ଶୋପିଆନ୍ ଫେକ୍ ଏନ୍କାଉଣ୍ଟର: ଶ୍ରମିକଙ୍କ ମୃତଦେହ ପାଖରେ ବନ୍ଧୁକ ରଖିଥିଲେ ସେନା କ୍ୟାପଟେନ୍
ଶ୍ରୀନଗର,୨୮।୧୨: ଜମ୍ମୁ-କଶ୍ମୀରର ଶୋପିଆନ୍ରେ ହୋଇଥିବା ଫେକ୍ ଏନ୍କାଉଣ୍ଟର ପର୍ଦ୍ଦାଫାଶ୍ ହୋଇଛି। କଶ୍ମୀର ଜୋନ୍ ପୋଲିସ ଅନୁସାରେ ୩ ଜଣ ଶ୍ରମିକଙ୍କୁ ହତ୍ୟା କରାଯିବା ପରେ ସେମାନଙ୍କୁ ଆତଙ୍କବାଦୀ ପ୍ରମାଣିତ କରିବା ଲାଗି ଅଭିଯୁକ୍ତ ସେନା କ୍ୟାପଟେନ୍ ମୃତଦେହ ପାଖରେ ବନ୍ଧୁକ ସମେତ…
ଦେଶର ହିତ ପାଇଁ କଂଗ୍ରେସ ସଂକଳ୍ପବଦ୍ଧ: ରାହୁଲ
ନୂଆଦିଲ୍ଲୀ,୨୮।୧୨: ଦେଶର ହିତ ପାଇଁ କଂଗ୍ରେସ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ଏନେଇ ଦଳ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ସଜାଗ ରହିଛି ବୋଲି କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସୋମବାର ରାହୁଲ ଗାନ୍ଧୀ କହିଛନ୍ତି। ଟୁଇଟ୍ କରି ରାହୁଲ କହିଛନ୍ତି ଯେ,…
ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଅଜିଙ୍କେ ରାହାନେ
ମେଲବୋର୍ନ, ୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ତୃତୀୟ ଦିନରେ ଅଧିନାୟକ ଅଜିଙ୍କେ ରାହାଣେ ୧୧୨ ରନ୍ରେ ଆଉଟ୍ ହୋଇଥିଲେ। ସାଥୀ ରବିନ୍ଦ୍ର ଜାଡେଜାଙ୍କ ଭୁଲ ଦ୍ୱାରା ରାହାନେ ଆଉଟ…
ଆଜିଠାରୁ ଭାରତରେ କରୋନା ଟିକା ମକ୍ ଡ୍ରିଲ , ଜାଣନ୍ତୁ ପ୍ରଥମେ କେଉଁ ରାଜ୍ୟରେ ହେବ ଆରମ୍ଭ
ନୂଆଦିଲ୍ଲୀ,୨୮ା୧୨: ବ୍ରିଟେନ ଓ ଆମେରିକା ସମେତ ଅନ୍ୟ ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇସାରିଲାଣି। ଭାରତକୁ କରୋନା ଟିକା ଆସିବା ନେଇ ସମସ୍ତେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଭ୍ୟାକ୍ସିନ ଆସିବା ପୂର୍ବରୁ ଭାରତ ବିଶ୍ୱର ସବୁଠୁ ବଡ଼…
ବକ୍ସିଂ ଡେ’ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ
ମେଲବୋର୍ନ,୨୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ’ ଟେଷ୍ଟର ଭାରତ ମଜଭୁତ ସ୍ଥିତିରେ ପହଞ୍ଚିଛି। ପ୍ରଥମ ଇନିଂସରେ ଭାରତ ୩୨୬ ରନ କରି ଅଲଆଉଟ ହୋଇଯାଇଛି। ଏହା ସହିତ ଦଳ ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ଠାରୁ ୧୩୧ ରନ୍ରେ…
୪ ରାଜ୍ୟରେ କରୋନା ଟିକାଦାନ ଅଭ୍ୟାସ ପ୍ରକିୟା
ନୂଆଦିଲ୍ଲୀ,୨୮।୧୨: ଦେଶରେ ସାର୍ବଜନୀକ ଭାବେ କରୋନା ଟିକା ଦେବା ଲାଗି ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ମର୍ମରେ ସୋମବାର ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଆସାମ ଏବଂ ଗୁଜରାଟରେ ଅଭ୍ୟାସ ପ୍ରକିୟା (ମକ୍ ଡ୍ରିଲ୍) ଆରମ୍ଭ କରାଯିବ। ଏହାପରେ ଦେଶରେ ଟିକାଦାନ…
ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ
ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ ସେମାନଙ୍କ ସମ୍ପର୍କ ପାଇଁ ରାଜିଥିଲେ ବି ପରିବାରର ବିରୋଧ ଯୋଗୁ ମାମଲା ଆଶଙ୍କାରେ ଘର…
‘ଅନ୍ତର୍ଧ୍ୱନି’କୁ ୨ ପୁରସ୍କାର
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ବାଂଲାଦେଶର ଢାକାଠାରେ ଆୟୋଜିତ ସିନେ ମେକିଙ୍ଗ୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଅନ୍ତର୍ଧ୍ୱନି’କୁ ୨ଟି ପୁରସ୍କାର ମିଳିଛି। ଚଳଚ୍ଚିତ୍ରର ନାୟିକା ସ୍ବପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ ଅଭିନେତ୍ରୀ ଭାବେ ସମ୍ମାନିତ ହୋଇଥିବାବେଳେ ନିର୍ଦ୍ଦେଶକ ଏ.କେ. ବୀରଙ୍କୁ ମିଳିଛି ଶ୍ରେଷ୍ଠ ଏସୀୟ ନିର୍ଦ୍ଦେଶକ…
୧୧ ଦେଶକୁ ବ୍ୟାପିଲାଣି ନୂଆ ଷ୍ଟ୍ରେନ୍
ଲଣ୍ଡନ, ୨୮।୧୨ : ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହା କାୟା ମେଲାଇ ଚାଲିଛି। ବିମାନ ଚଳାଚଳ ଓ ଯାତାୟାତ ବନ୍ଦ ସତ୍ତ୍ୱେ…
ପାଲାନିସ୍ବାମୀ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଚେନ୍ନାଇ, ୨୮।୧୨(ପି.ଟି.): କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଗୋଟିଏ ପରେ ଗୋଟିଏ ଦଳ ଏନ୍ଡିଏ ଛାଡ଼ୁଥିବାବେଳେ ତାମିଲନାଡ଼ୁର ଶାସକ ଦଳ ଏଆଇଏଡିଏମ୍କେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସହଯୋଗୀ ଦଳ ଭାଜପା ଆଗରେ ସର୍ତ୍ତ ରଖିଛି। ଆସନ୍ତାବର୍ଷ ହେବାକୁ ଥିବା…
ରିମାଣ୍ଡ ନୋହିଲା, ଆଜି ଆସିବେ ସର୍ବେଶ୍ୱର
ଭୁବନେଶ୍ୱର,୨୮ା୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ରବିବାରଠାରୁ ୨ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ କୋର୍ଟ। ହେଲେ କାଗଜପତ୍ରଜନିତ କିଛି ସମସ୍ୟା ଯୋଗୁ କ୍ରାଇମବ୍ରାଞ୍ଚ ତାଙ୍କୁ ରିମାଣ୍ଡରେ ଆଣିପାରିନି। ସୋମବାରଠାରୁ ସେ ୨ ଦିନିଆ ରିମାଣ୍ଡରେ…
ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ
ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍ଏସ୍): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ସାରଦା ଗ୍ରୁପ୍ ଅଫ୍ କମ୍ପାନିଜ୍ର ଅଂଶବିଶେଷ ଥାଇ…

