ସଂଘର୍ଷରୁ ସଫଳ: ଅଣଶ୍ୱେତାଙ୍ଗ ସିନେଟର୍
ଭରମୋଣ୍ଟ ଷ୍ଟେଟ୍ ଲେଜିସ୍ଲେଚରକୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ତଥା ଅଣଶ୍ୱେତାଙ୍ଗ ମହିଳା ଭାବେ ନିର୍ବାଚିତ ହେବାରେ କେଶା ରାମ ଥିଲେ ଆମେରିକାର ସବୁଠୁ କମ୍ ବୟସର ଲେଜିସ୍ଲେଟର। ରାଜନୀତିରେ ଡେମୋକ୍ରାଟ ଦଳର ଏହି ନେତ୍ରୀଜଣଙ୍କ ତାଙ୍କ ଲକ୍ଷ୍ୟରେ ପହଞ୍ଚିବାକୁ ବହୁ ବାଧାବିଘ୍ନ…
ଯଦୁପୁରରେ ଏସ୍ଆଇଟି ଟିମ୍
ନୟାଗଡ଼ ଅଫିସ,୨ା୧୨: ପରୀ ହତ୍ୟା ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍ (ଏସ୍ଆଇଟି) ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ପ୍ରଥମେ ସେ ନୟାଗଡ଼ ସର୍କିଟ ହାଉସ୍ରେ ଅତିରିକ୍ତ ଏସ୍ପି, ନୟାଗଡ଼…
ଶୁଭଶ୍ରୀ ‘ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା’
ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ କନ୍ଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ଶ୍ରେଷ୍ଠ ୩୧ ଜଣ…
ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ
ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ତାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ…
ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ
ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା। ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ହେବା ନେଇ ଆଲୋଚନା ଚାଲିଥିବାବେଳେ ମଙ୍ଗଳବାର କଦମ୍ବ…
ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି
ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍ୱେଲ୍ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ…
୨୫ରେ ବାଜିବ ସାହାନାଇ
ବମ୍ବେ: ବଲିଉଡ୍ରେ ଏବେ ଚାଲିଛି ବିବାହର ସିଜନ। ଗୋଟିଏ ପରେ ଗୋଟିଏ କଳାକାଳ ଚଳିତ ବର୍ଷ ହାତକୁ ଦୁଇହାତ ହେବାକୁ ଯୋଜନା କରୁଛନ୍ତି। ନିକଟରେ ପ୍ରେମିକ ଜୈଦ ଦରବାରଙ୍କୁ ହଁ କହିଥିବା ଗୌହର ଖାନ୍ ଏହି ଦୌଡ଼ରେ। ଡିସେମ୍ବର ୨୫ରେ ସେ…
ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା
ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍ ଟିକା କାହାକୁ ଦିଆଯିବ ଅବା ନାହିଁ ସେ ନେଇ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଉଥିଲା। ଏପରିକି ଭାରତର ପ୍ରତିଟି…
ଏହି ଶୀର୍ଷ ଖେଳାଳିଙ୍କୁ ‘ଡରିବାର ଆବଶ୍ୟକତା ନାହିଁ’ ବୋଲି କହିଲେ ଅଷ୍ଟ୍ରେଲିଆ ଅଧିନାୟକ
କାନବେରା,୧।୧୨: ଭାରତ ବିପକ୍ଷରେ ଖେଳୁଥିବା ଦିନିକିଆ ସିରିଜରେ ଭଲ ପ୍ରଦର୍ଶନ କରି ନିଜର ଦବଦବା ଜାହିର କରିଛି ଅଷ୍ଟ୍ରେଲିଆ ଟିମ୍। ହେଲେ ଦଳର ଶୀର୍ଷ ଦ୍ରୁତ ବୋଲର ମିଶେଲ ଷ୍ଟାର୍କଙ୍କ ଫର୍ମ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକ ଆରୋନ ଫିଞ୍ଚ ମଙ୍ଗଳବାର…
ନୟାଗଡ଼ରେ ଅରୁଣ ବୋଥ୍ରା
ନୟାଗଡ଼ ଅଫିସ,୧।୧୨: ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚିଛନ୍ତି। ନୟାଗଡ଼ ସର୍କିଟ ହାଉସ୍ରେ ପୂର୍ବରୁ ୪ଜଣିଆ ଟିମ୍ ଉପସ୍ଥିତ ଥିଲେ। ଏହାପରେ ବୋଥ୍ରାଙ୍କ ଟିମ୍ ପରିର ଗାଁ ଯଦୁପୁର ଯାଇ ମା’ବାପାଙ୍କୁ…
ନିଜପରି ବନ୍ଧୁଙ୍କୁ ଅବିବାହିତ ରଖିବାକୁ ଚାହୁଁଥିଲେ ସଲମାନ୍: ବନ୍ଧୁଙ୍କ ବିବାହ ସମୟରେ କାନରେ କହିଥିଲେ ଏହା…
ବଲିଉଡ୍ର ଦବଙ୍ଗ ଖାନ୍ଙ୍କ ସଲମାନ୍ଙ୍କ ବିବାହକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। ଇତିମଧ୍ୟରେ ସେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ତାଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଥାଏ। ନିକଟରେ କପିଲ ଶର୍ମାଙ୍କ ଶୋ’ରେ ଫିଲ୍ମ ‘ହାଉସଫୁଲ’ର ପ୍ରମୋଶନ କରିବାକୁ ସାଜିଦ ନାଦିଓ୍ବାଦଓ୍ବାଲ…
୨୧ ବର୍ଷ ପୂର୍ବେ ଏହି ଅଭିନେତ୍ରୀଙ୍କୁ ବିବାହ କରିବାକୁ ଯାଉଥିଲେ ସଲମାନ୍: ଛପା ସରିଥିଲା କାର୍ଡ, ହେଲେ….
ସଲମାନ୍ ଖାନ୍ ଇତିମଧ୍ୟରେ ୫୪ ବର୍ଷର ହୋଇଯାଇଥିଲେ ମଧ୍ୟ ନିଜ ବିବାହକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ସମସ୍ତେ ତାଙ୍କ ବିବାହକୁ ନେଇ ଉତ୍ସାହିତ ଅଛନ୍ତି। ତେବେ ୨୧ ବର୍ଷ ପୂର୍ବେ…
Archives


