ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍ଲାଇନ୍ରେ ନେଇଥିଲେ କ୍ଲାସ୍
କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏ ନେଇ ତାଙ୍କ ପୁଅ ଅନନ୍ତ କୁମାର ଜଣାଇଛନ୍ତି। ସେ…
ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ)-ଖୁବଶିଘ୍ର ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ ଶ୍ମଶାନ। ଏ ନେଇ ସୋମବାର ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ସତ୍ୟନଗର ଶ୍ମଶାନ ଉପରେ ଅଧିକ ଚାପ ପଡୁଥିବାରୁ ଏପରି ବ୍ୟବସ୍ଥା କରାଯାଇଥିବା ବିଏମସି କମିଶନର କହିଛନ୍ତି। ପଟିଆ ଓ…
ହାଥ୍ରସ ଗଣବଳାତ୍କାର ମାମଲା: ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହାଇକୋର୍ଟ; ଆସନ୍ତା ୨ରେ ପରବର୍ତ୍ତୀ ଶୁଣାଣି
ଲକ୍ଷ୍ନୌ,୧୨।୧୦: ଉତ୍ତରପ୍ରଦେଶ ହାଥ୍ରାସ ଗଣବଳାତ୍କାର ମାମଲାକୁ ନେଇ ସୋମବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟରେ ପୀଡ଼ିତାଙ୍କ ପରିବାର ଓ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କେତେକ ଅଧିକାରୀ ଉପସ୍ଥିତ ଥିଲେ। ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ…
ବେଲୁନ ତଳେ ଠିଆ ହୋଇ ଜନତାଙ୍କୁ ଭେଟୁଥିଲେ ନେତା, ଠିକ୍ ସେହି ସମୟରେ ଘଟିଲା କିଛି ଏଭଳି…
ବଲିଉଡ୍ ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭର ପ୍ରାୟ ସମୟରେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ସବୁବେଳେ ସେ ମଜାଳିଆ ଭିଡ଼ିଓମାନ ସବୁ ଶେୟାର କରି ପ୍ରଶଂସକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି। ନିକଟରେ ସେ ଏକ ଭିଡ଼ିଓ ଶେୟାର କରିଛନ୍ତି,…
ପାଳଙ୍ଗରୁ ତିଆରି ହେଲା ବ୍ୟାଟେରୀ: ଏଥିରେ କିଛି ମିନିଟରେ ଚାର୍ଚ୍ଚ ହୋଇପାରିବ ମୋବାଇଲ, ଇଲେକ୍ଟ୍ରୋନିକ କାର
ପାଳଙ୍ଗ ସାଗରେ ଭରପୂର ମାତ୍ରାରେ ପୁଷ୍ଟିସାର ରହିଛି। ଏହା ମଣିଷ ଶରୀର ପାଇଁ ଲାଭଦାୟକ ବୋଲି ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେହି ଜାଣି ନ ଥିବେ ଯେ, ପାଳଙ୍ଗରେ ଏପରି ଉପାଦାନ ରହିଛି, ଯାହାକି ବ୍ୟାଟେରୀକୁ ଖୁବ୍…
ପରପାରିରେ ପୂର୍ବତନ ବାଚସ୍ପତି ଶରତ କର
ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କ ସୋମବାର ଅପରାହ୍ନରେ ପରଲୋକ ଘଟିଛି। ବାର୍ଦ୍ଧକ୍ୟରେ ପୀଡ଼ିତ କର ୮୧ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ଏ ନେଇ ତାଙ୍କ ପୁଅ ସୁମନ କର…
ଏଥର ଆଇପିଏଲରେ ସର୍ବାଧିକ ଛକା ମାରିଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍
ସବୁଥର ପରି ଏଥର ଆଇପିଏଲ ୨୦୨୦ରେ ମଧ୍ୟ ଚୌକା, ଛକା ବର୍ଷା ହେଉଛି। ଚଳିତ ସିଜିନ୍ରେ ପାଖାପାଖି ଅଧା ମ୍ୟାଚ୍ ଖେଳ ସରିଛି। କିନ୍ତୁ ଏଥର ସର୍ବାଧିକ ଛକା ମାରିବା ତାଲିକାରେ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଛି। ଏଥର ରୋହିତ ଶର୍ମା…
ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ
ଓ୍ବାଶିଂଟନ୍, ୧୨।୧୦: ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ଆମେରିକାର ପଲ୍ ଆର୍ ମିଲଗ୍ରମ ଏବଂ ରବର୍ଟ ବି ଉଇଲସନଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ମିଳିଛି। ଇମ୍ପ୍ରୋଭମେଣ୍ଟସ ଟୁ ଅକ୍ସସନ ଥିଓରୀ ଏବଂ ଇନଭେନସନ ଅଫ ନ୍ୟୁ ଅକ୍ସନ…
ମୁଁ ରେସ୍ରେ ନ ଥିଲି, ଖାଇ ବସିଥିଲି ଫୋନ୍ ଆସିଲା: ସ୍ବରୂପ
ଭୁବନେଶ୍ୱର,୧୨।୧୦(ବ୍ୟୁରୋ):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସୋମବାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତିର୍ତ୍ତୋଲ ପାଇଁ ଦଳ ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ ବାଲେଶ୍ବର ସଦର ପାଇଁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ…
କରୋନା ପରେ ଝଡ଼ୁଥିବା କେଶରୁ ନିସ୍ତାର ପାଇବା ପାଇଁ ଟିପ୍ସ ଦେଲେ ମଲାଇକା
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ମଲାଇକା ଅରୋରା ନିଜର ଫିଟ୍ନେସ୍ ଓ ଫେସେନେବୁଲ ପାଇଁ ବେଶ୍ ପରିଚିତ। ସୋସିଆଲ ମିଡିଆରେ ସବୁବେଳେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି। ଏଥିସହ ମଲାଇକା ପ୍ରାୟ ସମୟରେ ନିଜର କାର୍ଯ୍ୟକଳାପ, ଫଟୋ ଓ ଭିଡ଼ିଓକୁ ପ୍ରଶଂସକଙ୍କ…
ହିମାଚଳ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ
ଶିମଲା,୧୨।୧୦: କରୋନା ଭାଇରସ୍ ଦେଶରେ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ହଜାର ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି। ଇତିମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ଜୟରାମ ଠାକୁର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ…
ହିନ୍ଦୀ ନ ଆସିବା ସତ୍ତ୍ୱେ ସାରେଗାମାପା ଶୋ’ ଜିତିଲେ ଏହି କୁନି ଝିଅ
ଲୋକପ୍ରିୟ ଶୋ’ ସରେଗାମା ପା ଲିଟିଲ୍ ଚାମ୍ପ୍ସର ଆଉ ଏକ ସିଜିନ୍ ଶେଷ ହୋଇଛି। ପ୍ରତିଥର ଭଳି ଏଥର ମଧ୍ୟ ଜଣେ ନୂଆ ଚାମ୍ପିଅନ୍ ମିଳିଛନ୍ତି। ଏଥର କେରଳର କୁନି ଝିଅ ଆର୍ଯ୍ୟନନ୍ଦା ବାବୁ ଶୋ’ର ଚାମ୍ପିୟନ୍ ହୋଇଛନ୍ତି। ଯଦିଓ ସେ…
Archives


