ଉତ୍ପଳ କୁମାର ସିଂ ଲୋକ ସଭା ମହାସଚିବ
ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ ସେ…
କରିନାଙ୍କୁ ‘ଆଣ୍ଟି’ ଡାକିଥିଲେ ସାରା, ଏମିତି ଥିଲା ସୈଫ୍ଙ୍କ ପ୍ରତିକ୍ରିୟା
ବଲିଉଡ୍ ଅଭିନେତା ସୈଫ ଅଲ୍ଲୀ ଖାନ ଅଭିନେତ୍ରୀ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପୂର୍ବରୁ ସେ ଅମ୍ରିତା ସିଂଙ୍କୁ ବିବାହ କରିଥିଲେ। ତାଙ୍କ ଔରସରୁ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଏବଂ ଇବ୍ରାହିମ ଜନ୍ମ ନେଇଥିଲେ। ବାପାଙ୍କ ଦ୍ୱିତୀୟ ସ୍ତ୍ରୀ…
‘ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ’
ନୂଆଦିଲ୍ଲୀ, ୧।୧୨: ନୂଆ କୃଷି ଆଇନକୁ ନେଇ ଚାଷୀମାନଙ୍କୁ ବିଭ୍ରାନ୍ତ କରାଯାଉଛି। ଏହା କୃଷକମାନଙ୍କ ସ୍ବାର୍ଥ ବିରୋଧୀ ଓ ଭବିଷ୍ୟତ ପ୍ରତି ବିପଦ ବୋଲି ବିରୋଧୀ ଦଳଗୁଡ଼ିକ ଭିତ୍ତିହୀନ ଗୁଜବ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି। କୃଷକଙ୍କୁ…
‘ମୋଦି ସରକାର ଏକଚ୍ଛତ୍ରବାଦୀ’
ନୂଆଦିଲ୍ଲୀ, ୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ସାମ୍ପ୍ରଦାୟିକ, ଫାସିବାଦୀ ତଥା ଏକଚ୍ଛତ୍ରବାଦୀ ବୋଲି ସୋମବାର ଆନ୍ଦୋଳନରତ କୃଷକମାନେ ଅଭିଯୋଗ କରିଛନ୍ତି। ଏଥିସହିତ ବୁରାରିର ସନ୍ଥ ନିରଙ୍କରୀ ପଡ଼ିଆରେ ଆନ୍ଦୋଳନକାରୀମାନେ ଏକତ୍ର ହେବାକୁ ସରକାର ଦେଇଥିବା ପ୍ରସ୍ତାବକୁ କୃଷକମାନେ…
ଧାନ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ
କପ୍ତିପଦା,୧ା୧୨(ଡ଼ି.ଏନ୍.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ବିଶୋଳ ଛକରେ ଏକ ଧାନ ବୋଝେଇ ଟ୍ରାକ୍ଟରରେ ସୋମବାର ନିଆଁ ଲାଗି ଯାଇଥିଲା। ବିଶୋଳ ଗ୍ରାମର ଅଞ୍ଜନ ବେହେରା ବିଲରୁ ଧାନ କଳେଇ ବୋଝେଇ କରି ଆସୁଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ…
୧୭ ବର୍ଷରେ ୨୦୫୦ ସଂକ୍ରମିତ
ଅନୁଗୋଳ ଅଫିସ, ୧ା୧୨ ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ…
ତେନ୍ଦୁଲକରଙ୍କ ସହାୟତା
ମୁମ୍ବାଇ, ୧ା୧୨ (ପି.ଟି.)-ଭାରତୀୟ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଗୁରୁତର ରୋଗରେ ପୀଡ଼ିତ ୬ଟି ରାଜ୍ୟର ୧୦୦ ଜଣ ଅନଗ୍ରସର ଶିଶୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ। ଇକାମ ନାମକ ଫାଉଣ୍ଡେଶନ ସହିତ ପାର୍ଟନରଶିପ୍ରେ ସେ ଏହି କାର୍ଯ୍ୟ…
ଓ୍ବାର୍ନର ଓହରିଲେ, କୁମିନ୍ସଙ୍କୁ ବିଶ୍ରାମ
ସିଡ୍ନୀ,୧ା୧୨(ପି.ଟି.): ଅଷ୍ଟ୍ରେଲୀୟ ଓପନର ଡେଭିଡ ଓ୍ବାର୍ନର ଭାରତ ବିପକ୍ଷ ଅବଶିଷ୍ଟ ସୀମିତ ଓଭର କ୍ରିକେଟ ସିରିଜରୁ ଓହରି ଯାଇଛନ୍ତି। ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚ ଅବସରରେ ସେ ଉରୁସନ୍ଧିରେ ଆଘାତ ପାଇଥିଲେ। ସେହିପରି ଫାଷ୍ଟ ବୋଲର ପ୍ୟାଟ୍ କୁମିନ୍ସଙ୍କୁ ମଧ୍ୟ…
ଏ ବର୍ଷ ହେବନି ତୋଷାଳି ମେଳା, ଶିଶିର ସରସ
ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ହେବ ନାହିଁ ତୋଷାଳି କ୍ରାଫ୍ଟ ମେଳା ଏବଂ ଶିଶିର ସରସ ମେଳା। ଏହି ବାଣିଜି୍ୟକ ମେଳା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏ ନେଇ ସୋମବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ…
ଓସିଏ ଆୟୋଜନ କରିବ ଟି-୨୦ ଲିଗ୍
ଭୁବନେଶ୍ୱର, ୩୦ା୧୧ (ସ୍ପୋଟର୍ସ ବ୍ୟୁରୋ)-କଟକସ୍ଥିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) କ୍ଲବ ପରିସରରେ ଏହାର କର୍ମକର୍ତ୍ତା, ଫାଇନାନ୍ସ କମିଟି ଓ ଟୁର୍ନାମେଣ୍ଟ କମିଟି ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା କ୍ରିକେଟର ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମି…
ଆରୋଗ୍ୟ ହେଲେ ଆଉ ୮୦୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩୦।୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୮୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୮୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୧, ବାଲେଶ୍ୱରରୁ ୬୧, ମୟୂରଭଞ୍ଜରୁ ୫୩, କେନ୍ଦୁଝରରୁ ୫୧, ନୂଆପଡାରୁ ୫୧, କଟକରୁ ୪୭, ଜଗତସିଂହପୁରରୁ ୪୪, ସମ୍ବଲପୁରରୁ…
ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ
ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଛନ୍ତି। ଉକ୍ତ ଇଟାଭାଟିରେ…
Archives


