ନୀଳନୟନା ଐଶ୍ଚର୍ଯ୍ୟା ରାୟଙ୍କ ପରି ଦେଖିବାକୁ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧୀନରେ ୨୦୦୯ରେ ଅନ୍ତର୍ଜାତୀୟ କ୍ରିକେଟ୍ ଆରମ୍ଭ କରିଥିବା ସୁଦୀପ ତ୍ୟାଗୀଙ୍କ ସ୍ତ୍ରୀ ପିୟା ତ୍ୟାଗୀ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ପିୟା ଇନ୍ଷ୍ଟାଗ୍ରାମରେ ବେଶ୍ ସକ୍ରିୟ ଥାନ୍ତି। ସେ ଅଧିକାଂଶ…
ସମ୍ମାନ ବଞ୍ଚାଇବା ପାଇଁ ପଡିଆକୁ ଓହ୍ଲାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିପାରିବେ ତୃତୀୟ ଦିନିକିଆ ମ୍ୟାଚ୍
କାନବେରା,୧।୧୨: ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ୩ ଟିକିଆ ଏକଦିବସୀୟ ସିରିଜ ହାରିଛି ଟିମ ଇଣ୍ଡିଆ। ଏବେ ଶେଷ ମ୍ୟାଚରେ ସମ୍ମାନ ବଞ୍ଚାଇବା ଦଳ ପାଇଁ ସୁଯୋଗ ରହିଛି। ଟି-୨୦ ସିରିଜ ପୂର୍ବରୁ ଉଭୟ ଦଳ ଶେଷ ଦିନିକିଆରେ ବୁଧବାର ମୁହାଁମୁହିଁ ହେବେ।…
ଆଉ ଏକ କ୍ରିକେଟ୍ ଟିମ୍ର ମାଲିକ ହେଲେ କିଙ୍ଗ୍ ଖାନ୍ ଶାହାରୁଖ୍
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଏବଂ କାରାବିଆନ୍ ପ୍ରିମିୟର ଲିଗ୍ (ସିପିଏଲ୍) ପରେ କିଙ୍ଗ୍ ଖାନ୍ ଶାହାରୁଖ୍ ଆମେରିକାର ଟି-୨୦ ଲିଗ୍ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ, କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଏବଂ ତ୍ରିନିଦାଦ୍ ଏବଂ…
ଲାଠିଚାର୍ଜ କରିଥିବା ପୋଲିସଙ୍କୁ ପ୍ରସାଦ ଦେଲେ ଅନ୍ନଦାତା
ନୂଆଦିଲ୍ଲୀ,୧।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଅନ୍ନଦାତା ଆନ୍ଦୋଳନ କରିଛନ୍ତି। ଅନ୍ନଦାତାଙ୍କ ବିରୋଧରେ ପୋଲିସମାନେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହିତ ପ୍ରବଳ ଥଣ୍ଡାରେ ପାଣି ବର୍ଷା କରିଛନ୍ତି। ସେହିପରି ଆନ୍ଦୋଳନକାରୀଙ୍କୁ ଘଉଡ଼େଇବା ପାଇଁ ପୋଲିସମାନେ ଲାଠିଚାର୍ଜ ମଧ୍ୟ କରିଛନ୍ତି।…
ଏପରି ସ୍ତ୍ରୀ ଥିଲେ ବ୍ୟକ୍ତି ହୋଇଥାନ୍ତି ଭାଗ୍ୟବାନ
ଗୋରା ରଙ୍ଗ ପାଇଁ ସାରା ଦୁନିଆ ପାଗଳ। ସମସ୍ତେ ଗୋରା ଝିଅକୁ ବିବାହ କରିବାକୁ ଚାହିଁଥାନ୍ତି। କିନ୍ତୁ ଯଦି ଆପଣଙ୍କର ଶ୍ୟାମଳ ରଙ୍ଗର ପ୍ରେମିକା କିମ୍ବା ସ୍ତ୍ରୀ ଅଛନ୍ତି ତେବେ ଆପଣ ହେଉଛନ୍ତି ସବୁଠାରୁ ଭାଗ୍ୟବାନ। ଜାଣିବା ସେ ବିଷୟରେ… ଶାସ୍ତ୍ର…
ଏହି ଖେଳାଳିଙ୍କ ପାଇଁ ଡ୍ରେସିଂ ରୁମ୍ରେ ଶର୍ଟ ଖୋଲି ଦେଇଥିଲେ ସୌରଭ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମହମ୍ମଦ କୈଫଙ୍କ ନାମ ଆସିବା ମାତ୍ରେ ଏହାର ପ୍ରଥମ ସ୍ମୃତି ହେଉଛି ଲର୍ଡସ ପଡିଆରେ ଖେଲାଯାଇଥିବା ନାଟଓ୍ବେଷ୍ଟ ଟ୍ରଫି ଫାଇନାଲ…
ମିଶନ ଫିଲ୍ମ ସିଟି: ମୁମ୍ବାଇ ପହଞ୍ଚିଲେ ଆଦିତ୍ୟନାଥ
