ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌ ଅଞ୍ଚଳରେ ବସ୍‌ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ ସ୍ଥିତି ଟାଇମ୍‌ ବମ୍‌ ଭଳି ହୋଇଥିବା ଜାତିସଂଘ ମାନବାଧିକାର ସଂଗଠନ ପକ୍ଷରୁ କୁହାଯାଇଛି। ଏନେଇ ଜାତିସଂଘ ମାନବାଧିକାର ସଂଗଠନର ଉଚ୍ଚାୟୁକ୍ତ ମିଶେଲ ବାଶେଲେଟ୍‌ ଚିନ୍ତା ପ୍ରକଟ କରିଛନ୍ତି। ଦେଶରେ ସାଧାରଣ ଲୋକଙ୍କୁ ଟାର୍ଗେଟ କରାଯାଉଛି। ପ୍ରତିଦିନ ଆତଙ୍କବାଦୀଙ୍କ ଆକ୍ରମଣରେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ପାକିସ୍ତାନକୁ ସାଉଦି ଆରବ ଭରସା

ଇସଲାମାବାଦ,୨୭।୧୦: ଆଜିକାଲି ପାକିସ୍ତାନ ଏକ ବଡ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ମହଙ୍ଗା ଆକାଶ ଛୁଆଁ ହୋଇଛି। ଦେଶର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ...

କାନାଡା ଶିଖ୍‌ଙ୍କ ଭାରତ ବିରୋଧୀ ବିକ୍ଷୋଭ

ଟରଣ୍ଟୋ,୨୭ା୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାରେ ନୂଆଦିଲ୍ଲୀର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବାର ସପ୍ତାହେ ପରେ ସେଠାରେ...

ଇସଲାମିକ ନିୟମ ଅନୁସାରେ ପୋଷାକ ପିନ୍ଧିଲେ ବାଳିକାଙ୍କୁ ମିଳିବ ପ୍ରାଥମିକ ଶିକ୍ଷା: ଘୋଷଣା କଲା ତାଲିବାନ…

କାବୁଲ,୧୧।୧ : ଆଫଗାନିସ୍ତାନରେ ତାଲିବାନ ଶାସକ ବାଳିକାମାନଙ୍କ ପାଇଁ ପ୍ରାଥମିକ ଶିକ୍ଷା ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି। ବାଳିକାମାନଙ୍କୁ ଷଷ୍ଠ...

ମା’ଙ୍କୁ ହତ୍ୟା ପରେ ଟିକଟିକ୍‌ କରି ଖାଇ ଦେଲା ପୁଅ

ମାଡ୍ରିଡ୍‌,୨୨।୪ : ସ୍ପେନର ଜଣେ ବ୍ୟକ୍ତି ମା’ଙ୍କୁ ହତ୍ୟା କରିବା ପରେ ଟିକଟିକ୍‌ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ, ମୃତଦେହର ଟିକ ଟିକ...

ବାଇଡେନ ପ୍ରଶାସନରେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁରୁ ଦାୟିତ୍ୱ

ଓ୍ବାଶିଂଟନ୍‌, ୧୭ା୩: ଭାରତୀୟ ବଂଶୋଦ୍ଭବ ଡା. ଆଶିଷ ଝାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌ର କୋଭିଡ୍‌ ରେସ୍‌ପନ୍ସ କୋଅର୍ଡିନେଟର ଭାବେ ନିଯୁକ୍ତି ଦେଇଛନ୍ତି।...

ଆମେରିକା-ତାଲିବାନ ଶାନ୍ତି ଆଲୋଚନା: ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ

କାବୁଲ୍‌,୩୧।୮: ଆମେରିକା-ତାଲିବାନ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ଥିବାବେଳେ ଶନିବାର ଆତଙ୍କବାଦୀ ଆକ୍ରମଣରେ ୧୦ ପୋଲିସ କର୍ମୀ ନିହତ ହୋଇଛନ୍ତି। ତାଲିବାନ୍‌ ଆତଙ୍କବାଦୀ ଉତ୍ତର ଆଫଗାନିସ୍ତାନର...

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଆସୁଛି କରୋନାର ତୋଫାନ

ଜେରୁଜେଲମ,୩ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମଣ । ଆମେରିକା ଭଳି ବିକଶିତ ଦେଶ ବି ଏଥିରୁ ବାଦ୍ ଯାଇ ନାହିଁ ।...

ରାଫାଲର ନୂଆ ରେକର୍ଡ, ଲଗାତାର ଉଡ଼ିଲା ୧୨ ଘଣ୍ଟା …

ପ୍ୟାରିସ୍‌/ନୂଆଦିଲ୍ଲୀ,୨୭।୬: ଫ୍ରାନ୍ସ୍‌ ଯୁଦ୍ଧ ବିମାନ ରାଫାଲ ଲଗାତାର ୧୨ ଘଣ୍ଟା ଉଡ଼ି ଏକ ନୂଆ ରେକର୍ଡ କରିଛି। ଏହି ସମୟ ମଧ୍ୟରେ ରାଫାଲ ୧୭ ହଜାର...

Advertisement
Archives

Model This Week