍କର ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ସ୍ତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ସବୁଠାରୁ ବଡ଼…
କମ୍ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩ ବର୍ଷ ପୂର୍ବେ ଇଟାଲିରେ ବିବାହ କରିଥିଲେ। ବିରୁଷ୍କା ନାମରେ ଜଣାଶୁଣା ଏହି ଯୋଡି ନିଜ…
ଡାଇବେଟିସ୍ ରୋଗୀଙ୍କୁ ବିପଦରୁ ରକ୍ଷା କରେ ଛତୁ
ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ ଛତୁକୁ ଔଷଧ ଭାବରେ ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ମଶରୁମ୍କୁ ଖାଇଲେ କେଉଁ…