ମୁମ୍ବାଇ,୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୁମ୍ବାଇରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶରେ ଏକ ଫିଲ୍ମ ସିଟି ନିର୍ମାଣ ପାଇଁ ସେ ବଲିଉଡ୍ର କେତେକ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ସହିତ ସାକ୍ଷାତ୍ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏପରି କରି ଭାଜପା ମହାରାଷ୍ଟ୍ରରେ…
ସୀମା ବିବାଦ ମଧ୍ୟରେ ପରୀକ୍ଷା ହେଲା ଆଣ୍ଟି ଶିପ୍ ଭର୍ସନ ବ୍ରହ୍ମୋସ କ୍ଷେପଣାସ୍ତ୍ର
ନୂଆଦିଲ୍ଲୀ,୧ ।୧୨: ସୀମାରେ ଚାଇନା ସହ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ମଙ୍ଗଳବାର ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିଶାଇଲର ଆଣ୍ଟି ଶିପ୍ ଭର୍ସନ ବା ଜାହାଜ ରୋଧି ସଂସ୍କରଣର ପରୀକ୍ଷା କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପରୁ ଏହା ପରୀକ୍ଷା…
ଶିବସେନାରେ ସାମିଲ୍ ହେଲେ ଉର୍ମିଳା
ମୁମ୍ବାଇ,୧।୧୨: ଫିଲ୍ମ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣି ରାଜନୀତିକୁ ଫେରିଛନ୍ତି। ରାଜନୀତିରେ ତାଙ୍କର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ଶିବସେନାରେ ଯୋଗଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍ ହୋଇଛନ୍ତି। ଏବେ ସେ ବିଧାନ…
୫ କୋଟି ଚାରା ରୋପଣ କରିବେ ନୀତିଶ ସରକାର
ପାଟନା,୧।୧୨: ବିହାରରେ ୨୦୨୧ରେ ୫ କୋଟି ଚାରା ରୋପଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ସବୁଜ ମିଶନ ଅନ୍ତର୍ଗତ ଅଢ଼େଇ କୋଟି ଚାରା ରୋପଣ ଲକ୍ଷ୍ୟ ରଖାଯାଇଥିଲା। ବର୍ତ୍ତମାନ…
ପ୍ରିୟଙ୍କା ନୁହଁନ୍ତି, ଏହି ଅଭିନେତ୍ରୀ ହେଉଛନ୍ତି ନିକ୍ଙ୍କ ପ୍ରଥମ ପ୍ରେମିକା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନାସଙ୍କ ବିବବାକୁ ଆଜି ୨ ବର୍ଷ ହୋଇଯାଇଛି। ଆଜିର ଦିନରେ ଅର୍ଥାତ୍ ୧-୨ ଡିସେମ୍ବର, ୨୦୧୮ରେ ଏହି ଯୋଡି ହିନ୍ଦୁ ଏବଂ ଖ୍ରୀଷ୍ଟିିୟାନ୍ ରୀତିରେ ବିବାହ କରିଥିଲେ। ଏହି ବିବାହ ଯୋଦ୍ଧପୁରର ଉମିଦ୍…
ଲକ୍ଡ଼ାଉନ୍ ଶିଖାଇ ଦେଲା ଦାମ୍ପତ୍ୟ ଜୀବନର ଗୁରୁତ୍ୱ: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ସ୍ତ୍ରୀ
ଭୋପାଳ,୧।୧୨: ଦାମ୍ପତ୍ୟ ଜୀବନରେ କେତେକ ଭୁଲ ବୁଝାମଣା ଏବଂ ସନ୍ଦେହରୁ ଝଡ଼ ଦେଖାଦେଇଥାଏ। ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣାରେ ଜଣେ ସ୍ତ୍ରୀ ନିଜ ଭାଇ, ଭାଉଜ ଏବଂ ପରିବାର ସଦସ୍ୟଙ୍କ କଥାରେ ପଡ଼ି ସ୍ବାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ।…
Archives


