Home

ବାରଙ୍ଗରୁ ନିଖୋଜ ନାବାଳକ: ୫ ଦିନ ପରେ ଭୁବନେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର, ୧୯।୨୦(ବ୍ୟୁରୋ): ଖୋର୍ଦ୍ଧା ଜିଲା ବାରଙ୍ଗ ଥାନା ଗୁଆକୁଳିମୁଣ୍ଡିଆସ୍ଥିତ ଏକ ଆପାର୍ଟମେଣ୍ଟ ନିକଟରୁ ଗତ ୧୫ ତାରିଖରୁ ନିଖୋଜ ହୋଇଯାଇଥିବା ନାବାଳକକୁ ଶନିବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇଛି। ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଜରିମୁଣ୍ଡା ସାହିରୁ ନାବାଳକଙ୍କୁ ଉଦ୍ଧାର କରିଛି ବାରଙ୍ଗ ପୋଲିସ।…

ବିଶ୍ୱର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ, ଚେହେରା ଦେଖିଲେ ଫସିବେ

ଆପଣ ବିଶ୍ୱରେ ଅନେକ ମଡେଲ ଦେଖିଥିବେ। ଯେଉଁମାନେ କି ସେମାନଙ୍କ କାର୍ଯ୍ୟଦକ୍ଷତା ଆଉ ସୁନ୍ଦର ଚେହେରା ପାଇଁ ବେଶ୍‌ ପରିଚିତ। ମାତ୍ର ଏହି କଥାକୁ ଭାଙ୍ଗିଛନ୍ତି ଜଣେ ଶିକ୍ଷକ। ଯିଏ କି ଦୁନିଆର ସବୁଠୁ ସୁନ୍ଦର ଗଣିତ ଶିକ୍ଷକ ଭାବରେ ଜଣାଶୁଣା।…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସମସ୍ତ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ସଲମାନ୍‌

ବଲିଉଡ୍‌ର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସଲମାନ୍‌ ଖାନ୍‌। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିସାରିଛନ୍ତି। ପ୍ରତି ବର୍ଷ ସଲମାନ ନିଜର ପ୍ରଶଂସକଙ୍କ ପାଇଁ ଗୋଟିଏ ନା…

ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ ଅପହୃତ ଶିକ୍ଷାର୍ଥୀମାନେ ପ୍ରକାଶ କରିଛନ୍ତିି। ସେମାନଙ୍କ ଦିନରେ ୨ ଥର ପିଟା ଯିବା…

ଟିକାକରଣ ପାଇଁ ଆବଶ୍ୟକ ୮୦ ହଜାର କୋଟି: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧୯।୧୨: ଭାରତରେ ଟିକାକରଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ବୋଲି ସରକାରଙ୍କ ଯୋଜନା କରାଯାଇଛି।…

ଆଡିଲେଡ୍‌ ଟେଷ୍ଟରେ ବିରାଟବାହିନୀର ଶୋଚନୀୟ ପରାଜୟ

ଆଡିଲେଡ୍‌,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟ ହାସଲ କରିଛି ଭାରତୀୟ ଦଳ। ଶନିବାର ମ୍ୟାଚ୍‌ର ତୃତୀୟ ଦିନରେ ମାତ୍ର ୯୦ ମିନିଟ୍‌ ମଧ୍ୟରେ ଖେଳାଳିମାନେ ଆଉଟ୍‌ ହୋଇ ଫେରିଥିଲେ। ମାତ୍ର ୩୬ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ…

ରାଜ୍ୟରେ ୩୫୬ କରୋନା ପଜିଟିଭ ଚିହ୍ନଟ: ଆଖିବୁଜିଲେ ୩

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୩୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଆଖି ବୁଜିଛନ୍ତି। ନୂଆ ପଜିଟିଭଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୮୬୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ…

ସକାଳ ୫ଟା ଯାଏ ଫ୍ୟାନ୍‌କୁ ଦେଖିଥିଲି, କ୍ୟାରିୟର ଶେଷ ହୋଇଯିବା ପରି ଲାଗିଥିଲା: ବିରାଟ

ନୂଆଦିଲ୍ଲୀ,୧୯।୧୨: ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜର ଦୃଢ଼ ମାନସିକତା ପାଇଁ ଜଣାଶୁଣା। କ୍ରିକେଟ୍‌ ପଡ଼ିଆରେ ବିରାଟଙ୍କୁ ଦେଖିଲେ ଯେକେହି ତାହା ଠଉରାଇପାରିବ। ହେଲେ ସମସ୍ତଙ୍କ ଭଳି ପିରାଟଙ୍କ ଜୀବନରେ ମଧ୍ୟ ଖରାପ ସମୟ ଆସିଛି। ୨୦୧୪ରେ ଇଂଲଣ୍ଡ ବିପକ୍ଷରେ…

କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ବ୍ରସଲସରେ ଆୟୋଜିତ ଇୟୁ ସମ୍ମିଳନୀରେ ଯୋଗଦେବା ପରେ କରୋନା…

ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାରେ ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ମହମ୍ମଦ ଶାମିଙ୍କ ଠାରୁ ଅଲଗା ହେବା ପରଠାରୁ ତାଙ୍କର ପୂର୍ବତନ ସ୍ତ୍ରୀ ହସିନ ଜହାଁ ଚର୍ଚ୍ଚାରେ ରହିଛନ୍ତି। ଏବେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ହୋଇଯାଇଛନ୍ତି। ନିଜର ଫଟୋ ଏବଂ ଭିଡିଓ ସେ ସବୁ ସମୟରେ ଶୋସିଆଲ…

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର…

ଅଶାନ୍ତ ରାଉରକେଲା: ରାତି ଅଧରେ ଫୁଟିଲା ଗୁଳି; ସୁନା ଦୋକାନୀଙ୍କୁ ହତ୍ୟା ପରେ ଲୁଟ୍‌

ରାଉରକେଲା ଅଫିସ,୧୯।୧୨: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ରାସ୍ତାଘାଟରେ ନିର୍ଭୟରେ ଓ ଅବାଧରେ ବୁଲିବା ସହ ଲୋକମାନଙ୍କୁ ଲୁଟୁଛନ୍ତି ଓ ଗୁଳି ଫୁଟାଇ ହତ୍ୟା କରୁଛନ୍ତି। ପୁଲିସ ମଧ୍ୟ ସେମାନଙ୍କର ଟେର୍‌ ବି ପାଉନାହିଁ। ଏଭଳି ଏକ ଘଟଣାକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?