Home

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି ଦୁର୍ବୃତ୍ତମାନେ ଲହୁଲୁହାଣ କରି ପକାଇଥିଲେ। ଶନିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ କେନ୍ଦୁଝର ଜିଲା ମୁଖ୍ୟ…

୮ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର,୨ା୧- କୋଭିଡ୍‌ କଟକଣାରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ ଓ କଲେଜ। ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…

୫୧ ଲକ୍ଷ ଟଙ୍କାରେ ମଇଁଷି ବିକି କୃଷକ ଆନ୍ଦୋଳନରେ ଦେଲେ ମାଗଣା ଭୋଜନ

ଚଣ୍ଡିଗଡ଼,୨।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍‌ କରାଯାଇଥିବା କୃଷି ବିଲ୍‌ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହରିୟାଣାର ଜଣେ କୃଷକଙ୍କ ଦ୍ୱାରା ୫୧ ଲକ୍ଷ ଟଙ୍କାର ମଇଁଷି ବିକ୍ରି କରାଯାଇ ଆନ୍ଦୋଳନକାରୀଙ୍କୁ ମାଗଣା ଖାଇବାକୁ ଦିଆଯାଇଛି। ଯାହା ଏବେ ଚର୍ଚ୍ଚାରେ…

କ୍ରିସ୍‌ ଗେଲ୍‌ଙ୍କ ଘୋଷଣା: ୪୫ ବର୍ଷ ଯାଏ ସନ୍ୟାସ ନେବେ ନାହିଁ, ବୋଲର୍‌ଙ୍କ ନିଦ ହଜାଇବେ

ଦୁବାଇ,୨।୧: ୟୁନିଭର୍ସ ବସ୍‌ ନାମରେ ଖ୍ୟାତ ଓ୍ବେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର୍‌ କ୍ରିସ୍‌ ଗେଲ କ୍ରିକେଟରୁ ସନ୍ୟାସ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏବେ ସନ୍ୟାସ ନେବା କଥା ଚିନ୍ତା କରିନାହିଁ। ମୋ ପାଖରେ ଆହୁରି ୫ ବର୍ଷ…

ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ଗ୍ରହଣ ନ କରିବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ଆମେରିକାରେ ରହୁଥିବା ଜଣେ ଯୁବକ ତାଙ୍କର ପୂର୍ବତନ ମାଲିକଙ୍କୁ ଲଗାତର ମାରିଦେବାର ଧମକ ଦେଉଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଛି। କାରଣ ୨୯ ବର୍ଷୀୟ ସାଲେବ ବୁର୍ଜାକ୍‌ ଫେସ୍‌ବୁକ୍‌ରେ ତାଙ୍କ ପୂର୍ବତନ ମାଲିକଙ୍କୁ ଫେସ୍‌ବୁକରେ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥିଲେ। ମାତ୍ର…

ପ୍ରେମ ବ୍ୟାପାର: ଦେହରେ ନିଆଁ ଲଗାଇ ଥାନାରେ ପଶିଗଲେ ଯୁବକ

ପାଲଲହଡ଼ା, ୨।୧(ଡି.ଏନ୍‌.ଏ.): ପ୍ରେମ ବ୍ୟାପାରକୁ ନେଇ ଥାନା ସମ୍ମୁଖରେ ଜଣେ ଯୁବକ ଦେହରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ପଲଲହଡ଼ା ଥାନା ଅଞ୍ଚଳରେ। ଏମିତି କାଣ୍ଡ ଘଟାଇଥିବା ଯୁବକ ହେଉଛନ୍ତି ସ୍ଥାନୀୟ ଈଶ୍ୱରନଗର…

ଭାରତୀୟ ଖେଳାଳିଙ୍କ ଅଜାଣତରେ ହୋଟେଲ୍‌ ବିଲ୍‌ ଦେଲେ ପ୍ରଶଂସକ: ରୋହିତ ଶର୍ମା ଜାଣିବା ପରେ…

ମେଲବୋର୍ନ,୨।୧: ଭାରତରେ କ୍ରିକେଟର କ୍ରେଜ ଅଧିକ। ଖେଳ ପ୍ରତି ସମ୍ମାନ ତଥା ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଭଳିକି ଭଳି ଉପାୟରେ ଦେଖାଇଥାନ୍ତି ପ୍ରଶଂସକ। ସେଭଳି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବଡ଼ ପ୍ରଶଂସକ ସୁଧିର ଗୌତମ ଭାରତୀୟ ଟିମ୍‌ର ସମସ୍ତ…

କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ ଯୋଗୁ ଲୋକଙ୍କ ଧର୍ଯ୍ୟ ମଧ୍ୟ ଭାଙ୍ଗୁଥିବା ଦେଖାଯାଏ। ରୁଷିଆରେ ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି।…

କପିଲ ଶର୍ମା କେତେ ଦିଅନ୍ତି ଇନ୍‌କମ୍‌ ଟ୍ୟାକ୍ସ ଶୁଣିଲେ ଉଡ଼ିଯିବ ହୋସ୍‌

ଛୋଟ ପରଦାର ଲୋକପ୍ରିୟ କମେଡି କଳାକାର କପିଲ ଶର୍ମା। କମେଡି କଳାକାର ସାଙ୍ଗକୁ ସେ ଜଣେ ଭଲ ଅଭିନେତା, ଆଙ୍କର, ହୋଷ୍ଟ ଏବଂ ଗାୟକ ମଧ୍ୟ। ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ତାଲିକାର ଶ୍ରେଷ୍ଠ ୧୦୦ରେ ମଧ୍ୟ ସେ ସ୍ଥାନ ପାଇ ସାରିଛନ୍ତି।…

ଏହି ଦେଶରେ ବିଭିନ୍ନ ରଙ୍ଗର ଅନ୍ତଃବସ୍ତ୍ର ଟଙ୍ଗା ଯାଇ ପାଳନ କରାଯାଏ ନୂଆବର୍ଷ, କାରଣ ଜାଣିଲେ…

ସାଧାରଣତଃ ଭୋଜିଭାତ, ନାଚଗୀତର ଆସରରେ ସମଗ୍ର ବିଶ୍ୱରେ ଇଂରାଜୀ ନବବର୍ଷକୁ ସ୍ବାଗତ କରାଯାଇଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ବା ସ୍ଥାନ ଅଛି ଯେଉଁଠାରେ ନୂତନବର୍ଷକୁ ଅତି ଅଦ୍ଭୁତ ଢଙ୍ଗରେ ପାଳନ କରାଯାଇଥାଏ। କେଉଁଠି ଚେୟାର, ସୋଫା ଫିଙ୍ଗା ଯାଇଥାଏ…

ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଏହି କ୍ରିକେଟର

ଇଂଲଣ୍ଡର ଭେଟେରାନ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ନଜର ପ୍ରେମିକା ମୋଲି କିଙ୍ଗ୍‌ଙ୍କ ସହ ନିର୍ବନ୍ଧ କରିଛନ୍ତି। ବ୍ରେଡ୍‌ ସୋସିଆଲ ମିଡିଆରେ ଏକ ଫଟୋ ଶେୟାରକରି ଏହି ସୂଚନା ଦେଇଛନ୍ତି। ମୋଲି ପେଶାରେ ଜଣେ ମଡେଲର। ୨୦୧୮ ମସିହାରୁ ମୋଲି ଏବଂ ବ୍ରଡଙ୍କ…

ଚାଇନାର ବଢ଼ିଲା ଚିନ୍ତା: ପୈଙ୍ଗୋଗ ହ୍ରଦ ନିକଟରେ ୧୨ ପାଟ୍ରୋଲିଂ ବୋଟ୍‌ ମୁତୟନ କରିବ ଭାରତ

ଲଦାଖ,୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପକ୍ଷରୁ ଏଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୨ ପାଟ୍ରୋଲିଂ ବୋଟ ମୁତୟନ କରାଯିବାକୁ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?