Home

ଏହି ଅଭିନେତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ଭଗତ ସିଂ

ଭାରତର ସ୍ବାଧୀନତା ସଂଗ୍ରାମରେ ଶହୀଦ୍‌ ଭଗତ ସିଂ ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ବିପ୍ଳବୀ ଭାବରେ ବିବେଚନା କରାଯାଏ। ଭଗତ ସିଂ ସେପ୍ଟେମ୍ବର ୨୮ ୧୯୦୭ରେ ଅବିଭକ୍ତ ଭାରତର ଲାୟଲପୁର ଜିଲା(ବର୍ତ୍ତମାନ ପାକିସ୍ତାନ)ର ବଙ୍ଗାରେ ଜନ୍ମ…

ଜଳାତଙ୍କର ଯନ୍ତ୍ରଣା

”ଭୂତାଣୁମାନେ ସଂକ୍ରମିତ ପ୍ରାଣୀର ଲାଳରେ ରହିଥିବା ଯୋଗୁ ଏମାନେ କାମୁଡିବା ଦ୍ୱାରା ରୋଗ ହେବା ସ୍ବାଭାବିକ। ସଂକ୍ରମିତ ପ୍ରାଣୀ କାମୁଡି ଦେଲେ କିମ୍ବା ଚାଟି ପକାଇଲେ ମଧ୍ୟ ରୋଗ ହୋଇପାରେ। ଜଳାତଙ୍କ ଭୂତାଣୁ ସଂକ୍ରମିତ ପ୍ରାଣୀକୁ ବା କୁକୁର, ବିଲୁଆକୁ ଆମେ…

କୃଷି ଆଇନ ଫେରାଇ ନେବାକୁ କଂଗ୍ରେସର ଦାବି: ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ

ନୂଆଦିଲ୍ଲୀ, ୨୮।୯: କୃଷି ଆଇନ ଫେରାଇ ନେବାକୁ କଂଗ୍ରେସ ଦାବି କରିଛି। ଏହା ବିରୋଧରେ କେରଳର କଂଗ୍ରେସ ସଦସ୍ୟ ଟି.ଏନ୍‌. ପ୍ରତାପନ କୃଷି ଅଧିନିୟମକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସରକାର ଏହାକୁ ଫେରାଇ ନେବାକୁ ସେ ରିଟ୍‌ ପିଟିଶନ୍‌…

ଏବେ ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଚର୍ଚ୍ଚା: ୧୬ ମାସ ବିତିଲେ ବି ହୋଇନି ଅଦଳବଦଳ

ନୂଆଦିଲ୍ଲୀ, ୨୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମେ ୩୦ରେ ଶପଥ ନେଇଥିଲେ। ଇତିମଧ୍ୟରେ ଦ୍ୱିତୀୟ କାର୍ଯ୍ୟକାଳର ୧୬ ମାସ ବିତିଛି। ତେବେ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ୍‌ ସମ୍ପ୍ରସାରଣ ହୋଇନି। ପ୍ରଥମ କାର୍ଯ୍ୟକାଳରେ ୬ ମାସ ମଧ୍ୟରେ କ୍ୟାବିନେଟ୍‌ରେ ଅଦଳବଦଳ ହୋଇଥିଲା।…

ରାଜ୍ୟରେ ୮୦୦ ଟପିଲା କରୋନା ମୃତ୍ୟୁସଂଖ୍ୟା, ଆଜି ନେଇଛି ୧୬ ଜୀବନ

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କରୋନାରେ ବାଲେଶ୍ୱରରୁ ୩…

CORONAVIRUS UPDATE: ରାଜ୍ୟରେ ଆଜି ୩୨୩୫ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି

ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ମୋଟ୍‌ ୩୦ ଜିଲାରୁ ୩୨୩୫ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ର ୧୯୧୫ଜଣ ଚିହ୍ନଟ…

ରାହୁଲଙ୍କ ଶରୀରରେ ମାତା ଆସିଗଲେ

ଆଇପିଏଲ୍‌ ୨୦୨୦ରେ ଏବେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ୍‌ ରାହୁଲ ଟୟୋଟିଆଙ୍କ ଚର୍ଚ୍ଚା ଚାଲିଛି।ଶାରଜା କ୍ରିକେଟ ଷ୍ଟାଡିୟମରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରବିବାର ଏକ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରବଳ ରନ୍‌ ବର୍ଷିଥିଲା। ପଞ୍ଜାବ ପ୍ରଥମେ…

ବିହାର ନିର୍ବାଚନ: ଭାଜପା-ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି !

ପାଟନା, ୨୮।୯: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡ଼ିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୧୦୪ ଆସନରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିବାବେଳେ…

ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷଣା

ଖୋର୍ଦ୍ଧା ଅଫିସ,୨୮ା୯: ଖୋର୍ଦ୍ଧା ଜିଲା ତାପଙ୍ଗର ହାତିଆ ମୁଣ୍ଡିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ଜିଲା ପ୍ରଶାସନ। ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ଗହଳି ଲାଗୁଥିବା ବେଳେ ଏଠାରେ କିନ୍ତୁ ପାଦେ ପାଦେ ବିପଦ ରହିଛି। ସ୍ଥାନୀୟ ଅଞ୍ଚଳ…

ପିଲାଦିନେ ଘର ଛାଡି ପଳାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ତା’ପରେ

ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହର ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ ବଡ ଥିଲେ। ମାତ୍ର ୫ ବର୍ଷ ବୟସରୁ ନିଜ ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା…

ପୁଲଓ୍ବାମାରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୮।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ମିଳିତ ସୁରକ୍ଷାକର୍ମୀଙ୍କ ଏନ୍‌ କାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କ ଗୋଡ଼ରେ ଗୁଳି ମାଡ଼ ହୋଇଥିବା କୁହାଯାଉଛି। ଚିକିିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

୪ ଯୁବକ ଦେଖାଇଲେ ଏମିତି ଷ୍ଟଣ୍ଟ, ଆପଣ ବି ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୪ ଯୁବକ ଏକ ଦଉଡ଼ି ସାହାଯ୍ୟରେ ଆଖି ଲାଖିଯିବା ପରି ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଏହା ଦେଖି ଦେଖଣାହାରୀ ଚକିତ ହୋଇଯାଇଛନ୍ତି। ଏହି ୪ ଯୁବକ ଦଉଡ଼ି ସହିତ ଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri