Home

ସୂର୍ଯ୍ୟାସ୍ତ ପରେ ସେଓ ଖାଇବା ମନା…

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। କିଛି ଲୋକ ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ…

କରନ୍ତୁ ଏପରି, ଘରୁ ପଳାଇବେ ମୂଷା-ଚୁଚୁନ୍ଦ୍ରା…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ ତଡ଼ିବା ପାଇଁ କେହି କେହି ବିଷର ପ୍ରୟୋଗ କରିଥାନ୍ତି। ମାତ୍ର ଏଥିରେ ମୁହଁ ମାରି…

ରାଜ୍ୟରେ ସୁସ୍ଥ ହେଲେ ୩୮୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ମଙ୍ଗଳବାର ରାଜ୍ୟରୁ ଆଉ ୩୮୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡ଼ାରୁ…

ଆଜି ରାଜଧାନୀରୁ ୧୬ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ରାଜଧାନୀରୁ ମଙ୍ଗଳବାର ପୁଣି ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍‌ସି ଟୁଇଟ୍‌ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୮ ଜଣ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ…

ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ଅରୁଣ ବୋଥ୍ରା

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ଅରୁଣ ବୋଥ୍ରା ଏଡିଜି ପାହ୍ୟାକୁ ପଦୋନ୍ନତି ପାଇଛନ୍ତି। ଏଥିସହିତ ୮ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ୨୦୨୧ ଜାନୁୟାରୀ ୧ରୁ ପଦୋନ୍ନତି ଦିଆଯାଇଛି। ୧୯୯୬ ବ୍ୟାଚ୍‌ର ଅରୁଣ ବୋଥ୍ରା ପୋଲିସ ବିଭାଗର ଅତିରିକ୍ତ ଡିଜି ହେବେ। ସେହପରି…

ସୁନାର ବର୍ଗର, ଦାମ୍‌ ରହିଛି…

ଫାଷ୍ଟଫୁଡ୍‌ ମଧ୍ୟରେ ଲୋକଙ୍କ ପ୍ରଥମ ପସନ୍ଦ ହେଉଛି ବର୍ଗର। ଭାରତରେ ମଧ୍ୟ ଲୋକେ ଏହାକୁ ଖାଇବା ପାଇଁ ପାଗଳପ୍ରାୟ। ଏଠାରେ ବର୍ଗର ସାଧାରଣତଃ ୫୦ରୁ ୫୦୦ ଟଙ୍କାରେ ମିଳିଥାଏ। କିନ୍ତୁ ଆମେରିକାରେ ଏକ ବର୍ଗରର ଦାମ୍‌ ୫୯ ଡଲାର ଅର୍ଥାତ୍‌ ଭାରତୀୟ…

କ୍ରୋଏସିଆରେ ଭୟଙ୍କର ଭୂମିକମ୍ପ

କ୍ରୋଏସିଆ,୨୯ା୧୨: କେନ୍ଦ୍ରୀୟ କ୍ରୋଏସିଆରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡ଼ିଛି। ଏହା ଦ୍ୱାରା କେନ୍ଦ୍ରୀୟ କ୍ରୋଏସିଆରେ ଥିବା ପେଟ୍ରିଞ୍ଜା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି…

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ ନେଇ ଦୀପିକା ଚର୍ଚ୍ଚାରେ ରହିଛନ୍ତି। ଯାହାର ଦାମ୍‌ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ରଣବୀର ଏବଂ…

ଫଟୋ ଦେଖି ଚେହେରା ଚିହ୍ନନ୍ତି ଏହି ପୋଲିସ ଅଧିକାରୀ, ଏବେ ଯାଏ ଧରିଲେଣି ୨୦୦୦ରୁ ଊର୍ଦ୍ଧ୍ୱ ଅପରାଧୀ

ଇଂଲଣ୍ଡର ଜଣେ ପୋଲିସ ଅଧିକାରୀ ତାଙ୍କର ବିଶେଷ ପ୍ରତିଭା ପାଇଁ ଏବେ ଚର୍ଚ୍ଚାରେ ରହିଛନ୍ତି। ଚେହେରା ଚିହ୍ନିବାରେ ଏହି ଅଧିକାରୀ ଜଣଙ୍କ ପାଖରେ ବିଶେଷ ଦକ୍ଷତା ରହିଛି। ପୋଲିସ କମ୍ୟୁନିଟି ସପୋର୍ଟ ଅଫିସର୍‌ ଆଣ୍ଡି ପୋପ୍‌ଙ୍କର ଏପରି ଅଦ୍ଭୁତ ସାମର୍ଥ୍ୟ ରହିଛି।…

ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ

ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି ଅଜବ…

ଓଡ଼ିଶା ଆସିଲା କରୋନା ଟିକାର ସରଞ୍ଜାମ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କରୋନାର ନୂଆ ଷ୍ଟ୍ରେନକୁ ନେଇ ଆଶଙ୍କା ଲାଗି ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଓଡ଼ିଶାରେ ଆସି ପହଞ୍ଚିଛି। ଏ ସମ୍ପର୍କରେ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…

ବେଲି ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି ଯୁବକ, ନେଇନାହାନ୍ତି କୌଣସି ତାଲିମ

ଆପଣ ନିଶ୍ଚିତ ଭାବରେ ପ୍ରସିଦ୍ଧ ଗାୟକ ଏବଂ ବେଲି ଡ୍ୟାନ୍ସର ଶାକିରାଙ୍କ ନୃତ୍ୟ ଦେଖିଥିବେ। କିନ୍ତୁ ପ୍ରତିଭା ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିକଶିତ ହୋଇପାରେ ଏ କଥାକୁ ଅସ୍ବୀକାର କରିପାରିବେ ନାହିଁ। ବିହାରର କାଟିହାରରେ ଏପରି ଅନନ୍ୟ ଉଦାହରଣ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?