କଳିଙ୍ଗନଗର ଶିଳ୍ପାଞ୍ଚଳ: ଲାଭ ପଛରେ ଶିଳ୍ପସଂସ୍ଥା, ସ୍ଥାନୀୟ ନିଯୁକ୍ତି ଗୌଣ
ଯାଜପୁର ଅଫିସ,୯।୧୦: ସ୍ଥାନୀୟ ନିଯୁକ୍ତି ଆଶାରେ ଯାଜପୁର ଜିଲାର କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। ଏପରି କି ଶିଳ୍ପାୟନ ଦ୍ୱାରା ପରିବେଶ ପ୍ରଦୂଷଣ ସମେତ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ ସହିଗଲେ। ଅନ୍ୟପକ୍ଷରେ ଶିଳ୍ପସଂସ୍ଥାଗୁଡ଼ିକ ବିକାଶର ସ୍ବପ୍ନ ଦେଖାଇ ଖଣି, ପାଣି,…
୬୭ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କ ବିବାହ ଫଟୋ ଭାଇରାଲ
ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁଙ୍କ କିଛି ଫଟୋସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଗୁଡ଼ିକରେ ୬୭ ବର୍ଷୀୟ ଅନୁପ ଶେରୱାନୀ ପରିଧାନ କରିଥିବାବେଳେ ଜସଲିନ ମଥାରୁ ଲେହେଙ୍ଗା ପରିଧାନ କରି କନ୍ୟା ବେଶ…
ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାର କରାଯାଉଛି
ନୂଆଦିଲ୍ଲୀ,୯।୧୦(ପି.ଟି./ଆଇଏଏନ୍ଏସ୍):ବାକ୍ ଓ ଅଭିବ୍ୟକ୍ତି ସ୍ବାଧୀନତାର ଅପବ୍ୟବହାରକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଏହି ଅଧିକାରର ସବୁଠୁ ବେଶି ଅପବ୍ୟବହାର କରାଯାଉଥିବା କହିଛନ୍ତି। ଏହାସହ ଗତ ମାର୍ଚ୍ଚରେ ଆୟୋଜିତ ତବଲିଘି ଜମାତ୍ କାର୍ଯ୍ୟକ୍ରମର ମିଡିଆ କଭରେଜ ସମ୍ପର୍କରେ…
ପୋଲିସ-ଭାଜପା କର୍ମୀ ଖଣ୍ଡଯୁଦ୍ଧ
କୋଲକାତା,୯।୧୦:କୋଲକାତାରେ ଗୁରୁବାର ଭାଜପାର ‘ନବାନ୍ନ ରାଲି’ ବେଳେ ସଂଘର୍ଷ ଦେଖିବାକୁ ମିଳିଛି। ଭାଜପା ସମର୍ଥକମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟ ଅଭିମୁଖେ ରାଲିରେ ବାହାରିଥିବାବେଳେ କେତେଜଣ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ ଅଟକାଇଥିଲା। ଏହାକୁ ଭାଜପା…
ପୌରସଂସ୍ଥାକୁ ପ୍ରଦୂଷଣ ଜରିମାନା
ଭୁବନେଶ୍ୱର, ୯ା୧୦(ବ୍ୟୁରୋ):ପରିବେଶକୁ କ୍ଷତି ପହଞ୍ଚାଉଥିବା କଠିନ ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ଡାକ୍ତରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ, ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ନଦୀ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନ୍ଜିଟି)ଗଭୀର ଉଦ୍ବେଗ ପ୍ରକାଶ କରିବା ସହ କଠୋର ହେଉଛନ୍ତି। ପରିବେଶ ସୁରକ୍ଷିତ ରଖିବା ଲାଗି…
ପଞ୍ଜାବକୁ ହରାଇ ହାଇଦ୍ରାବାଦ ତୃତୀୟ
ଦୁବାଇ, ୯।୧୦: ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନି ବେୟାରଷ୍ଟୋଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ସନ୍ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍ର ଗୁରୁବାର ମ୍ୟାଚରେ ୬୯ ରନରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ପରାସ୍ତ କରିଛି। ସନ୍ରାଇଜର୍ସ…
୧୦ ବର୍ଷ ପରେ ପୁଣିଥରେ ଫିଲ୍ମକୁ ଫେରୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ
୧୦ ବର୍ଷ ପରେ ବଡ଼ ପରଦାକୁ ପୁଣିଥରେ ଫେରୁଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଭାଗ୍ୟଶ୍ରୀ। କଙ୍ଗନା ରଣାଓ୍ବତ୍ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ ଜରିଆରେ ଭାଗ୍ୟଶ୍ରୀ କମ୍ବ୍ୟାକ୍ କରୁଛନ୍ତି। ଏହି ଫିଲ୍ମରେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଜଣାପଡ଼ିଛି। ଭାଗ୍ୟଶ୍ରୀ…
ପୂଜାଛୁଟି ପରେ ଖୋଲିପାରେ ସ୍କୁଲ୍: ବିଦ୍ୟାଳୟ ପରିସର ସଫା ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୮ା୧୦(ବ୍ୟୁରୋ)- ରାଜ୍ୟ ସରକାର ପୂଜା ଛୁଟି ପରେ ସ୍କୁଲ୍ ଖୋଲିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସ୍କୁଲ ପରିସର ସଫେଇ ସହ ସ୍କୁଲ୍ ଭିତ୍ତିଭୂମି ସଜାଡ଼ିବା, ଶିକ୍ଷକଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବା ଏବଂ ଏମ୍ଡିଏମ୍ ରୋଷେୟାଙ୍କ ପାଉଣା ପ୍ରଦାନ ଲାଗି ଗୁରୁବାର ନିର୍ଦ୍ଦେଶ…
କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ
ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍ ବ୍ରିଟେନ୍ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ରିପୋର୍ଟରେ ଗଞ୍ଜାମ ମଡେଲ ସ୍ଥାନ ପାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି…
ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶଓ୍ବାନ
ନୂଆଦିଲ୍ଲୀ,୮।୧୦- କେନ୍ଦ୍ରମନ୍ତ୍ରୀ ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ଏଲଜେପି ନେତା ରାମବିଳାସ ପାଶଓ୍ବାନଙ୍କ ଗୁରୁବାର ପରଲୋକ ହୋଇଯାଇଛି। ୭୪ ବର୍ଷ ବୟସରେ ରାମବିଳାସ ପାଶଓ୍ବାନ ଆଖି ବୁଜିଛନ୍ତି। ଏ ନେଇ ତାଙ୍କ ପୁଅ ଚିରାଗ ପାଶଓ୍ବାନ ଟୁଇଟ କରି ସୂଚନା ଦେଇଛନ୍ତି।…
ସାମ୍ନାକୁ ଆସିଲା ହାଥରସ୍ ଘଟଣାସ୍ଥଳର ଭିଡିଓ
ଲକ୍ଷ୍ନୌ, ୮।୧୦- ଉତ୍ତରପ୍ରଦେଶ ହାଥରସ୍ ଗଣବଳାତ୍କାର ମାମଲାର ତଦନ୍ତ ଚାଲିଥିବାବେଳେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଘଟଣାର ପରବର୍ତ୍ତୀ ସ୍ଥିତି ରେକର୍ଡ କରାଯାଇଛି। ଏହି ଭିଡିଓଟି ସେପ୍ଟେମ୍ବର ୧୪ର ବୋଲି ପୋଲିସ କହିଛି। ଏହି ହୃଦୟଥରା ଘଟଣା ପରେ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୧୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୮।୧୦(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୩୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୫୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୨୬୨, ବାଲେଶ୍ୱରରୁ ୧୫୩, ନୂଆପଡାରୁ ୧୫୧, ଝାଡସୁଗୁଡାରୁ ୧୨୮, ମୟୂରଭଞ୍ଜରୁ ୧୨୧, କେନ୍ଦୁଝରରୁ ୧୧୭, ଅନୁଗୋଳରୁ୧୧୨, ବଳାଙ୍ଗୀରରୁ ୧୦୯,…
Archives


