ଟିକାକରଣ ପାଇଁ ଆବଶ୍ୟକ ୮୦ ହଜାର କୋଟି: ସିରମ୍‌ ଇନଷ୍ଟିଚ୍ୟୁଟ୍‌

ନୂଆଦିଲ୍ଲୀ,୧୯।୧୨: ଭାରତରେ ଟିକାକରଣ ପାଇଁ ଆସନ୍ତା ବର୍ଷ ସୁଦ୍ଧା ୮୦ ହଜାର କୋଟି ଟଙ୍କା ଆବଶ୍ୟକ। ଏନେଇ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକାକରଣ କରାଯିବ ବୋଲି ସରକାରଙ୍କ ଯୋଜନା କରାଯାଇଛି। ସେଥିମଧ୍ୟରେ ୨ କୋଟି ଫ୍ରଣ୍ଟ୍‌ ଲାଇନ୍‌ ଓ୍ବାର୍କର, ୨୭ କୋଟି ବୟସ୍କ ବ୍ୟକ୍ତି ରହିଛନ୍ତି ବୋଲି ସିରମ୍‌ ଇନଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସତୀଶ ଡି. ରାଭେଟକର ସୂଚନା ଦେଇଛନ୍ତିି। ଟିକା ବିଭିନ୍ନ ଅଞ୍ଚଳକୁ ପଠାଯିବା ପାଇଁ ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮୮୭ ମହାମାରୀ ଭୂତାଣୁ ତାଲିକା ପ୍ରସ୍ତୁତ, ୩୦ ମଧ୍ୟରେ ରହିଛି ତାଣ୍ଡବ ରଚିବା ଶକ୍ତି…

କାଲିଫର୍ନିଆ,୨୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଆମେରିକାର କାଲିର୍ଫନିଆ ବିଶ୍ୱବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନା ମୈଜେଟ୍‌ ୮୮୭...

ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି ଭାରତ: ମୋଦି

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ପ୍ରକୋପ ଜାରି ରହିଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସାଢ଼େ ୯କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ୧୯,୦୦୦ କୋଟି...

ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା...

ଗୁରୁବାରଠୁ ଆରମ୍ଭ ଅମରନାଥ ଯାତ୍ରା, ଜମ୍ମୁରେ ପହଞ୍ଚୁଛନ୍ତି ଯାତ୍ରୀ

ଶ୍ରୀନଗର,୨୯।୬: ଦୁଇ ବର୍ଷର ବ୍ୟବଧାନ ପରେ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀନଗରେ...

କରୋନା ଭାଇରସ ଯୋଗୁ ସ୍ବାମୀଙ୍କ ମୃତ୍ୟୁ ହେବାରୁ ପୁଅ, ଝିଅଙ୍କ ସହ ଆତ୍ମହତ୍ୟା କଲେ ପତ୍ନୀ

ନୂଆଦିଲ୍ଲୀ,୨୦।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରି ସାରିଲାଣି। ସେହିପରି...

ନୂଆ ପ୍ରିଭେସି ନୀତି ପ୍ରତ୍ୟାହାର ଲାଗି ହ୍ବାଟ୍ସଆପ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୦।୫: ମେସେଜିଂ ସେବା ପ୍ରଦାନକାରୀ କମ୍ପାନୀ ହ୍ବାଟ୍ସଆପ୍‌ର ନୂଆ ପ୍ରିଭେସି ନୀତି ଦେଶ ମଧ୍ୟରେ ବିବାଦୀୟ ହୋଇପଡ଼ିଛି। ନୂଆ ଅପ୍‌ଡେଟ୍‌ରେ ୟୁଜରଙ୍କ ଲାଗି ରହିଥିବା ବିଭିନ୍ନ...

ଲୋକ ସଭାରେ ଲତାଙ୍କୁ ଶ୍ରଦ୍ଧାଞ୍ଜଳି, ଓମ ବିରଲା କହିଲେ ଅପୂରଣୀୟ କ୍ଷତି

ନୂଆଦିଲ୍ଲୀ,୭ ।୨: ସଂସଦର ବଜେଟ ଅଧିବେଶନ ସମୟରେ ସୋମବାର ଲୋକ ସଭାରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ସଂସଦ ପକ୍ଷରୁ ଲୋକ...

ତ୍ରିପୁରାରେ ମୋବାଇଲ୍‌ ଜରିଆରେ ହେବ ଅନ୍‌ଲାଇନ ପାଠପଢ଼ା

ଅଗରତାଲା,୨୨।୬: କରୋନା ଲକ୍‌ଡାଉନ ଯୋଗୁ ଦେଶବ୍ୟାପି ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ କେତେକ ରାଜ୍ୟ ଅନ୍‌ଲାଇନରେ ଶିକ୍ଷା...

Advertisement
Archives

Model This Week