Home

୪୮ ବର୍ଷରେ ପାଦ ଥାପିଲେ ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଗୁରୁବାର ୪୮ ବର୍ଷ ବୟସରେ ପାଦ ଥାପିଛନ୍ତି। ଏ ନେଇ ତାଙ୍କ ବାନ୍ଧବୀ ଗ୍ରାବିଏଲା ଡେମେଟ୍ରିଏଡସ୍‌ ଗୁରୁବାର ସୂଚନା ଦେଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମରେ ଗ୍ରାବିଏଲା ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା…

ପୁରୀରେ ଜାରି ହେଲା ୧୪୪ ଧାରା: ପତିତପାବନ ଦର୍ଶନ ବନ୍ଦ

ପୁରୀ ଅଫିସ, ୨୬।୧୧: ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି କରାଯାଇଛି। ଗୁରୁବାର ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ଏହା ଜାରି ରହିବ। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ଏହି ଧାରା ଲାଗୁ…

ଦିଲ୍ଲୀରେ ଲାଗୁ ହୋଇପାରେ ରାତ୍ରିକାଳୀନ କର୍ଫ୍ୟୁ: ହାଇକୋର୍ଟକୁ ସୂଚନା ଦେଲେ କେଜରିଓ୍ବାଲ ସରକାର

ନୂଆଦିଲ୍ଲୀ,୨୬।୧୧: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀରୁ କରୋନା ସଂକ୍ରମଣର ଗତିକୁ ହ୍ରାସ କରିବା ପାଇଁ ଦିଲ୍ଲୀରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇପାରେ। ଏନେଇ…

କୁଣ୍ଡରେ ପଶି ମଜାରେ ଗାଧୋଉଛି ହାତୀଛୁଆ, ଭିଡିଓ ଭାଇରାଲ

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ହାତୀମାନଙ୍କର ଫଟୋ ଭାଇରାଲ ହୋଇଥାଏ। ଏଥିରୁ କିଛି ଫଟୋ ବେଶ୍‌ ଚର୍ଚ୍ଚାରେ ରହିଥାଏ। ଏବେ ସେମିତି ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ହାତୀଛୁଆଟି ଏକ କୁଣ୍ଡପାଣିରେ ପଶି ଗାଧୋଉଛି। ଗାଧୋଇବା ସମୟରେ ସେ ଖୁବ୍‌…

ଶୁଟିଂ ସେଟ୍‌ରେ ଭୋ ଭୋ ହୋଇ କାନ୍ଦିପକାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜର ଭିନ୍ନ ଶୈଳୀ ପାଇଁ ବେଶ୍‌ ଜଣାଶୁଣା। ନିକଟରେ ତାଙ୍କର ଏକ ଗୀତ ‘ଓ୍ବ ଚାନ୍ଦ କହାଁ ସେ ଲାଓଗେ’ ରିଲିଜ୍‌ ହୋଇଛି। ଏଥିରେ ତାଙ୍କୁ ଟିଭି ଅଭିନେତା ମୋହସିନ ଖାନ୍‌ଙ୍କ ସହ ଦେଖିବାକୁ…

ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ ରାମପାଲଙ୍କ କ୍ଷେତ୍ରରେ। ଦିବାନାପନ୍‌, ଦିଲ୍‌ ହେ ତୁମ୍ହାରା, ଦିଲ କା ରିସ୍ତା ଭଳି ସୁପରହିଟ୍‌…

ଶୁକ୍ରବାର ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେବେ ଏବଂ କେଉଁଠି ଦେଖିପାରିବେ..

