ମୁକୁଲ ରାୟଙ୍କ ନଁ।ରେ ଚାର୍ଜଶିଟ୍
କୋଲକାତା, ୬।୧୨: କ୍ରିଷ୍ଣଗଞ୍ଜର ତୃଣମୂଳ କଂଗ୍ରେସ (ଟିଏମ୍ସି) ବିଧାୟକ ସତ୍ୟଜିତ ବିଶ୍ୱାସ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରାୟଙ୍କ ବିରୋଧରେ ପଶ୍ଚିମବଙ୍ଗ ସିଆଇଡି ଅତିରିକ୍ତ ଚାର୍ଜଶିଟ୍ ଦାଖଲ କରିଛି। ଶନିବାର ଅପରାହ୍ଣରେ ନଦିଆ ଜିଲାର ଏକ…
ଅଧିକ ସମୟ ମାଗିଲା କେନ୍ଦ୍ର
ନୂଆଦିଲ୍ଲୀ, ୬।୧୨(ପି.ଟି.): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଥିବାବେଳେ ଶନିବାର କେନ୍ଦ୍ର ସରକାରଙ୍କ ସହ ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ନୂଆ…
ଗ୍ରହାଣୁରୁ ମୃତ୍ତିକା ଆଣୁଛି ଜାପାନ
ଟୋକିଓ, ୬।୧୨: ଜାପାନର ହାୟାବୁସା୨ ମହାକାଶ ଯାନ ଏକ କ୍ୟାପସୁଲ୍କୁ ସଫଳତାର ସହ ଅଲଗା କରି ପୃଥିବୀ ଅଭିମୁଖେ ପଠାଇଛି। ଏଥିରେ ଏକ ଦୂରନ୍ତ ଗ୍ରହାଣୁ ପିଣ୍ଡରୁ ମୃତ୍ତିକା ଅଣାଯାଉଛି। ଏହାକୁ ଅନୁଧ୍ୟାନ କରାଯିବା ପରେ ସୌରଜଗତର ମୂଳ ଏବଂ ପୃଥିବୀରେ…
କରୋନାରେ ଗୁଜରାଟ ବିଚାରପତିଙ୍କ ଦେହାନ୍ତ
ଅହମ୍ମଦାବାଦ, ୬ା୧୨: କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ଗୁଜରାଟ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜି. ଆର୍ ଉଦ୍ଓ୍ବାନି(୫୯)ଙ୍କର ଶନିବାର ଦେହାନ୍ତ ହୋଇଛି। ଗତ ନଭେମ୍ବର ୧୯ରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ୨୨ରେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ…
ଆନ୍ଦୋଳନକୁ ଅନ୍ତର୍ଜାତୀୟ ସମର୍ଥନ
ଓ୍ବାଶିଂଟନ/ଓଟାଓ୍ବା/ଲଣ୍ଡନ, ୬।୧୨:କେନ୍ଦ୍ରର ବିବାଦୀୟ କୃଷି ଆଇନକୁ ବିରୋଧ କରି ଭାରତରେ ୧୦ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଶନିବାର ସରକାରଙ୍କ ସହ ଚାଷୀ ସଂଗଠନଗୁଡ଼ିକର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ପ୍ରତ୍ୟାହାର ଦାବିରେ…
ଟିକାକରଣ ପାଇଁ କମିଟି ଗଠନ କଲେ ସରକାର
ଭୁବନେଶ୍ୱର, ୫।୧୨(ବ୍ୟୁରୋ)- ଖୁବ୍ଶୀଘ୍ର ଦେଶରେ କରୋନା ଟିକା ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଟିକାକରଣ ବ୍ୟବସ୍ଥା ଯେଭଳି ସୁଗମ ହୋଇପାରିବ ସେଥିପାଇଁ ବିଭିନ୍ନ କମିଟି ଗଠନ କରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୬୦୫ କରୋନା ଆକ୍ରାନ୍ତ: କଟକରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୫।୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୬୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକରୁ ସର୍ବାଧିକ ୬୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୬୭, ସୁନ୍ଦରଗଡରୁ ୬୭, ଅନୁଗୋଳରୁ ୬୩, ମୟୂରଭଞ୍ଜରୁ ୩୭, କଳାହାଣ୍ଡିରୁ ୩୫, କେନ୍ଦ୍ରାପଡାରୁ ୨୬, କେନ୍ଦୁଝରରୁ ୨୪, ବରଗଡରୁ…
ରାଜ୍ୟରେ କରୋନା ଦ୍ୱିତୀୟ ଲହରି ଆଶଙ୍କା ନାହିଁ
ଭୁବନେଶ୍ୱର, ୫।୧୨(ବ୍ୟୁରୋ)-କରୋନାର ଦ୍ୱିତୀୟ ଲହରି ଆଶଙ୍କା ଓଡ଼ିଶାରେ ନାହିଁ। ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା। ତାହା ଆଉ ଆସି ନ ପାରେ ବୋଲି ସ୍ବାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ତଥା ଏସ୍ସିବି ମେଡିସିନ୍…
ପୁଣି ଫେଲ୍ ମାରିଲା ଚାଷୀ-ସରକାରଙ୍କ ଆଲୋଚନା
ନୂଆଦିଲ୍ଲୀ,୫ା୧୨: ଶନିବାର କୃଷି ଆଇନକୁ ବିରୋଧ କରି କୃଷକ ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବୈଠକ ପୁଣି ଥରେ ବିଫଳ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ବୈଠକରୁ କୌଣସି ସମାଧାନର ବାଟ ବାହାରିପାରିନାହିଁ। କୃଷକମାନେ ସେମାନଙ୍କ ଜିଦ୍ରେ ଅଟଳ…
ରାଜରାସ୍ତାରେ ହାତୀ, ଲୋକେ ଆତଙ୍କିତ
ନିରାକାରପୁର,୫ା୧୨(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ମାତ୍ର ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ହାତୀମାନେ କେତେବେଳେ ଗାଁଗଣ୍ଡାରେ ପ୍ରବେଶ କରୁଛନ୍ତି ତ ଆଉ କେତେବେଳେ ରାଜରାସ୍ତାରେ ଛିଡ଼ା…
କରୋନାକୁ ଡରି ସ୍ତ୍ରୀଙ୍କଠାରୁ ସାମାଜିକ ଦୂରତା ରକ୍ଷା କରୁଥିଲେ ସ୍ବାମୀ, ଶେଷରେ କୋର୍ଟରେ ଦେବାକୁ ପଡ଼ିଲା ପୁରୁଷତ୍ୱର ପ୍ରମାଣ
ଭୋପାଳ,୫ା୧୨: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ବାସ୍ତବରେ କରୋନା ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏକ ଦମ୍ପତି। ତେବେ ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କଠାରୁ ‘ସାମାଜିକ ଦୂରତା’ ବଜାୟ…
ବିନା ମାଟିରେ ଜୈବିକ ଚାଷ କରି ଦିଗ୍ଦର୍ଶକ ପାଲଟିଛନ୍ତି କୋରାପୁଟର ପୁଅ
କୋରାପୁଟ,୫ା୧୨(ସ୍ବ.ପ୍ର.): କରୋନା ମହାମାରୀ ଯୋଗୁ ସବୁକିଛି ବଦଳିଯାଇଛି। କିଛି ଲୋକ ନିଜନିଜ କାର୍ଯ୍ୟରେ ପରିବର୍ତ୍ତନ ଆଣିଥିବାବେଳେ ଆଉ କିଛି ଲୋକ ନୂତନ କୌଶଳ ଆପଣାଇ ନିଜକୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଏହି କରୋନା ଯୋଗୁ ବାଙ୍ଗାଲୁରୁରେ ଡାଟା ସାଇନ୍ସ…
Archives


