Home

ସାବାଳକ ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପସନ୍ଦ କରିପାରିବେ ଜୀବନ ସାଥୀ: ଆହ୍ଲାବାଦ୍‌ ହାଇକୋର୍ଟ

ପ୍ରୟାଗରାଜ,୨୪।୧୧: ସାବାଳକ ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନିଜ ଜୀବନ ସାଥୀ ପସନ୍ଦ କରିପାରିବେ। ଏନେଇ ଆହ୍ଲାବାଦ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦୁଇ ଭିନ୍ନ ଭିନ୍ନ ଧର୍ମର ସାବାଳକ ବିବାହ ପାଇଁ ମଧ୍ୟ ଧର୍ମ ପରିବର୍ତ୍ତନ…

ସେଦିନର ଗୌରବ ଆଜି ବିସ୍ମୃତିର ଗର୍ଭରେ

ଭାଙ୍ଗିଛି ମଠ ଶ୍ରୀକ୍ଷେତ୍ରର ଐତିହ୍ୟ ହଜାର ହଜାର ବର୍ଷ ପରମ୍ପରାରୁ ଗଢିଉଠିଛି। ମହାପ୍ରଭୁଙ୍କ ଉପାସନାର ମୂଲ୍ୟବୋଧକୁ ସର୍ବଭାରତୀୟସ୍ତରରେ ପହଞ୍ଚାଇବାରେ ମଠଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମଠ ସମ୍ପ୍ରଦାୟର ସାଧୁ ଓ ଶିଷ୍ୟମାନେ ଭାରତର ଯେଉଁ ଅଞ୍ଚଳର ହୁଅନ୍ତୁ ନା କାହିଁକି ଶ୍ରୀଜଗନ୍ନାଥଙ୍କ…

ନିରାମୟ ଜୀବନ ପାଇଁ…

ବ୍ୟକ୍ତିଗତ ପ୍ରଗତି ତଥା ନିଜ ପରିବାର ଏବଂ ସମାଜର ସମୃଦ୍ଧି ପାଇଁ ଉତ୍ତମ ସ୍ବାସ୍ଥ୍ୟର ବିକଳ୍ପ ନାହିଁ। ଆମର ପାରମ୍ପରିକ ଧାରଣା ଯେ, ‘ରୋଗ ନ ଭୋଗିବା ହିଁ ସ୍ବାସ୍ଥ୍ୟ’ ଏବଂ ରୋଗ ନ ଥିଲେ ଆମେ ସୁସ୍ଥ। ଏହି ଚିରାଚରିତ…

ପ୍ରଶଂସାରେ ଏଠି ସୃଜନ ସମୀକ୍ଷା

ଡ଼ିଶାରେ ସାହିତ୍ୟ, କଳା, ସଙ୍ଗୀତ, ନୃତ୍ୟ, ନାଟକ, ଥିଏଟର, ସିନେମା ଆଦି କ୍ଷେତ୍ରରେ ସମୀକ୍ଷାର ଅଭାବ ନାହିଁ। କେଉଁ ମାଧ୍ୟମରେ କିଭଳି ସମୀକ୍ଷା କରାଗଲେ ସୃଜନ କାର୍ଯ୍ୟ ନିର୍ଦ୍ଦିଷ୍ଟ ତାରକା (ଷ୍ଟାର୍‌) ପାଇପାରୁଛି, ତାହା ବୁଝାଇବା ଦରକାର ପଡ଼ୁ ନାହିଁ। ଓଡ଼ିଶାରେ…

ତନାଘନା

ଭଶ୍ରୀ ଫେସ୍‌ବୁକ୍‌ରେ ଲେଖିଥିଲା ଯେ, ଆଜି ମତେ ଗୋଟିଏ ମଶା କାମୁଡ଼ିଦେଲା। ତା’ର ପାଞ୍ଚଶହ ପଇଁତିରିଶଟି କମେଣ୍ଟ୍‌ସ ଆସିଲା। ପ୍ରତି କମେଣ୍ଟ୍‌ସରେ ଥିଲା ଉଦ୍‌ବେଗ ଓ ପରାମର୍ଶ। ତମେ ଏବେ କେମିତି ଅଛ? ଦେହ ଭଲ ଅଛି ତ? ଡାକ୍ତର ପାଖକୁ…

ଡ୍ରଗ୍ସ ନେବାକୁ ଏହି ଖେଳାଳିଙ୍କ ଉପରେ ପକାଯାଇଥିଲା ଚାପ

କ୍ରିକେଟ ଦୁନିଆର ଦ୍ରୁତତମ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଶୋଏବ ଅଖତର। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ପକାଇବାର ରେକର୍ଡ ଆଜି ବି ତାଙ୍କ ନାମରେ ରହିଛି। ଅଖତର କ୍ରିକେଟ ସହ ଜଡିତ ଅନେକ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି। ଏବେ…

ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ: ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ, ୨ ସପ୍ତାହ ମଧ୍ୟରେ ଜବାବ ତଲବ

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ସଂକ୍ରମଣ ପୁଣି ଫେରିଥିବାବେଳେ ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନୋଟିସ୍‌ ଜାରି କରାଯାଇଛି। ଆର୍‌ଟି-ପିସିଆର୍‌ କରୋନା ଟେଷ୍ଟ୍‌ ୪୦୦ ଟଙ୍କାରେ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରାଯାଇଥିଲା। ଏନେଇ କୋର୍ଟ ପକ୍ଷରୁ ସମସ୍ତର ରାଜ୍ୟ ଏବଂ…

ବିଧାନସଭାରେ ଉଠିଲା ‘ପରୀ’ ହତ୍ୟା ଘଟଣା

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ବିଧାନସଭାରେ ଉଠିଲା ୫ ବର୍ଷର ଝିଅ ‘ପରୀ’ ହତ୍ୟା ଘଟଣା। ଗୃହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହି ଘଟଣା ଉଠାଇଛନ୍ତି। ନୟାଗଡ଼ର ୫ ବର୍ଷର ଝିଅ ପରୀ ହତ୍ୟା ଘଟଣାରେ ନ୍ୟାୟ ପାଇଁ ମା’ବାପା ବିଧାନସଭା ସମ୍ମୁଖରେ…

କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ

ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍‌ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍‌ଡାଉନ୍‌ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ବନ୍ଦ…

୨୫ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କଲା ଭାରତ

ଅଟାରି,୨୪।୧୧: ଭାରତ ମଙ୍ଗଳବାର ୨୫ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ୫ ଜଣ ସାଧାରଣ ଲୋକଥିବାବେଳେ ୨୦ ଜଣ ଧୀବର ରହିଛନ୍ତି। ବନ୍ଦୀମାନେ ଅଟାରି-ଓ୍ବାଘା ସୀମା ଦେଇ ପାକିସ୍ତାନରେ ପ୍ରବେଶ କରିଥିବା ଭାରତୀୟ ପ୍ରୋଟୋକଲ ଅଫିସର ଅରୁଣ…

ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍‌: ୬ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍‌ରେ ୬ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ ଶିବିର…

ବିଏମ୍‌ଡବ୍ଲ୍ୟୁ କାରରେ ମଇଳା ଉଠାଉଛନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଝାରଖଣ୍ଡର ରାଞ୍ଚିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର ବିଏମ୍‌ଡବ୍ଲ୍ୟୁରେ ରାସ୍ତାରୁ ମଇଳା ବୋହି ନେଉଥିବା ଦେଖିବାକୁ ମିଳିଛି। ରାଞ୍ଚିର ଏହି ଯୁବ ବ୍ୟବସାୟୀ ଜଣଙ୍କ ହେଲେ ପ୍ରିନ୍ସ ଶ୍ରୀବାସ୍ତବ। ବିଏମ୍‌ଡବ୍ଲ୍ୟୁ କାରରେ ଅଳିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri