ସମୁଦ୍ର ମଝିରେ ପହଁରିବା ପରିବର୍ତ୍ତେ ମଣିଷ ପରି ଗୋଡରେ ଚାଲୁଛି ମାଛ
ଏବେ ୨୦୨୦ ମସିହା ଚାଲିଛି। ଏହି ବର୍ଷ ଅନେକ ଅଦ୍ଭୁତ୍ ଜିନିଷମାନ ଦେଖିବାକୁ ମିଳୁଛୁ। ସେମିତି କିଛି ଏବେ ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ମାଛ ପହଁରୁଥିବାର ଦେଖିଥିଲୁ। ହେଲେ ୨୦୨୦ ମସିହାରେ ଚାଲୁଥିବା ମାଛ ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟ…
ସବୁଠୁ ଉଚ୍ଚ ସ୍ବରରେ ରାବିଥାଏ ଏହି ପକ୍ଷୀ
ଦୈନନ୍ଦିନ ଆଖପାଖରେ ଆମେ ପକ୍ଷୀମାନଙ୍କ ରାବ ବା ବୋବାଇବା ଶବ୍ଦ ଶୁଣିଥାଉ। କାଉ, କୋଇଲି, ହଳଦୀବସନ୍ତ, କୁମ୍ଭାଟୁଆ, ଘରଚଟିଆ ଆଦି ପକ୍ଷୀଙ୍କ ସ୍ବର ନିଶ୍ଚିତ ଆମ ସମସ୍ତଙ୍କ କାନରେ ପଡ଼ିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ପକ୍ଷୀ ଅଛି, ଯାହାର ସ୍ବର…
କିଛି ଟେନ୍ସନ୍ ଥିଲେ ଫ୍ଲାଇଟ୍ରେ ବୁଲନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ନାଗିନ୍ ଫେମ୍ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା ତାଙ୍କର ଆଦୌ ପସନ୍ଦ ନୁହେଁ। ତାଙ୍କ ସମୟ ସେ ନିକଟ ସମ୍ପର୍କୀୟଙ୍କ ସହ…
ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ ସ୍ତରରେ ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ। ନବମ ଓ ଦଶମ ଶ୍ରେଣୀରେ ପାଠ ପଢୁଥିବା…
ନିଜ ଆଇପିଏଲ୍ ଟିମ୍ ପାଇଁ କୋହଲିଙ୍କୁ ଅଧିନାୟକ ଭାବେ ବାଛିଲେ ସେହଓ୍ବାଗ, ପ୍ରଶଂସକଙ୍କୁ କଲେ ଚକିତ
ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରି ରେକର୍ଡ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଅନେକ ଜଣାଶୁଣା ତଥା ଉଦୀୟମାନ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ। ଏହାଛଡ଼ା ଅନେକ ଆନ୍ତର୍ଜାତୀୟ…
କରୋନା ବଢ଼ାଇଦେଲା ଆଉ ଏକ ମାରାତ୍ମକ ରୋଗ: ୨୩ ବର୍ଷର ରେକର୍ଡ ଭାଙ୍ଗିଲା
ଓ୍ବାଶିଂଟନ,୧୩ା୧୧: ସମଗ୍ର ବିଶ୍ୱରେ କରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏବେ ଏହି ରୋଗ ଆଉ ଏକ ରୋଗ ଆଶଙ୍କାକୁ ବଢ଼ାଇଦେଇଛି। ଯାହା ୨୩ ବର୍ଷର ରେକର୍ଡ ଭାଙ୍ଗିଛି। କରୋନା ମହାମାରୀ ପରେ ବର୍ତ୍ତମାନ ମିଳିମିଳା ହେବାର ଆଶଙ୍କା ବଢ଼ିଯାଇଛି। ବିଶ୍ୱ…
ନିଜେ ରୋଷେଇକରି ବୋହୂ ପାଇଁ ଶୁଟିଂ ସେଟ୍କୁ ଖାଦ୍ୟ ପଠାଇଲେ ଏହି ସୁପରଷ୍ଟାର
ଛୋଟ ପରଦାର ଚର୍ଚ୍ଚିତ ଶୋ’ ‘ଅନୁପମା’ରେ ବଲିଉଡ୍ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସା ଶର୍ମା ଅଭିନୟ କରୁଛନ୍ତି। ନିକଟରେ ଏହି ଶୋ’ର ଶୁଟିଂ ଚାଲିଥିବା ବେଳେ ବୋହୂ ମଦାଲସାଙ୍କ ପାଇଁ ଶ୍ୱଶୁର ମିଥୁନ ଏକ ସରପ୍ରାଇଜ୍ ପଠାଇଥିଲେ। ଯାହାକୁ ଦେଖିବା…
କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍
ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ୫ଥର ବିଜେତା ପାଲଟିଛି। ଚଳିତ ଥର ଆଇପିଏଲ୍ରେ ମଧ୍ୟ…
ଏହି ଖେଳାଳିଙ୍କୁ ୧୦ କୋଟି ଟଙ୍କାର ଚିୟରଲିଡର୍ କହିଲେ ସେହ୍ବାଗ
ଆଇପିଏଲ୍ ୨୦୨୦ ଶେଷ ହେବା ପରେ ଅନେକ କ୍ରିକେଟ ବିଶେଷଜ୍ଞ ଏହି ସିଜିନର ହିରୋ ଏବଂ ଶୂନ ଖେଳାଳିଙ୍କ ଉପରେ ନିଜର ମତ ରଖିଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ମଧ୍ୟ ଏକ ଭିଡିଓ ମାଧ୍ୟମରେ ଆଇପିଏଲ ୨୦୨୦ ଫ୍ଲପ…
ଭାଇଙ୍କ ବିବାହରେ ଲେହେଙ୍ଗା ପିନ୍ଧି ଚର୍ଚ୍ଚାରେ କଙ୍ଗନା, ତିଆରି ପାଇଁ ଲାଗିଥିଲା ୧୪ ମାସ
ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍ଙ୍କ ଭାଇ ଅକ୍ଷତ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଭାଇଙ୍କ ବିବାହ ଉତ୍ସବରେ କଙ୍ଗନା ଖୁବ୍ ମଜାମସ୍ତି କରିଥିବା ଦେଖିବାକୁ ମିଳିଛି। ଯାହା ସେ ଇନ୍ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋ ଏବଂ ଭିଡିଓରୁ ଜଣାପଡୁଛି। ଏହି…
ରୋହିତଙ୍କ ୨୬୪ ରନ୍ ପାଳିରେ ଖୁସି ନ ଥିଲେ ଏହି ବ୍ୟକ୍ତି
ଭାରତୀୟ କ୍ରିକେଟ ଦଳର ଏକଦିବସୀୟ ଏବଂ ଟି-୨୦ ଦଳର ଉପଅଧିନାୟକ ରୋହିତ ଶର୍ମା ଆଜିର ଦିନରେ ଏକଦିବସୀୟ ମ୍ୟାଚ୍ରେ ୨୬୪ରନ୍ର ପାଳି ଖେଳି ଇତିହାସ ରଚିଥିଲେ। ଏହି ମ୍ୟାଚ୍ ପରେ ତାଙ୍କୁ ସୀମିତ ଓଭର କ୍ରିକେଟର ସବୁଠାରୁ ବିପଜ୍ଜନକ ବ୍ୟାଟ୍ସମ୍ୟାନ ଭାବରେ…
ଦ୍ୱିତୀୟ ଥର ନିର୍ବନ୍ଧ କଲେ ଏହି କ୍ରିକେଟର: ପ୍ରଥମ ସ୍ତ୍ରୀଙ୍କଠାରୁ ଅଛନ୍ତି ୫ ସନ୍ତାନ
ଆଫଗାନିସ୍ତାନ କ୍ରିକେଟ ଦଳର ତିନୋଟି ଫର୍ମାଟର ଅଧିନାୟକ ଅସଗର ଆଫଗାନ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। କାବୁଲର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଅଫଗାନ ନିକଟରେ ନିର୍ବନ୍ଧ କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ବିବାହ ହେବ। ତେବେ ପ୍ରଥମ…
Archives


