ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ
କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି।…
କେସିଏ ପ୍ରେସିଡେଣ୍ଟ୍ସ କପ୍ ଖେଳିବେ ଶ୍ରୀସନ୍ଥ୍
କୋଚି : ଭାରତର ପୂର୍ବତନ ପେସ୍ ବୋଲର ଏସ୍. ଶ୍ରୀସନ୍ଥ୍ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ ଟୁର୍ନାମେଣ୍ଟରେ ସେ ଖେଳିବେ। ଆଇପିଏଲ୍ ସ୍ପଟ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…
ଆରୋଗ୍ୟ ହେଲେ ୭୩୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬ ା୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ସୁନ୍ଦରଗଡରୁ ୭୦, ମୟୂରଭଞ୍ଜରୁ ୫୩, ଅନୁଗୋଳରୁ ୪୪, ଜଗତସିଂହପୁରରୁ ୪୦, କଟକରୁ ୩୯, ନବରଙ୍ଗପୁରରୁ ୩୭, ନୂଆପଡାରୁ…
ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
ଗୁଆହାଟୀ,୨୬ା୧୧-ଆସାମର ଦିବ୍ରୁଗଡ଼ ଜିଲା ଲେପେଟ୍କାଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବା ଲାଗି ଗାଡ଼ିରେ ଲୋକମାନେ ଯାଉଥିବାବେଳେ ଜାତୀୟ ରାଜପଥ ୩୭ ଉପରେ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଟ୍ରେଲର…
ରାସ୍ତାରେ ବାଘଛୁଆ: ଭିଡିଓ ଭାଇରାଲ
ଚୌଦ୍ୱାର,୨୬ା୧୧(ଡି.ଏନ୍.ଏ.):କଟକ ବନଖଣ୍ଡ ଅଧୀନ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜର ରାମଚନ୍ଦ୍ରପୁରଶାସନ ଗ୍ରାମ ନିକଟ ଫାର୍ମହାଉସ ରାସ୍ତାରେ ୨ଟି ବାଘଛୁଆ ବୁଲୁଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଫଳରେ ଉକ୍ତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି…
ପୁଅ ସହ କ୍ରିକେଟ ଖେଳୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ
ମୁମ୍ବାଇ,୨୬।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜ ପୁଅ ଅରହାନଙ୍କ ସହ କ୍ରିକେଟ ଖେଳୁଥିବା ଫଟୋ ସୋସିଆଲ ମିଡିଆରେ ବେଶ…
ପରଲୋକରେ ଟିସିଏସ୍ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲି
ନୂଆଦିଲ୍ଲୀ,୨୬।୧୧-ଭାରତର ପ୍ରମୁଖ ଆଇଟି କମ୍ପାନୀ ଟାଟା କନ୍ସଲଟାନ୍ସ ସର୍ଭିସେସ (ଟିସିଏସ)ର ପ୍ରତିଷ୍ଠାତା ଫକୀର ଚାନ୍ଦ କୋହଲିଙ୍କର ଗୁରୁବାର ପରଲୋକ ହୋଇଯାଇଛି। ୯୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଭାରତର ସଫ୍ଟୱେର୍ ଇଣ୍ଡଷ୍ଟ୍ରିର ଜନକ ଭାବେ ବେଶ…
କଣ୍ଢେଇ ସହ ବିବାହ କଲେ ଏହି ବଡିବିଲ୍ଡର
କାଜାକସ୍ତାନର ବଡିବିଲ୍ଡର ୟୁରୀ ଟୋଲୋସ୍କୋ ନିକଟରେ ବିବାହ କହିଛନ୍ତି। ମାତ୍ର ଆଶ୍ଚର୍ଯ୍ୟର କଥା ହେଲା ସେ ଯାହାକୁ ବିବାହ କରିଛନ୍ତି ତାହା ଏକ କଣ୍ଢେଇ। ଏ ନେଇ ୟୁରୀ ନିଜ ବିବାହର ଭିଡିଓ ଏବଂ କିଛି ଫଟୋ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି।…
ବିନ୍ଦୁ ସାଗରରେ ଡଙ୍ଗା ଭସା ମନା: କଟକଣା ଜାରି କଲା ବିଏମ୍ସି
ଭୁବନେଶ୍ବର,୨୬।୧୧(ବ୍ୟୁରୋ)-ଚଳିତବର୍ଷ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ କଟକଣା ଭିତରେ ପାଳିତ ହେଉଛି। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଚଳିତ ବର୍ଷ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ହେବ…
ଦିଲ୍ଲୀ-ଏନ୍ସିଆରରୁ ଆସୁଥିବା ବ୍ୟକ୍ତିଙ୍କ ହେବ କରୋନା ଟେଷ୍ଟ: ପଜିଟିଭ୍ ଆସିଲେ ଫେରିବେ ନିଜ ରାଜ୍ୟକୁ; ଉତ୍ତରାଖଣ୍ଡ ସରକାର
ଡେରାଡୁନ,୨୬।୧୧: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ମାମଲାକୁ ଦେଖି ରାଜ୍ୟ ସରକାର ଏବେ କଠୋର ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀ-ଏନ୍ସିଆରରୁ ଆସୁଥିବା ଲୋକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର କରୋନା ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି।…
ଭୁବନେଶ୍ୱରରୁ ଆଜି ୪୭ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍ ୩୮
ଭୁବନେଶ୍ୱର,୨୬।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍ ୩୮ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଜେଲ୍ରୁ ଫୋନ୍ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା
ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ କରିବା ଘଟଣାରେ ତାଙ୍କ ବିରୋଧରେ ପାଟନାରେ ଏତଲା ରୁଜୁ କରାଯାଇଛି। ଆଉ ଏହି ଏତଲା…
Archives


