Home

ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିଜର ଆଙ୍ଗୁଳି କାଟିଲେ ପ୍ରଶଂସକ

ଜେହାନାବାଦ,୨୪।୧୧: ନିକଟରେ ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନିଜର ଖୁସି ଜାହିର କରୁଛନ୍ତି। କିଏ ପୂଜାର୍ଚ୍ଚନା କରୁଛି ତ ଆଉ କିଏ ମିଠା ବଣ୍ଟନ କରି…

ସଲମାନ୍‌ଙ୍କ ପାଇଁ ସ୍କୁଲରେ ଦଣ୍ଡ ଭୋଗିଥିଲେ ବାପା ସଲିମ: ଜାଣନ୍ତୁ କାହିଁକି….

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ବାପା ତଥା ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସ୍କ୍ରିପ୍ଟ ରାଇଟର ସଲିମ ଖାନ୍‌ ଇତିମଧ୍ୟରେ ୮୫ ବର୍ଷର ହୋଇଯାଇଛନ୍ତି। ୨୪ ନଭେମ୍ବର, ୧୯୩୫ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିବା ସଲିମଙ୍କର ଆଜି ହେଉଛି ଜନ୍ମଦିନ। ୧୯୬୪ ମସିହାରେ…

ଡାକ କର୍ମଚାରୀଙ୍କୁ ଗୁରୁ ଦାୟିତ୍ୱ: ପହଞ୍ଚାଇବେ କରୋନା ଟିକା,ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ

ନୂଆଦିଲ୍ଲୀ,୨୪।୧୧: ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ନେଟ୍‌ଓ୍ବାର୍କ ମ୍ୟାପିଂ ଆରମ୍ଭ ହୋଇଛି। ଡାକ କର୍ମଚାରୀଙ୍କୁ ଏଥିପାଇଁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ଡାକ ବିଭାଗ କାର୍ଯ୍ୟରେ ଲାଗିଯିବ ବୋଲି କୁହାଯାଉଛି। ଏନେଇ…

ଚନ୍ଦ୍ର ମୁହାଁ ଚାଙ୍ଗ୍‌ ଇ-୫

ବେଜିଂ,୨୪।୧୧: ଚାଇନାର ମହାକାଶ ଯାନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ହେନାନ୍‌ ପ୍ରଦେଶର ଓ୍ବେନ୍‌ଚାଙ୍ଗ୍‌ ମହାକାଶ କେନ୍ଦ୍ରରୁ ଚାଙ୍ଗ୍‌ ଇ-୫ ଯାନ ମାର୍ଚ୍ଚ-୫ ରକେଟ ଦ୍ୱାରା ମଙ୍ଗଳବାର ଭୋର୍‌ ୪ଟା ୩୦ରେ ଉତ୍‌କ୍ଷେପଣ କରାଯାଇଛି। ଏହା ଚନ୍ଦ୍ରରୁ ମାଟି ସମେତ…

ପରଲୋକରେ ଟେଲି ଅଭିନେତା

ମୁମ୍ବାଇ,୨୪।୧୧: ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ହେଉ ବା ସିରିୟଲ୍‌ ଜଗତ ପାଇଁ ଏକ କଳାବର୍ଷ ପାଲଟିଛି। ୨୦୨୦ କେତେକ ବିଶିଷ୍ଟ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଂଶକଙ୍କଠାରୁ ଛଡ଼ାଇନେଇଛି। ଇତିମଧ୍ୟରେ ଜଣାଶୁଣା ଟେଲି ଅଭିନେତା ତଥା ‘ସସୁରାଲ ସିମର କା’ ଫେମ୍‌…

ଦାରିଙ୍ଗବାଡ଼ିରେ ବଢ଼ିଲା ଶୀତ, ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ଶୀତ ଅନୁଭୁତ ହୋଇଛି। ମଙ୍ଗଳବାର ସକାଳ ୮ଟାରେ ସର୍ବନିମ୍ନ ତାପମାତ୍ରା ୯ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ହେଲା ପାଗ ମେଘୁଆ ରହିବା…

କମୁନି କରୋନା ମୃତ୍ୟୁ ହାର : ପୁଣି ରାଜ୍ୟରେ ୧୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୪ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୭୧ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ କରୋନା…

କର୍କଟରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ତାମିଲ ସିନେମାର ପ୍ରସିଦ୍ଧ ଅଭିନେତା ଥଭାସିଙ୍କର ସୋମବାର ରାତିରେ ମୃତ୍ୟୁ ଘଟିଛି। ଗତ କିଛି ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। ସେ ଚିକିତ୍ସିତ ହେଉଥିବା ତାମିଲନାଡୁର…

କମୁଛି ସଂଖ୍ୟା: ରାଜ୍ୟରେ ୬୪୨ନୂଆ ପଜିଟିଭ୍‌ ଚିହ୍ନଟ, ଆଗରେ କେନ୍ଦୁଝର

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୪୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୭୪…

ମାନିଲା ଗ୍ଲୋବାଲ ଟାଇମ୍ସ୍‌: ଭୁଟାନରେ ଗାଁ ସ୍ଥାପନ କରିଛି ଚାଇନା

ବେଜିଂ,୨୪।୧୧: ଚାଇନାର ସରକାରୀ ଖବର କାଗଜ ଗ୍ଲୋବାଲ୍‌ ଟାଇମ୍ସ୍‌ରେ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶିତ ହୋଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଭୁଟାନରେ ଚାଇନା ଏକ ଗାଁ ସ୍ଥାପନ କରିଛି। ବିବାଦୀୟ ଜମିରେ ଚାଇନାର ପାଙ୍ଗଡ଼ା ଗାଁ ରହିଛି। ଗାଁର ଫଟୋ ମଧ୍ୟ…

କରୋନା ସ୍ଥିତି ସମୀକ୍ଷା କଲେ ମୋଦି-ଶାହା

ନୂଆଦିଲ୍ଲୀ,୨୪।୧୧: କରୋନା ମହାମାରୀ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂରେ ଏକ ବୈଠକରେ ଯୋଗଦେଇ ସ୍ଥିତି ସମୀକ୍ଷା କରିଛନ୍ତି। କେରଳ, ପଶ୍ଚିମବଙ୍ଗ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ଆଦି…

ମାଡ଼ି ଆସୁଛି ବିପଦ: ହିମ ପାହାଡ଼ ତରଳିଲେ ଅଜଣା ଅଣୁଜୀବ ମାନବ ସଭ୍ୟତା ପାଇଁ ସୃଷ୍ଟି କରିବ ସଙ୍କଟ

ଓ୍ବାଶିଂଟନ,୨୪।୧୧: ପୃଥିବୀରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବାବେଳେ ଏବେ ବୈଜ୍ଞାନିକମାନେ ଅନ୍ୟ ଏକ ବିପଦ ମାଡ଼ି ଆସୁଥିବା ସମ୍ପର୍କରେ ଚେତାବନୀ ଦେଇଛନ୍ତି। ଉତ୍ତରମେରୁରେ ହିମ ପାହାଡ଼ ତରଳିଲେ ମାନବ ସଭ୍ୟତା ପ୍ରତି ବିପଦ ମାଡ଼ି ଆସିବ ବୋଲି ବୈଜ୍ଞାନିକ କହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri