କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ: ଆଜି ୩୯୩ ପଜିଟିଭ୍ ଚିହ୍ନଟ, ୬ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ରବିବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୯୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୧୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା…
୧୨ ମାଓବାଦୀ କଲେ ଆତ୍ମସମର୍ପଣ
ବିଶାଖାପଟ୍ଟନମ୍, ୬।୧୨: ଆନ୍ଧ୍ରପ୍ରଦେଶରେ ୧୨ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବିଶାଖାପଟ୍ଟନମ୍ ଜିଲାର ଚିନ୍ତାପାଲେ ଅଞ୍ଚଳରେ ମାଓବାଦୀମାନେ ରାଜ୍ୟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଗାଲିକୋଣ୍ଡା ଅଞ୍ଚଳର ପଥରୁଡ଼ିଗୁଣ୍ଟା, ପାନାସାଲାବଣ୍ଡା, ଅକୁଲୁରୁ ଏବଂ ରାମଗଡ୍ଡା ଗାଁର ବାସିନ୍ଦା…
ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ
ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍ଭେଷ୍ଟିଗେଶନ୍ ଟିମ୍(ଏସ୍ଆଇଟି) ତଦନ୍ତ ଜୋର୍ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ ଏସ୍ଆଇଟି ମୁଖ୍ୟ ପୋଲିସ ଆଇଜି ଅରୁଣ ବୋଥ୍ରା ୨ ସପ୍ତାହ ଅପେକ୍ଷା କରିବାକୁ କହିଛନ୍ତି।…
ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ: ଡାକ୍ତର-ଶିକ୍ଷକ-ବୟସ୍କଙ୍କୁ ପ୍ରଥମେ
ମସ୍କୋ, ୬।୧୨: କରୋନା ଲଢ଼େଇରେ ପ୍ରଥମ ଦେଶଭାବେ ରୁଷ୍ରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ଡାକ୍ତର,ଶିକ୍ଷକ ଏବଂ ବୟସ୍କଙ୍କୁ ଏହି ଟିକା ଦିଆଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କୁ ଏହା ପ୍ରଦାନ…
କରୋନା ବିରୋଧରେ ଲଢ଼େଇ: ଗରିବଙ୍କ ସହାୟତା ପାଇଁ ଧନୀଙ୍କ ଉପରେ ବଢ଼ିଲା ଟିକସ
ବୁଇନୋସ୍ ଆରିସ୍, ୬।୧୨: କରୋନା ବିରୋଧରେ ଲଢ଼େଇ ପାଇଁ ଲାଟିନ୍ ଆମେରିକା ଦେଶ ଆର୍ଜେଣ୍ଟିନାରେ ନୂଆ ଆଇନ ପ୍ରଣୟନ କରାଯାଇଛି। କରୋନା ଯୋଗୁ ଦେଶର ଗରିବଙ୍କ ଆର୍ଥିକ ଅବସ୍ଥା ଖରାପ ହୋଇଯାଇଛି। ତେଣୁ ସେମାନଙ୍କର ସହାୟତା ପାଇଁ ଦେଶର ଧନୀଙ୍କ ଉପରେ…
ସ୍ବଚ୍ଛ ସର୍ବେକ୍ଷଣ ନାଁରେ ଅର୍ଥଶ୍ରାଦ୍ଧ
ଖୋର୍ଦ୍ଧା ଅଫିସ,୬ା୧୨: ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଖୋର୍ଦ୍ଧା ସହରକୁ ଶୀର୍ଷତା ସ୍ଥାନରେ ରଖିବା ଲାଗି ପୌର ପରିଷଦ ପକ୍ଷରୁ ‘ସ୍ବଚ୍ଛ ଭାରତ ସୁସ୍ଥ ଭାରତ’ ଅଭିଯାନ ଆରମ୍ଭ ହୋଇଛି। ଖୋର୍ଦ୍ଧା ସହରରେ ୨୨ଟି ଓ୍ବାର୍ଡ ରହିଥିବା ବେଳେ ତନ୍ମଧ୍ୟରୁ ୨୦ଟି ଓ୍ବାର୍ଡ…
ପୁଣି ମିଛ କହିଲେ ଟ୍ରମ୍ପ୍: ଜର୍ଜିଆରେ ବିଜୟୀ ହେବାର ମିଥ୍ୟା ଦାବି କଲେ
ଓ୍ବାଶିଂଟନ,୬।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ଏବେ ବି କାଦୁଆ ଫିଙ୍ଗା ଜାରି ରହିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ମିଛ କହିଛନ୍ତି। ଟ୍ରମ୍ପ୍ ଜର୍ଜିଆରେ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ଙ୍କ ବିଜୟକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଟ୍ରମ୍ପ୍…
ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଟାଟା କମ୍ପାନୀ ପକ୍ଷରୁ ଆକାଶଙ୍କ ଚାକିରିକୁ ଅସ୍ବୀକାର…
ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାଷୀଙ୍କ ଆଢୁଆଳରେ ଆନ୍ଦୋଳନ କରୁଛନ୍ତି
ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଚାଷୀଙ୍କୁ ଦିଆଯାଉଥିବା ଟୋକନ ଏବଂ ଧାନକିଣାରେ ଅନିୟମିତତା ହେଉଥିବା ନେଇ କେତେକ ସଂଗଠନ ଚାଷୀଙ୍କ ନାମରେ ନିଜର ନ୍ୟସ୍ତ ସ୍ବାର୍ଥ ପାଇଁ ଆନ୍ଦୋଳନ କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।…
ଅନ୍ନଦାତାଙ୍କ ଆନ୍ଦୋଳନକୁ ସମର୍ଥନ କଲେ ବର: କନ୍ୟାଘରକୁ ଗଲେ ଟ୍ରାକ୍ଟରରେ
କର୍ନାଲ,୬।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଧୀରେଧୀରେ ଆନ୍ଦୋଳନକୁ ଲୋକଙ୍କ ସମର୍ଥନ ମିଳିବାରେ ଲାଗିଛି। ହରିୟାଣା କର୍ନାଲରେ ଜଣେ ଯୁବକ ଆନ୍ଦୋଳନକୁ ସମର୍ଥନ କରି ବିବାହ କରିବା ଲାଗି ଟ୍ରାକ୍ଟର ନେଇ କନ୍ୟା…
ନିରାଡ଼ମ୍ବର ହେବ ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବ
ଓ୍ବାଶିଂଟନ, ୬।୧୨(ପି.ଟି.): ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଶପଥ ନେବାକୁ ଥିବାବେଳେ ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ…
ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ
ନୂଆଦିଲ୍ଲୀ, ୬।୧୨: କୋଭିଡ୍ ଚିହ୍ନଟ ଲାଗି ହୋଇଥିବା ଆର୍ଟି-ପିସିଆର୍ ପରୀକ୍ଷାରେ ଘରୋଇ ଲାବ୍ ଓ ହସ୍ପ୍ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ ଅର୍ଥ ଫେରାଇବା ଆବଶ୍ୟକ। ଏଥିପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେବାକୁ…
Archives


