ଫୋନ୍ର ଇଣ୍ଟରନେଟ୍ ଡାଟା ଶୀଘ୍ର ଖର୍ଚ୍ଚ ହେଉଛି କି? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ
କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…
ଯାହାକୁ ଡରୁଥିଲେ କ୍ୟାଟ୍ରିନା
ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ ସେ ଭୂତକୁ ଭାରି ଡରନ୍ତି। ପୁଣି ଏପରି ସଂଯୋଗ ସେ ଅଭିନୟ କରିବାକୁ ଯାଉଥିବା…
ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ
ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ସୁନା ଖୋଜିବାରେ ଲାଗିପଡ଼ିଛନ୍ତି। ଶନିବାର କିଛି ଲୋକ ସୁନା ଖୋଜିବା ପାଇଁ ପୂର୍ବ ଗୋଦାବରୀର…
ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…
ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ…
ଭାଇଙ୍କ ପାଇଁ କନ୍ୟା ଖୋଜି ବାହାରିଲେ ନେହା, ଜାଣନ୍ତୁ କିଏ ହେବେ ଭାଉଜ
ମୁମ୍ବାଇ: ଚଳିତ ସପ୍ତାହ ଶେଷସୁଦ୍ଧା ବିଗ ବସ୍-୧୪ରେ ଅନେକ ଅତିଥିଙ୍କୁ ଦେଖିବାକୁ ମିଳିବ। କାମ୍ୟା ପଞ୍ଜାବୀ ଏବଂ ଦେବୋଲିନା ଭଟ୍ଟାଚାର୍ଯ୍ୟ ଶୋ’ରେ ତୀକ୍ଷ୍ଣ ପ୍ରଶ୍ନ ପଚାରିବାକୁ ବିଗ୍ବସ ଶୋ’କୁ ଆସୁଥିବାବେଳେ ନେହା କକ୍କର ମଧ୍ୟ ତାଙ୍କ ଭାଇ ଟୋନି କକ୍କରଙ୍କ ପାଇଁ…
ଶାହାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କଲେ ଚାଷୀ
ନୂଆଦିଲ୍ଲୀ,୨୯।୧୧: କୃଷି ଆଇନକୁ ନେଇ ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ନଭେମ୍ବର ୨୬ଠାରୁ ଦିଲ୍ଲୀ-ହରିୟାଣା ସିନ୍ଧୁ ସୀମା ବୁରାଡ଼ିରେ ପ୍ରଦର୍ଶନ କରୁଛନ୍ତି। ଶନିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସେମାନଙ୍କୁ ସିନ୍ଧୁ ସୀମାରୁ ହଟିଯାଇ ବୁରାଡ଼ିର ନିରଙ୍କାରୀ ସମାଗମ…
ଆଜି ରାଜ୍ୟରେ ୫୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୪ ଜଣଙ୍କ ଜୀବନଗଲା
ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ତେବେ ଆଜି ୨୧ ଜିଲାରୁ ୫୧୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।…
ରାଜନୀତିକୁ ଫେରିବେ ଉର୍ମିଳା: ଶିବସେନାରେ ଦେବେ ଯୋଗ
ମୁମ୍ବାଇ,୨୯।୧୧: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିବେ। ସୋମବାର ସେ ଶିବସେନାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏବେ ସେ ଶିବସେନାରେ ଯୋଗଦେଇ ବିଧାନ ପରିଷଦ ସଦସ୍ୟ ହେବେ ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ସରକାର ବିଧାନ…
ସୀମାନ୍ତରେ ଲ୍ୟାଣ୍ଡ୍ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର
ମାଲକାନଗିରି,୨୯ା୧୧(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛିା ସୂଚନାନୁଯାୟୀ ଶନିବାର ରାତିରେ…
ଗୋବର ଯୁଦ୍ଧ
କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି। କାରଣ ଦୀପାବଳିକୁ ସେମାନେ ଏକ ଭିନ୍ନ ଧରଣରେ ପାଳନ କରି ସେହିଦିନର ଅନ୍ତ କରନ୍ତି।…
ଲକ୍ଡାଉନ୍କୁ ବିରୋଧ: ୧୫୫ ଗିରଫ
ଲଣ୍ଡନ,୨୯।୧୧: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବ୍ରିଟେନ୍ରେ ପୁଣିଥରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହା ଡିସେମ୍ବର ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ସୁରକ୍ଷା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଏନେଇ ସୂଚନା ଦେଇଥିଲେ। ତେବେ ଏହାକୁ ବିରୋଧ କରି ଲୋକେ…
ରାତି ସାରା ମୋର୍ଟାର ଶେଲିଂ ମାଡ଼ କଲା ପାକିସ୍ତାନ
ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନା ଧରୁନି। ଶନିବାର ରାତ୍ର ୯ଟା ୫୦ରୁ ରବିବାର ଭୋର୍ ୪ଟା ୧୫ ପର୍ଯ୍ୟନ୍ତ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ସୀମାକୁ ଲକ୍ଷ୍ୟକରି ଘନ ଘନ ମୋର୍ଟାର ଶେଲିଂ ମାଡ଼…
Archives


