Home

ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁ ପରେ ସ୍ତ୍ରୀ ଆଣିଲେ ଏମିତି ଅଭିଯୋଗ

ବଲିଉଡର ପ୍ରସିଦ୍ଧ ଗାୟକ ୱାଜିଦ ଖାନଙ୍କ ସ୍ତ୍ରୀ କମଲରୁଖ ଶାଶୁଘର ଲୋକଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ୱାଜିଦଙ୍କ ମୃତ୍ୟୁ ପରେ ଶାଶୁଘର ଲୋକେ ତାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ…

ଭୁବନେଶ୍ୱରରୁ ଆଜି ୩୨ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୯୭୮ ମ୍ୟାଚ୍‌ ଇତିହାସରେ ଭାରତୀୟ ଦଳର ସବୁଠୁ ଲଜ୍ଜାଜନକ ପ୍ରଦର୍ଶନ: କେନିଆ, ଜିମ୍ବାଓ୍ବେଠାରୁ ଖରାପ ବୋଲିଂ

ସିଡନୀ,୨୯।୧୧: ଭାରତୀୟ ଦଳର ବୋଲିଂ ଆକ୍ରମଣ କ୍ରମାଗତ ଭାବରେ ବିରୋଧୀ ଦଳ ଉପରେ ଚାପ ପକାଇବାରେ ଏବଂ ସେମାନଙ୍କ ଖେଳାଳିଙ୍କୁ ଆଉଟ୍‌ କରିବାରେ ବିଫଳ ହେଉଛି। ଦଳର ଷ୍ଟାର ବୋଲର ଜସପ୍ରୀତ ବୁମ୍‌ରା ମଧ୍ୟ ପ୍ରାରମ୍ଭିକ ଉଇକେଟ ନେବାରେ ବିଫଳ ରହିଛି।…

ମ୍ୟାଚ୍‌ ଚାଲିଥିବାବେଳେ ହସ୍ପିଟାଲ୍‌ ଗଲେ ଏହି ଖେଳାଳି

ସିଡନୀ,୨୯।୧୧: ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓପନର୍‌ ଡେଭିଡ ଓ୍ବାର୍ନର ଆହତ ହୋଇଛନ୍ତି। ତାଙ୍କ ମାଂଶପେଶୀରେ ଯନ୍ତ୍ରଣା ଯୋଗୁ ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କୁ ହସ୍ପିଟାଲ ନିଆଯାଇଛି। ଭାରତୀୟ ପାଳିର ୪ର୍ଥ ଓଭରର ଚତୁର୍ଥ ବଲ୍‌ରେ ଶିଖର ଧାଓ୍ବନଙ୍କ…

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କ ଆଉ ଏକ ଉପଲବ୍ଧି

ସିଡନୀ,୨୯।୧୧: ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଦଳ ସ୍ଥିତି ମଜଭୁତ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୩୯୦ରନର ବିଶାଳ ଲକ୍ଷ୍ୟ ରଖିଛି। ଡେଭିଡ ଓ୍ବାର୍ନର ଏବଂ ଆରୋନ ଫିଞ୍ଚ୍‌…

ସୋମବାର ରାଜଧାନୀରେ ବନ୍ଦ ରହିବ ସମସ୍ତ ମଦ ଦୋକାନ

ନୂଆଦିଲ୍ଲୀ,୨୯ା୧୧: ରାଜଧାନୀ ଦିଲ୍ଲୀରେ ସୋମବାର(ନଭେମ୍ବର ୩୦)ରେ ସମସ୍ତ ମଦ ଦୋକାନ ବନ୍ଦ ରହିବ। ଦିଲ୍ଲୀ ସହିତ ଏନ୍‌ସିଆରର ସମସ୍ତ ସହରରେ ମଦ ଦୋକାନ ବନ୍ଦ ରହିବ। ନଭେମ୍ବର ୩୦ରେ ଗୁରୁ ନାନକ ଜୟନ୍ତୀ ପଡୁଥିବାରୁ ରାଜଧାନୀର ସମସ୍ତ ମଦ ଦୋକାନ ପ୍ରତି…

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ବମ୍ବେ: କରୋନାରେ ପୀଡ଼ିତ ହୋଇ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର। ଦୀର୍ଘ ଛଅ ଦିନ ଧରି ଜ୍ୱରରେ ପଡ଼ିଥିଲେ। ପରେ ସେ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସ୍ବାସ୍ଥାବସ୍ଥା ବିଗିଡ଼ିବା ଯୋଗୁ ତାଙ୍କ ମା’ ତାଙ୍କୁ…

ବଜାରରେ ବଢୁଛି କଳା କୁକୁଡ଼ାର ଚାହିଦା, ରାଜଧାନୀରେ କିଲୋ ପ୍ରତି ବିକ୍ରି ହେଉଛି…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଚିକେନ୍‌ର ଏକ ବିଶେଷ ପ୍ରଜାତିର ନାଁ କଡ଼କନାଥ। ବର୍ତ୍ତମାନ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ମିଳୁଥିବା ଏହା ଏକ ନିଆରା କଳା ରଙ୍ଗର କୁକୁଡ଼ା। ସରକାରୀ…

ଭାରତ ବିପକ୍ଷ ମ୍ୟାଚ୍‌ରେ ଏହି କାରନାମା ଯୋଗୁ ଇତିହାସ ରଚିଲେ ଷ୍ଟିଭ୍‌ ସ୍ମିଥ୍‌

ନୂଆଦିଲ୍ଲୀ,୨୯।୧୧: ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ୍‌ ଟେଷ୍ଟ କ୍ରିକେଟ ଫର୍ମାଟର ଏକ ନଂ ଖେଳାଳି। ହେଲେ ସେ ଦିନିକିଆ କ୍ରିକେଟରେ ମଧ୍ୟ ନିଜର ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ଭାରତ ବିପକ୍ଷ ଦିନିକିଆରେ…

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଚାରିଆଡ଼େ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ। ଅନେକ…

ବ୍ୟସ୍ତ ଦୀପିକା

ଏବେ ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଫିଲ୍ମଗୁଡ଼ିକର ଶୁଟିଂ ଆରମ୍ଭ ହୋଇଯାଇଛି। ତେଣୁ କରୋନା ପାଇଁ ଶୁପ୍ତ ବଲିଉଡ୍‌ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। କଳାକାରମାନେ ନୂଆ ସିନେମା ସାଇନ୍‌ କରୁଛନ୍ତି ଏବଂ ଅଧାପନ୍ତରିଆ ପଡିଥିବା ଫିଲ୍ମଗୁଡିକର ଶୁଟିଂ ପୂରାଦମ୍‌ରେ ଆଗେଇ…

ଚାଷୀଙ୍କ କଥା ଶୁଣନ୍ତୁ ସରକାର, ସେମାନେ ନୁହନ୍ତି ପାକିସ୍ତାନୀ: ଆନ୍ନା ହଜାରେ

ନୂଆଦିଲ୍ଲୀ,୨୯।୧୧: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଦେଶର ଚାଷୀ ସଂଗଠନ ଏକଜୁଟ ହୋଇଛନ୍ତି। ଚାଷୀ ସଂଗଠନକୁ ଏବେ ସମାଜସେବୀ ଆନ୍ନା ହଜାରେ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, କୃଷି ଆଇନ୍‌କୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri