୧୧ ଦେଶକୁ ବ୍ୟାପିଲାଣି ନୂଆ ଷ୍ଟ୍ରେନ୍‌

ଲଣ୍ଡନ, ୨୮।୧୨ : ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ ସତ୍ତ୍ୱେ ଏହା କାୟା ମେଲାଇ ଚାଲିଛି। ବିମାନ ଚଳାଚଳ ଓ ଯାତାୟାତ ବନ୍ଦ ସତ୍ତ୍ୱେ କୋଭିଡ୍‌ର ନୂଆ ଷ୍ଟ୍ରେନ୍‌ ଏବେ ଫ୍ରାନ୍ସ, ଡେନ୍‌ମାର୍କ, ସ୍ପେନ୍‌, ସ୍ବିଡେନ, ନେଦରଲାଣ୍ଡ୍ସ, ଜର୍ମାନୀ ଓ ଇଟାଲୀରେ ଚିହ୍ନଟ ହୋଇଛି। ସେହିପରି କାନାଡା, ଜାପାନ, ଅଷ୍ଟ୍ରେଲିଆ ଓ ଲେବାନନରେ ମଧ୍ୟ ଭୂତାଣୁର ନୂଆ ରୂପ ଦେଖିବାକୁ ମିଳିଛି। ଟିକାକରଣ ଯୋଗୁ ମହାମାରୀରୁ ମୁକ୍ତି ପାଇବା ଲାଗି ଲୋକଙ୍କ ମନରେ ଆଶା ସଞ୍ଚାର ହୋଇଥିବାବେଳେ ନୂଆ ଷ୍ଟ୍ରେନ୍‌ ପୁଣି ସେମାନଙ୍କ ଚିନ୍ତା ବଢ଼ାଇଦେଇଛି। ତେବେ ବ୍ରିଟେନରେ ଦେଖାଦେଇଥିବା ଭାରିଆଣ୍ଟ ଅଧିକ ମାରାତ୍ମକ କିମ୍ବା ଟିକା ପ୍ରତିରୋଧି ନୁହେଁ ବୋଲି ବୈଜ୍ଞାନିକମାନେ କହିଛନ୍ତି।
କାନାଡାରେ ଟ୍ରାଭେଲ୍‌ ହିଷ୍ଟ୍ରି ନ ଥାଇ ଏକ ଦମ୍ପତିଙ୍କଠାରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚତ୍ଥିବା ଆଶଙ୍କା କରାଯାଉଛି। ଜାପାନରେ ୫ ଜଣଙ୍କଠାରେ ଭୂତାଣୁର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ବିଦେଶୀଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ୟୁରୋପ ସମେତ ଅନ୍ୟ ମହାଦେଶର ଦେଶଗୁଡ଼ିକ ଗତ ସପ୍ତାହଠାରୁ ବ୍ରିଟେନ୍‌କୁ ବିମାନ ଚଳାଚଳ ବନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ...

ରାଜଧାନୀର ୫ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ...

ସ୍ମେଲ୍‌ ଟେଷ୍ଟ୍‌ରୁ ଜଣାପଡୁଛି କରୋନା ସଂକ୍ରମଣ ସୂଚନା

ସିଓଲ,୭।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ସଂକ୍ରମିତଙ୍କ ଚିହ୍ନଟ କରିବା ଲାଗି ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଥିବାବେଳେ ଦକ୍ଷିଣ କୋରିଆରେ ସ୍ମେଲ୍‌...

ସ୍ଥିତି ସ୍ବାଭାବିକ ନ ହେଲେ ଭାରତ ଫେରିବେନି ସୋନୁ

ନୂଆଦିଲ୍ଲୀ,୨୧।୩: ଭାରତରେ ଲଗାତାର ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ବଲିଉଡ୍‌ ଗାୟକ ସୋନୁ ନିଗମ ଏକ ନିଷ୍ପତ୍ତି ନେଇଛନ୍ତି।...

କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩...

ଖ୍ରୀଷ୍ଟଚର୍ଚ୍ଚର ପ୍ରତିଶୋଧ ଶ୍ରୀଲଙ୍କାରେ: ମୃତ୍ୟୁସଂଖ୍ୟା ୩୨୧ରେ ପହଞ୍ଚିଲା

କଲମ୍ବୋ,୨୪ା୪: ଗତ ମାର୍ଚ୍ଚ ମାସରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚସ୍ଥିତ ଦୁଇ ମସ୍‌ଜିଦରେ ହୋଇଥିବା ଆଖିବୁଜା ଗୁଳିମାଡର ପ୍ରତିଶୋଧ ହେଉଛି ଭୟଙ୍କର ଇଷ୍ଟର ସଣ୍ଡେ ବିସ୍ଫୋରଣ। ଶ୍ରୀଲଙ୍କାର ପ୍ରତିରକ୍ଷା...

ଆଜି ରାଜ୍ୟରୁ ୨୩୪ କରୋନା ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏବେ ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୨୩୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା...

ଜୋ ବାଇଡେନ୍‌ଙ୍କୁ କରୋନା, ଆଶୁ ଆରୋଗ୍ୟ କାମନା କଲେ ମୋଦି

ୱାଶିଂଟନ,୨୨।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ନେଇଥିଲେ ମଧ୍ୟ ସେ ସଂକ୍ରମିତ ଥିବା ଜଣାପଡ଼ିଛି। ଏନେଇ...

Advertisement
Archives

Model This Week