କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମୁଖ୍ୟ ଡ. ମାଇକେଲ ରୟାନ ସୂଚନା ଦେଇଛନ୍ତି। ବିଶେଷଜ୍ଞ ଦଳ ଚାଇନାର ଉହାନ୍‌ରେ କରୋନା ମହାମାରୀର ସୃଷ୍ଟି ହୋଇଥିବା ସନ୍ଦିଗ୍ଧସ୍ଥଳ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳ ଏନେଇ ଚାଇନା ଅଧିକାରୀଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। କରୋନା ପ୍ରତିଷେଧକ ଟିକା ନେଇ ରୟାନ କହିଛନ୍ତି ଯେ, ଏଥି ପାଇଁ ସଭିଏଁ ଖୁସି। ତେବେ ଆସନ୍ତା ୩-୪ ମାସ ସମଗ୍ର ମାନବ ସମାଜ ଲାଗି ସଙ୍କଟ ଜନକ ହେବାର ଆଶଙ୍କା ରହିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନାବାଳିକାଙ୍କ ଧର୍ମାନ୍ତରୀକରଣ ନେଇ ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେନେଭା,୧୭।୧ : ପାକିସ୍ତାନର ମୌଳିବାଦୀ ଚେହେରା ପୁଣି ଥରେ ବିଶ୍ୱ ସାମ୍ନାରେ ପ୍ରକାଶ ପାଇଛି। ଜାତିସଂଘର ବିଶେଷଜ୍ଞମାନେ ପାକିସ୍ତାନରେ ଧାର୍ମିକ ଅଳ୍ପସଂଖ୍ୟଙ୍କ ନାବାଳିକାଙ୍କ ଅପହରଣ, ବାଧ୍ୟତାମୂଳକ...

ପ୍ରେମିକାଙ୍କୁ ହତ୍ୟା କରି ୭ ମାସ ଧରି ଏକ ଘରେ ମୃତଦେହ ଲୁଚାଇ ରଖିଥିଲେ ପ୍ରେମିକ, ଏମିତି ପଡ଼ିଲା ଜଣା…

ଓ୍ବାଶିଂଟନ,୭ା୮: ଆମେରିକାରେ ରହୁଥିବା ଜଣେ ଯୁବକ ନିଜର ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ୭ ମାସ ଧରି ଏକ ବନ୍ଦ କୋଠରିରେ ଲୁଚାଇ ରଖିଥିଲେ। ପ୍ରେମିକାଙ୍କ...

କରୋନା ସଂକ୍ରମଣ: ବ୍ରିଟେନରେ ଭାରତୀୟ ଡାକ୍ତରଙ୍କ ମୃତ୍ୟୁ

ଲଣ୍ଡନ,୭।୪: ବ୍ରିଟେନରେ କାର୍ଯ୍ୟରତ ଜଣେ ଭାରତୀୟ ଡାକ୍ତର ଜିତେନ୍ଦ୍ର କୁମାର ରାଥୋଡଙ୍କର କରୋନା ସଂକ୍ରମଣରେ ସୋମବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡାକ୍ତର ରାଥୋଡ ୧୯୭୭ରେ...

ବାଇକ ରାଲିରେ ଗୁଳିକାଣ୍ଡ: ୩ ମୃତ, ୫ ଆହତ…

ମେକ୍ସିକୋ ସିଟି,୨୮।୫ : ଆମେରିକାରେ ଗୁଳିକାଣ୍ଡ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ନ୍ୟୁ ମେକ୍ସିକୋର ରେଡ ନଦୀ ଅଞ୍ଚଳରେ ଏକ ମୋଟରସାଇକେଲ ରାଲିରେ ଗୁଳକାଣ୍ଡ...

ଗୋଟିଏ ପୋଷ୍ଟରରେ ନଜର ଆସିଲେ ଇମ୍ରାନ-ସିଦ୍ଧୁ

ଜିରକପୁର,୧୧।୧୧: କଂଗ୍ରେସର କେତେଜଣ ସମର୍ଥକ ଶ୍ରୀ ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବ ଅବସରରେ ଜିରକପୁରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ କଂଗ୍ରେସ...

ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିକ ମାଗିବା ଲଜ୍ଜାଜନକ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ୍‌,୧୫।୧: ପରମାଣୁ ଶକ୍ତିସମ୍ପନ୍ନ ଦେଶ ଦୁର୍ବଳ ଅର୍ଥନୀତି ପାଇଁ ଅନ୍ୟ ଦେଶକୁ ଭିକ ମାଗିବା ଲଜ୍ଜାଜନକ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି। ସେ...

ପାକିସ୍ତାନର ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ଇମ୍ରାନ

ଇସଲାମାବାଦ,୨ ।୭: ପାକିସ୍ତାନର ଲାହୋରରେ ବରିଷ୍ଠ ଖବରଦାତା ଅୟାଜ ଆମିରଙ୍କ ଉପରେ କେତେଜଣ ଦୁର୍ବୁତ୍ତ ଆକ୍ରମଣ କରିଛନ୍ତି । ଏମାନେ ଖବରଦାତା ଅୟାଜଙ୍କୁ ମାରପିଟ କରିବା...

ସାମରିକ ହସ୍ତକ୍ଷେପର ପରିଣତି ଭୟାବହ ହେବ

ଓ୍ବାଶିଂଟନ, ୫।୧: ନିର୍ବାଚନରେ ଜାଲିଆତି ଦାବିକୁ ସାବ୍ୟସ୍ତ କରିବାକୁ ଯାଇ ସାମରିକ ପଦକ୍ଷେପର ପରିଣାମ ଭୟାବହ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ପେଣ୍ଟାଗନ୍‌ର...

Advertisement
Archives

Model This Week