ସିଡନୀ,୨୬।୧୧: କରୋନା ମହାମାରୀ କାରଣରୁ ଦୀର୍ଘ ୯ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ରହିବା ପରେ ଏବେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍‌ ଖେଳିବେ ଭାରତୀୟ ଖେଳାଳି। ବିରାଟ କୋହଲୀଙ୍କ ଅଧନାୟକତ୍ୱରେ ଭାରତୀୟ ଟିମ୍‌ ଶୁକ୍ରବାର ପ୍ରଥମ ମ୍ୟାଚ୍‌ ଖେଳିବ। ୩…

ବିନା ମାସ୍କରେ ବିକ୍‌ନୀ ଗର୍ଲଙ୍କ ସହ ପାର୍ଟି କରୁଥିଲେ ଡାକ୍ତର, ଫଟୋ ଭାଇରାଲ ପରେ…

ଓ୍ବାଶିଂଟନ,୨୬ା୧୧: କରୋନା ଭାଇରସ ରୋକିବା ପାଇଁ ଲୋକଙ୍କୁ ନିୟମ ବୁଝାଉଥିବା ଡାକ୍ତର ନିଜେ ନିୟମ ଭାଙ୍ଗି ଆଜି ଚର୍ଚ୍ଚାରେ। ଜଣେ ଯୁବ ଡାକ୍ତର ବିନା ମାସ୍କ ଏବଂ ବିକ୍‌ନୀ ପିନ୍ଧିଥିବା ୧୨ରୁ ଅଧିକ ଯୁବତୀଙ୍କ ସହ ପାର୍ଟି କରୁଥିବା ଫଟୋ ସୋସିଆଲ…

କୋଭିଡ-୧୯ରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ: ବାତ୍ୟା‘ନିଭାର’ ପାଇଁ ହୋଇପାରିଲାନି ଚିକିତ୍ସା

ଭୋପାଳ,୨୬।: ଦେଶରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଉଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ପ୍ରଚେଷ୍ଟା କଲେ ମଧ୍ୟ ଏହାକୁ ରୋକିବାରେ ବିଫଳ…

ଉପହାରରେ ଜ୍ୱାଇଁଙ୍କୁ ଲଫାଫା ବଦଳରେ ମିଳିଲା ଏକେ-୪୭: ପ୍ରତିକ୍ରିୟାରେ ଲୋକେ କହୁଛନ୍ତି…

ନୂଆଦିଲ୍ଲୀ: ପ୍ରତ୍ୟେହ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଚକିତ ହୋଇଯିବେ। ଏହା ଏକ ବିବାହ ଉତ୍ସବର। ଏଥିରେ ଜ୍ୱାଇଁଙ୍କୁ ଉପହାରସ୍ବରୂପ ଏକେ-୪୭ ବନ୍ଧୁକ…

କରୋନା ବଦଳାଇଦେଲା ଏହି ଯୁବକଙ୍କ ଜୀବନ, ଥିଲେ ପାଇଲଟ୍‌ ଏବେ କରୁଛନ୍ତି…

କରୋନା ମହାମାରୀ କିଛି ଲୋକଙ୍କ ଜୀବନ ଜୀବିକାକୁ ଖୁବ୍‌ ପ୍ରଭାବିତ କରିଛି। କିଛି ମାସ ଧରି ଲକ୍‌ଡାଉନ୍‌ ଜାରି ରହିଥିବାରୁ ଏୟାର ଇଣ୍ଡିଆର ବହୁ କ୍ଷତି ହୋଇଥିଲା। ଏହି ପରିସ୍ଥିତିରେ ଋଷିଆର ଜଣେ ନୌଯବାନ ପାଇଲଟ ରୋମନଙ୍କ ସହ ଘଟିଛି। ରୋମନ…

ଏକଦା ପ୍ରେମିକାଙ୍କୁ ଚେନ୍‌ରେ ବାନ୍ଧି ବୁଲାଉଥିଲେ ଏହି ବ୍ୟକ୍ତି: ଏବେ ୬ ପ୍ରେମିକା ଏକା ସାଙ୍ଗରେ ଗର୍ଭବତୀକୁ ନେଇ ଚର୍ଚ୍ଚାରେ

ନାଇଜେରିଆର ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଟିରେ ୬ ଗର୍ଭବତୀଙ୍କ ସହ ଏକତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଗର୍ଭବତୀ ମହିଳା ଏକାପରି ପୋଷାକ ପିନ୍ଧିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଲେ ଏହି ସମସ୍ତ ମହିଳା ଜଣେ ବ୍ୟକ୍ତିଙ୍କ ପିଲାର ମା’ ହେବାକୁ ଯାଉଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri