ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ
ଇସଲମାବାଦ,୨୦।୯: ଭାରତ ସହ ସମ୍ପର୍କ ବିଗାଡିବା ପାଇଁ ପାକିସ୍ତାନ ଆଉ ଏକ ପଦକ୍ଷେପ ନେଇଛି। ଭାରତୀୟ ହାଇକମିଶନର ଅଜୟ ବିସାରିଆଙ୍କୁ ବହିଷ୍କାର କରିବାର ମାସେ ପରେ ପାକିସ୍ତାନ ରବିବାର କୂଟନୀତିଜ୍ଞ ଜୟନ୍ତ ଖୋବରାଗଡେଙ୍କୁ ଭିସା ଦେବାକୁ ମନା କରିଦେଇଛି। ଇସଲାମାବାଦରେ ଭାରତ…
ପ୍ରଶଂସକଙ୍କୁ ଖୁସିଖବର ଦେଲେ ମଲାଇକା
ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହୋମ ଆଇସୋଲେସନରେ ଥିଲେ। ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ଖୁସି ଖବର ପ୍ରଶସଂକଙ୍କ ସହ ଶେୟାର କରି ମଲାଇକା କହିଛନ୍ତି ମୁଁ ଅନେକ ଦିନ…
ମାସ୍କ ଆର୍ଟ
କରୋନା ମହାମାରୀ ପାଇଁ ମଣିଷ ଘରେ ବନ୍ଦି ହୋଇ ରହିବାକୁ ବାଧ୍ୟ ହେଉଛି। ତେଣୁ ମଳୁଥିବା ଖାଲି ସମୟରେ ଅନେକେ ନିଜ ଅନ୍ତର୍ନିହିତ କଳାର ବିକାଶ କରୁଛନ୍ତି। ଯେମିତିକି ଷ୍ଟିଫେନ୍ କ୍ରାଫ୍ଟ ନାମକ ଜଣେ ବ୍ୟକ୍ତି ଫେସ୍ ମାସ୍କକୁ ନେଇ କରିଛନ୍ତି…
ଜାଣନ୍ତି ରାସ୍ତାପାର୍ଶ୍ୱ ଗଛରେ କାହିଁକି ଲଗାଯାଇଥାଏ ଧଳାରଙ୍ଗ
ଗାଡ଼ିମୋଟରରେ ଗଲାବେଳେ ଦେଖିଥିବେ ରାସ୍ତାକଡ଼ରେ ଥିବା ଗଛରେ ଧଳା ରଙ୍ଗ ଦିଆଯାଇଥାଏ। ଗଛକୁ ଏପରି ପେଣ୍ଟିଂ କରାଯିବା ବହୁ ପୁରୁଣା କଥା। କିନ୍ତୁ ଜାଣନ୍ତି ଏହା ପଛରେ କ’ଣ କାରଣ ରହିଛି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହା…
ପାର୍ଟନରଙ୍କୁ କେବେ ଧୋକା ଦିଅନ୍ତି ନାହିଁ ଏହି ୨ ରାଶିର ବ୍ୟକ୍ତି
ପ୍ରତ୍ୟେକ ବ୍ୟକ୍ତି ଗ୍ରହ ସ୍ଥିତି ଅନୁଯାୟୀ ଜୀବନରେ ଲାଭ ଏବଂ କ୍ଷତି ପାଆନ୍ତି। ଉତ୍ତମ ଗ୍ରହ ସ୍ଥିତି ଲାଭ ଦିଏ ଏବଂ ଖରାପ ସ୍ଥିତି ସମସ୍ୟା ଏବଂ ବାଧା ସୃଷ୍ଟି କରେ। ପ୍ରେମ ହେବ ନ ହେବା କାହା ହାତରେ ନାହିଁ।…
ବଲ୍ବ ପରି ଜଳେ ଏହି ଛତୁ
ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି ବ୍ୟଞ୍ଜନ ଥିଲେ ଖାଇବା ଜମିଯାଏ। ତେବେ ବିଭିନ୍ନ ପ୍ରକାରର ଛତୁ ମଧ୍ୟରେ କେବେ ଏଭଳି…
ସର୍ଜନାରେ ଆବାମିକା
ସମ୍ପର୍କମାନଙ୍କ ଭିତରେ ଦାମ୍ପତ୍ୟ ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ଉପହାର। ଅଦୃଷ୍ଟର ଇଙ୍ଗିତରେ ଅଲଗା ଅଲଗା ପରିବେଶରେ ଜନ୍ମନେଇ ପରସ୍ପର ପାଇଁ ଗଢ଼ି ହେବାର ପ୍ରକ୍ରିୟା ଚାଲିଥାଏ ନିଜ ନିଜ ବାଟରେ ବଡ଼ ଅଦ୍ଭୁତ ଢଙ୍ଗରେ। ଦାମ୍ପତ୍ୟରେ ପରିପୂରକତାର ଅନୁଭବ ଆଉ ଏକ ବୈଚିତ୍ର୍ୟ।…
ଧୋନୀଙ୍କୁ ଟିଭିରେ ଦେଖି ସ୍ତ୍ରୀ କହିଲେ ଏମିତି
ଆଇପିଏଲ ୨୦୨୦ର ପ୍ରଥମ ମ୍ୟାଚରେ ଏମଏସ ଧୋନୀ ୪୩୭ ଦିନ ପରେ କ୍ରିକେଟ ପଡିଆକୁ ଓହ୍ଲାଇଥିଲେ। ପ୍ରଥମ ମ୍ୟାଚ୍ରେ ଧୋନୀଙ୍କ ନେତୃତ୍ୱଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ଧୋନୀ ନୂଆ ଅବତାରରେ…
ଟସ୍ ପୂର୍ବରୁ ମ୍ୟାଚ୍ ରେଫରୀଙ୍କୁ ଏମିତି ପ୍ରଶ୍ନ ପଚାରିଥିଲେ ଧୋନୀ,ସମସ୍ତେ ହସି ହସି ଗଡିଲେ
ଇଣ୍ଡିଆନ ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନୀ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ତେବେ ଟସ ପୂର୍ବରୁ ଧୋୀ ମ୍ୟାଚ୍ ରେଫରୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…
ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ଟପିଲା
ନୂଆଦିଲ୍ଲୀ, ୨୦।୯: ଦେଶରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୭୪ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି। ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଏଭଳି ହୋଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ହୋଇଥିବା ତ୍ରୟମାସିକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେଥିମଧ୍ୟରେ ଓ୍ବେରଲେସ୍ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ…
ଭାରତୀୟ ଯବାନଙ୍କ କବ୍ଜାରେ ଏଲ୍ଏସିର ୬ ଅଞ୍ଚଳ
ଲେହ, ୨୦।୯: ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟ ବାହିନୀ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଭାରତୀୟ ଯବାନ ପୋଙ୍ଗାଙ୍ଗ୍ ହ୍ରଦ ନିକଟରେ ଥିବା ୬ଟି ଅଞ୍ଚଳ ଉପରେ ନିଜର କବ୍ଜା ସାବ୍ୟସ୍ତ କରିଛନ୍ତି। ଅଗଷ୍ଟ ୨୯ରୁ…
ଜଳପ୍ରପାତ ବୁଲିବାକୁ ଯାଇଥିଲେ ଯୁବତୀ ଯୁବକ, ହଠାତ୍ ମାଡ଼ିଆସିଲା ପାଣି; ଆଉ ତା’ ପରେ…
ଭୋପାଳ,୨୦ା୯: ଇନ୍ଦୋର ନିକଟସ୍ଥ ଟିଲୋରରୁ ଟିଙ୍ଗଚା ମଧ୍ୟରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁ ଏକ କାର୍ ପାଣିରେ ଭାସିଯାଇଥିଲା। ଫଳରେ ଏଥିରେ ବସିଥିବା ୪ ଯୁବତୀ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ…
Archives


