Home

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି… ରୋଜଗାର ପନ୍ଥା ଯାହାବି ହେଉ ଦୃଢ଼ମନୋବଳ ନେଇ…

ଦେବଭୂମି ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଧାର୍ମିକପୀଠ, ଶୈଳନିବାସ, ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି। ପର୍ଯ୍ୟଟନ ବ୍ୟତୀତ ବହୁ ଦୁଃସାହସିକ…

କାର୍ତ୍ତିକ ପୂର୍ଣ୍ଣିମାରେ ଗଙ୍ଗାବୁଡ଼ ମନା: ସୀମା ସିଲ୍‌

ହରିଦ୍ୱାର,୨୯।୧୧: କାର୍ତ୍ତିକ ପୂର୍ଣ୍ଣମାରେ ହରିଦ୍ୱାରରେ ଗଙ୍ଗା ବୁଡ଼କୁ ଉତ୍ତରାଖଣ୍ଡ ସରକାର ମନା କରିଛନ୍ତି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ମାର୍ଗଦର୍ଶିକା ଅନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ରାଜ୍ୟ ସୀମାକୁ ସିଲ୍‌ କରାଯାଇଛି।…

ପ୍ରଥମ ରୋଜଗାର: ପ୍ରଥମ ଦରମାକୁ ତିନିମାସ ଖର୍ଚ୍ଚ କରିଥିଲି

ଗଞ୍ଜାମ ଜିଲା ଧରାକୋଟରେ ମୋ ଜନ୍ମ। ସାତ ଭାଇଭଉଣୀ (୫ ଭାଇ ଓ ୨ ଭଉଣୀ) ମଧ୍ୟରେ ମୁଁ ସବା ସାନ। ତେଣୁ ବ୍ରହ୍ମପୁରରୁ ସ୍କୁଲ୍‌ ଶିକ୍ଷା ସାରି ରାଉରକେଲାରେ ଥିବା ବଡ଼ ଭାଇଙ୍କ ପାଖକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲି। ସେଠାରେ…

ବିଦେଶରେ ହିନ୍ଦୁ ସଂସ୍କୃତି, ଓଡ଼ିଆଙ୍କ ଚଳଣି ସହିତ ରହିଛି ଅନେକ ସାମଞ୍ଜସ୍ୟ

ଭାରତ ବାହାରେ ଅନ୍ୟ ଦେଶମାନଙ୍କରେ ବି ହିନ୍ଦୁ ଧର୍ମ ତଥା ସଂସ୍କୃତିର ଅନେକ ପ୍ରମାଣ ଦେଖିବାକୁ ମିଳିଥାଏ। ସେମିତି ଏକ ସ୍ଥାନ ହେଉଛି ଇଣ୍ଡୋନେସିଆର ବାଲିଦ୍ବୀପ। କହିବାକୁ ଗଲେ ଏହା ଏକ ମୁସ୍‌ଲିମପ୍ରଧାନ ଦେଶ, କିନ୍ତୁ ଏଠାକାର ବାଲିଦ୍ବୀପରେ ହିନ୍ଦୁଧର୍ମ ପ୍ରତି…

ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ

ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ସ୍ତ୍ରୀଙ୍କଠାରୁ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ଦାବି…

କଳା ସଂସ୍କୃତି ହିଁ ମୋ ଜୀବନ

ପଦ୍ମଶ୍ରୀ ଡକ୍ଟର ଉଚ୍ଛବ ଚରଣ ଦାସ। ଏକାଧାରରେ ଜଣେ କବି, ଗୀତିକାର ଓ ଲୋକନାଟ୍ୟ ନିର୍ଦ୍ଦେଶକ। ତାଙ୍କ ମନପ୍ରାଣ ସର୍ବଦା ଲୋକକଳା ପାଇଁ, ଯେଉଁଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ… କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ଗାଁ ହେଉ କି…

ଡକାୟତ ଗ୍ୟାଙ୍ଗ-ଗ୍ରାମବାସୀ ଖଣ୍ଡଯୁଦ୍ଧ: ୩ ଗ୍ରାମବାସୀ ଗୁରୁତର, ଜଣେ ଡକାୟତ କାବୁ

ବାଲେଶ୍ୱର ଅଫିସ,୨୯ା୧୧: ବାଲେଶ୍ୱର ଜିଲା ସୋର ଥାନା ନଦିଗାଁ ପଞ୍ଚାୟତ ହରିଡ଼ାପଡ଼ା ଅଞ୍ଚଳର ସୁଦାମ ଚରଣ ବାଉଲି ଶନିବାର ରାତିରେ ଘରକୁ ଫେରିବା ବାଟରେ ପିତାକାଳିଆ ଛକ ନିକଟରେ ୭ ଜଣ ଡକାୟତ ତାଙ୍କୁ ଅଟକାଇଥିଲେ। ସୁଦାମ ସଙ୍ଗେ ସଙ୍ଗେ ତାଙ୍କ…

ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତା ସିଲ୍‌

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ରବିବାର ସିଲ୍‌ କରାଯାଇଛି। ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ଲଗାତାର ଆତ୍ମାହୃତି ଉଦ୍ୟମ ହେଉଥିବା ଯୋଗୁ ଉକ୍ତ ରାସ୍ତାକୁ ବନ୍ଦ କରିଦିଆଯାଇଛି। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ରାସ୍ତାକୁ ସିଲ କରାଯାଇଛି।…

କୃଷି ଆଇନ ଚାଷୀଙ୍କୁ ଦେଇଛି ଅଧିକାର: ମୋଦି

ନୂଆଦିଲ୍ଲୀ,୨୯।୧୧: କୃଷି ଆଇନ ଚାଷୀଙ୍କ ହାତମୁଠାକୁ ଟାଣ କରିଛି। ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହୋଇଛି। ଚାଷୀଙ୍କ ଅଧିକାର ବୃଦ୍ଧି ପାଇଛି। ୭୧ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଭି କହିଛନ୍ତି। କରୋନା ସଙ୍କଟରେ…

ଥମୁନି ‘ପରୀ’ ତାତି: ବିଧାନସଭାରେ ଭାଜପା ସଦସ୍ୟଙ୍କ ହୋ-ହଲ୍ଲା, ଗୃହ ମୁଲତବୀ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ବିଧାନସଭାରେ ଥମୁନି ପରୀ ତାତି। ରବିବାର ମଧ୍ୟ ଗୃହରେ ଭାଜପା ସଦସ୍ୟଙ୍କ ହୋ-ହଲ୍ଲା ଦେଖିବାକୁ ମିଳିଛି। ଏପରିକି ବାଚସ୍ପତିଙ୍କ ପୋଡିୟମ ଉପରକୁ ସଦସ୍ୟମାନେ ଚଢ଼ିବାକୁ ଉଦ୍ୟମ କରିଛନ୍ତି। ସେମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଘଟଣାର ସିବିଆଇ ତଦନ୍ତ…

ଓ୍ବାର୍କ ଆଟ୍‌ ହୋମ୍‌ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ

ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍‌ ହୋମ୍‌) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି କାମ କରିବା ସହଜ ନୁହେଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଓ୍ବାର୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri