ସହରର ଉନ୍ନତି ନେଇ ବିଧାୟକଙ୍କ ସହ ଆଲୋଚନା କଲେ ଦଳୀୟ ନେତୃବୃନ୍ଦ
ଗଞ୍ଜାମ,୬ା୧୨(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ପୋତାଗଡ଼ଠାରେ ରବିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଦଳୀୟ ନେତୃବୃନ୍ଦଙ୍କ ସହ ଦଳୀୟ ସଂଗଠନ ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଆସନ୍ତା ସପ୍ତାହରେ ଘର ପଟ୍ଟା ବଣ୍ଟନ କରାଯିବା ପାଇଁ ପ୍ରଶାସନ…
ଜରୁରୀ କାଳୀନ ସ୍ଥିତିରେ ପ୍ରୟୋଗ କରାଯିବ ଫାଇଜର-ବାୟୋଏନ୍ଟେକ୍ ଟିକା: ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା
ନୂଆଦିଲ୍ଲୀ, ୬।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ଫାଇଜର ଏବଂ ବାୟୋଏନ୍ଟେକ୍ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଟିକାକୁ ପ୍ରୟୋଗ କରାଯିବ ଲାଗି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ(ଡିସିଜିଆଇ)ର ମଞ୍ଜୁରୀ ଲୋଡ଼ାଯାଇଛି। ଏବେ ଡିସିଜିଆଇ ମଞ୍ଜୁରୀକୁ ଅପେକ୍ଷା କରାଯାଇଛି। ଜର୍ମାନୀର ବାୟୋଫାର୍ମାସି୍ୟଟିକାଲ…
ଚାଇନାର ଷଡ଼ଯନ୍ତ୍ର: ଅରୁଣାଚଳ ସୀମାରେ ସ୍ଥାପନ କରିଛି ୩ ଗାଁ
ନୂଆଦିଲ୍ଲୀ, ୬।୧୨: ଭାରତ ସହିତ ଚାଇନା ସୀମା ବିବାଦ ବଢ଼ାଇବାରେ ଲାଗିଛି। ଭାରତର ଜମିକୁ ଜୋର୍ ଜବରଦସ୍ତ ନିଜର ବୋଲି କହି ଚାଇନା ଅରୁଣାଚଳ ସୀମାରେ ୩ ଗାଁ ସ୍ଥାପନ କରିଛି। ବୁମ୍ ଲା ଗରିପଥଠାରୁ ଗାଁ ଗୁଡ଼ିକ ୫ କିଲୋମିଟର…
ଦିଦିଙ୍କ ଘରେ ଭାଜପା ମିଶନ: ବିଦ୍ରୋହୀ ତାଲିକାରେ ଆଉ ଜଣେ ମନ୍ତ୍ରୀ
କୋଲକାତା, ୬।୧୨: ଭାଜପାର ପଶ୍ଚିମବଙ୍ଗ ମିଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଫାଟ ବଢ଼ାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି। ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ିଥିବାବେଳେ ଏବେ ରାଜ୍ୟ ବନ ମନ୍ତ୍ରୀ ତଥା ଡୋମଜୁଡ଼…
ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ
ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ଉପରେ ରବିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ଜଣେ ଯବାନ ଏବଂ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ରୀନଗରର ହାଓ୍ବାଲସ୍ଥିିିତ ସାଜ୍ଗାରିପୋରାରେ ପୋଲିସ ଏବଂ…
୧୩ ବର୍ଷରେ ଏପରି କାହାଣୀ ଲେଖୁଛନ୍ତି ଏହି ନାବାଳକ, ପଢ଼ିଲେ ହେବେ ଭାବପ୍ରବଣ
ଜମ୍ମୁ-କଶ୍ମୀର,୬ା୧୨: କଶ୍ମୀରର ଜଣେ ୧୩ ବର୍ଷର ନାବାଳକ ଏପରି ସମ୍ବେଦନଶୀଳ କାହାଣୀ ଲେଖୁଛନ୍ତି, ତାଙ୍କ ଲେଖା ଯିଏ ପଢୁଛି ସେ ଭାବପ୍ରବଣ ହୋଇଯାଉଛି। ସେ କ୍ଷୁଦ୍ରଗଳ୍ପ, ବିଭିନ୍ନ ପ୍ରବନ୍ଧ ଲେଖିଥାନ୍ତି। ତାଙ୍କ ଲେଖାକୁ ବଡ଼ବଡ଼ ଲେଖକମାନେ ମଧ୍ୟ ପସନ୍ଦ କରିବା ସହ…
ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ
ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ କଂଗ୍ରେସ ସାମିଲ୍ ହେବ। ଦଳୀୟ କାର୍ଯ୍ୟାଳୟରେ ଏନେଇ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପ୍ରବକ୍ତା…
ବାଘ ବେକରେ ଫାଶ, ରାଜ୍ୟରେ ରେଡ୍ ଆଲର୍ଟ ଜାରି
ଜୟପୁର,୬ା୧୨: ରାଜସ୍ଥାନରେ ଦେଶର ସବୁଠୁ ପ୍ରସିଦ୍ଧ ରଣଥମ୍ବୋର ଜାତୀୟ ଉଦ୍ୟାନରେ ଏକ ବାଘ ବେକରେ ତାରର ଫାଶ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ସମଗ୍ର ରାଜ୍ୟରେ ଉତ୍ତେଜନା ଦେଖାଦେଇଛି। ଟାଇଗର ରିଜର୍ଭର ଟାଇଗର ଟି -୧୦୮ ବେକରେ ଏହି…
୧୧ ମାସରେ ୨୧୧ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି
ଶ୍ରୀନଗର, ୬।୧୨: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁ ଗତ ୧୧ ମାସ ମଧ୍ୟରେ ବଡ଼ ସଫଳତା ମିଳିଛି। ଏହି ସମୟ ମଧ୍ୟରେ ୨୧୧ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସେହିପରି ୪୭ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ମୃତକଙ୍କ…
କୋମାରେ ସନ୍ତୋଷପୁର ସ୍ବାସ୍ଥ୍ୟକେନ୍ଦ୍ର: ୧୦ବର୍ଷ ହେଲା ନାହାନ୍ତି ଡାକ୍ତର
ରୂପ୍ସା, ୬ା୧୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନରେ ଥିବା ସନ୍ତୋଷପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ କୌଣସି ଡାକ୍ତର ନିଯୁକ୍ତି ହେଉ ନ ଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜଣେ ଫାର୍ମାସିଷ୍ଟ, ଜଣେ ପିଅନ ଓ ସ୍ବାସ୍ଥ୍ୟସେବିକାଙ୍କ…
ଚାଇନା ତିଆରି କରୁଛି ‘ସୁପର ସୋଲଜର’: ଆମେରିକାର ବଢୁଛି ଚିନ୍ତା
ବେଜିଂ, ୬।୧୨: ଲଦାଖଠାରୁ ଆରମ୍ଭ କରି ତାଇଓ୍ବାନ୍ ପର୍ଯ୍ୟନ୍ତ ଚାଇନା ସମସ୍ତ ଅଞ୍ଚଳରେ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରୁଛି। ତେବେ ଭବିଷ୍ୟତରେ ଯୁଦ୍ଧରେ ଶତ୍ରୁ ଉପରେ ସହଜ ବିଜୟ ପାଇଁ ଚାଇନା ସୈନ୍ୟ ବାହିନୀରେ ‘ସୁପର ସୋଲଜର’ଙ୍କୁ ସାମିଲ…
ଚାଷୀଙ୍କୁ ମିଳୁନି ଟୋକନ, ଖଳାରେ ପଡିଛି ଧାନ
ଗୁଣପୁର,୬ା୧୨(ଡି.ଏନ୍.ଏ.): ଚାଷୀଙ୍କ ଏବେ ବିଷମ ସ୍ଥିତି। ବର୍ଷ ତମାମ ଜମିରେ ଖଟି ଧାନ ସଂଗ୍ରହ କରିଥିବାବେଳେ ଏବେ ତାହାକୁ ବିକ୍ରି କରିବାକୁ ନେଇ ଦେଖାଦଇଛି ଜଟିଳ ପରିସ୍ଥିତି। ଯୋଗାଣ ବିଭାଗ ଏବଂ ରାଜସ୍ବ ବିଭାଗ ମଧ୍ୟରେ ଛନ୍ଦି ହୋଇ ପଡିଥିବା ଚାଷୀ…
Archives


