ବ୍ରହ୍ମପୁତ୍ରରେ ଡ୍ୟାମ୍ ଲାଗି ଭାରତର ଯୋଜନା
ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍ ନିର୍ମାଣ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଭାରତ ୧୦ ଗିଗାଓ୍ବାଟ୍ ହାଇଡ୍ରୋପାଓ୍ବାର ପ୍ରକଳ୍ପ କରିବାକୁ…
ଜୀବନ ହାରିବାକୁ ଅନୁମତି ମାଗିଲେ ଅଯୋଧ୍ୟା ସନ୍ଥ
ଅଯୋଧ୍ୟା,୨ା୧୨(ଆଇଏଏନ୍ଏସ୍): ଅଯୋଧ୍ୟାର ମହନ୍ତ ପରମହଂସ ଦାସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ୭ ଗୋଟି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ସେ ଜୀବନ ହାରିଦେବେ ଏବଂ ଏଥିସକାଶେ ରାଷ୍ଟ୍ରପତି…
ପିଏମ୍- କେୟାର୍ସ ଟଙ୍କା କୁଆଡ଼େ ଗଲା
କୋଲକାତା,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ କହିଛନ୍ତି।…
ପଛଘୁଞ୍ଚା ନାହିଁ କୃଷକ ଜାତକେ
ନୂଆଦିଲ୍ଲୀ,୨ା୧୨: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଛଘୁଞ୍ଚା ଦେବେ ନାହିଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଚାଷୀ ନେତାମାନଙ୍କୁ ଅନୁରୋଧ କରିବା…
ସାମ୍ନାକୁ ଆସିଲା କୋହଲିଙ୍କ ରାଗ
କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜ୍ ହାତେଇଛନ୍ତି ଘରୋଇ ଅଷ୍ଟ୍ରେଲିଆ। ଶେଷ ମ୍ୟାଚ୍ ଆଜି କାନବେରାରେ ଖେଳାଯାଉଛି। ତେବେ ପ୍ରଥମ ୨ଟି ମ୍ୟାଚ୍ ପରାଜୟ…
କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ
ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍ଏସ୍): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ ସଙ୍ଗଠନର ନେତା ଓ ୩ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନୂଆଦିଲ୍ଲୀର କୃଷିଭବନଠାରେ ଚାଲିଥିବା ଆଲୋଚନାରୁ କିଛି…
ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍ଆଇଭି, ସିଫିଲ୍ସ ପରୀକ୍ଷଣ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ କିଟ୍କୁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର…
ସମ୍ମାନ ରକ୍ଷା ପାଇଁ ପଡିଆକୁ ଓହ୍ଲାଇଲା ଭାରତ: ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି
କାନବେରା,୨।୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ କାନବେରାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ଦୁଇଟି ମ୍ୟାଚ ହାରି ସିରିଜ ହାରିଥିବା…
କୁକୁରର ଅନ୍ତିମ ସତ୍କାର କଲେ ପୋଲିସ କର୍ମଚାରୀ: ପ୍ରଶଂସାରେ ପୋତିପକାଇଲେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ, ୨।୧୨: ଉତ୍ତରପ୍ରଦେଶର ମିରୁଟର କମିଶନର ଛକଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କେତେଜଣ ପୋଲିସ କର୍ମଚାରୀ ଏକ କୁକୁରର ମୃତ୍ୟୁ ପରେ ତାକୁ ଅନ୍ତିମ ଯାତ୍ରାରେ ନେଇ ପାର୍କରେ ପୋତି ଦେଉଛନ୍ତି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ…
ଓଡ଼ିଶୀ, ଭାରତନାଟ୍ୟମରେ ଶିବ ଆରାଧନା
କୋଣାର୍କ,୨।୧୨(ଡି.ଏନ୍.ଏ.): ଓଡ଼ିଶା ପର୍ଯ୍ୟଟନ ବିଭାଗର ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସହଯୋଗରେ ଆୟୋଜିତ କୋଣାର୍କ ଉତ୍ସବ ୨୦୨୦ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ ମାଧ୍ୟମରେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କୋଣାର୍କ…
ଓଏଚ୍ଆର୍ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏକ କମିଟି ରାଜ୍ୟପାଳ ଗଣେଶୀ ଲାଲଙ୍କ ନିକଟରେ ଜଷ୍ଟିସ୍ ପଟେଲଙ୍କ…
ଓଏମ୍ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ
ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍ଏସ୍) ଏବଂ ଷ୍ଟକ୍ୟାର୍ଡ ପରିଚାଳନା ବ୍ୟବସ୍ଥା(ଏସ୍ଏମ୍ଏସ୍)ର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଓଏମ୍ସି ଦେଶର ଦ୍ରୁତ ଅଭିବୃଦ୍ଧି ସାଧାରଣ…
Archives


