ରାଜସ୍ଥାନ ଅନ୍ନଦାତା ଦିଲ୍ଲୀ ମୁହାଁ: ମୁକାବିଲା ପାଇଁ ହରିୟାଣା ସୀମାରେ ବଜ୍ର ବାହନ-୩ କମ୍ପାନୀ ଫୋର୍ସ
ନୂଆଦିଲ୍ଲୀ,୧୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ୧୮ ଦିନରେ ପହଞ୍ଚିଛି। ଇତିମଧ୍ୟରେ ରାଜସ୍ଥାନର ଚାଷୀ ସଂଗଠନ ଜୟପୁରରୁ ଦିଲ୍ଲୀ ହୋଇଛନ୍ତି। ସେମାନଙ୍କୁ ଅଟକାଇବା ପାଇଁ ହରିୟାଣା ସୀମାରେ ବଜ୍ର ବାହନ ସହିତ ୩ କମ୍ପାନୀ ଫୋର୍ସଙ୍କୁ ମୁତୟନ କରାଯାଇଛି। ଦେଶର…
ବିବାହରେ ଯୋଗ ଦେଇପାରୁନାହାନ୍ତି ବୋଲି ଅତିଥିଙ୍କ ଘରେ ପହଞ୍ଚିଲା ଭୋଜି: ରଙ୍ଗୀନ ବ୍ୟାଗ୍ରେ ସ୍ବାଦିଷ୍ଟ ଭୋଜନ ଦେଖି ସବୁ ଆଶ୍ଚର୍ଯ୍ୟ
ଚେନ୍ନାଇ: କରୋନା କାଳରେ ବଦଳିଛି ଚିନ୍ତାଧାରା। ପରିସ୍ଥିତି ସହ ଲଢ଼ିବା ପାଇଁ ମଣିଷ ଆପଣାଉଛି ଭଳିକି ଭଳି ଉପାୟ। ଏବେ ସଂକ୍ରମଣର ସଂଖ୍ୟା କମୁଥିଲେ ହେଁ ବିପଦ ପୁରା ଟଳିନାହିଁ। ଏଣୁ ସରକାରଙ୍କ ପକ୍ଷରୁ ସଚେତନ କରାଯିବା ସହ କିଛି କଥାରେ…
ଅମୃତାଙ୍କୁ ହାତ ଧରିବା ବେଳେ ୧୧ ବର୍ଷର ଥିଲେ କରିନା: କହିଥିଲେ ‘ ବିବାହର ଶୁଭେଚ୍ଛା ସୈଫ ଅଙ୍କଲ’
ବମ୍ବେ: ବଲିଉଡ୍ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ। ଏପରିକି ସେ ବିବାହ କରିବା ସମୟରେ କରିନାଙ୍କୁ ହୋଇଥିଲା ମାତ୍ର ୧୧ବର୍ଷ। ବିବାହରେ ଯୋଗଦେଇ…
ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’
ବମ୍ବେ: ବିବାହ ପରେ ଏବେ ହନିମୁନ୍ରେ ବିଗ୍ବସ୍ ଫେମ୍ ସନା ଖାନ୍। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍ତି ଅନସ ସଈଦଙ୍କ ହାତ ସେ ଧରିଛନ୍ତି। ନୂଆ ନୂଆ ବିବାହ ଯୋଗୁ ସ୍ବାମୀଙ୍କ ସହ ସମୟ ବିତାଇବା ସ୍ବାଭାବିକ…
ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ୍ ରଖିବାକୁ ପରାମର୍ଶ
ନୂଆଦିଲ୍ଲୀ,୧୩।୧୨: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଲଗାତାର ଉତ୍ତେଜନା ବଢ଼ିବାରେ ଲାଗିଛି। ସେହିପରି ଏଲ୍ଓସିରେ ମଧ୍ୟ ପାକିସ୍ତାନ ସହିତ ସ୍ଥିତି ସମ୍ବେଦନଶୀଳ ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସେନା ବାହିନୀଙ୍କୁ ୧୫ ଦିନ ଯୁଦ୍ଧ ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର…
ରୋହିତ ଦ୍ୱିଶତକ ମାରୁଥିବା ଦେଖି କାନ୍ଦି ପକାଇଥିଲେ ସ୍ତ୍ରୀ, ଏଭଳି ଢ଼ଙ୍ଗରେ ପାଇଥିଲେ ଉପହାର
ନୂଆଦିଲ୍ଲୀ,୧୩।୧୨: ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ରୋହିତ ଶର୍ମା ଜଣେ। ଏକଦା ମଧ୍ୟ ବର୍ଗରେ ବ୍ୟାଟିଂ କରିବାକୁ ଆସୁଥିବା ଏହି କ୍ରିକେଟର ଏବେ ଓପନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ରୋହିତଙ୍କ ଉପଲବ୍ଧି ମଧ୍ୟରୁ ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିବା…
ଭାଙ୍ଗିଲା ବହୁବର୍ଷର ପରମ୍ପରା: ଏଥର ହେବନି ବରଗଡ଼ ଧନୁଯାତ୍ରା
ବରଗଡ଼ ଅଫିସ,୧୩।୧୨: ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଜିଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଆସନ୍ତା ୨୦୨୧ ମସିହା ଜାନୁଆରୀ ୧୮ତାରିଖରୁ ୭୨ତମ ବରଗଡ଼ ଧନୁଯାତ୍ରା ମହୋତ୍ସବ ହେବାକୁ ଥିଲା। ତେବେ ମହାମାରୀ କରୋନା(କୋଭିଡ-୧୯) ସଂକ୍ରମଣ ତଥା…
ଗିରଫ ନା ପୋଲିସ ହେପାଜତ: ଏଏପି-ଦିଲ୍ଲୀ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୧୩।୧୨: ଦିଲ୍ଲୀ ପୋଲିସ ଏବଂ ଆମ୍ ଆଦ୍ମୀ ପାର୍ଟି(ଏଏପି) ମଧ୍ୟରେ ପୁଣି ମୁହାଁମୁହିଁ ସ୍ଥିତି ଦେଖାଦେଇଛି। ଦିଲ୍ଲୀ ନଗର ନିଗମରେ ହୋଇଥିବା ୨୪୫୭ କୋଟି ଟଙ୍କା ହେରଫେର୍କୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଘର ସମ୍ମୁଖରେ ଧାରଣା ଦେବାକୁ ଯାଉଥିବା…
ପୁଣି ୩୯୩ କରୋନା ଆକ୍ରାନ୍ତ ଚିହ୍ନଟ, ଅନୁଗୋଳରୁ ସର୍ବାଧିକ; ଆଖି ବୁଜିଲେ ୫
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ଧିରେ ଧିରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୨୮ କ୍ୱାରାଣ୍ଟାଇନ୍ ମାମଲା ଥିବା ବେଳେ ୧୬୫ ଲୋକାଲ କେସ୍…
ମାଗଣାରେ ମିଳିବ କରୋନା ଟିକା: ୫ ରାଜ୍ୟ ସରକାର କରି ସାରିଲେଣି ଘୋଷଣା
ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା ମଧ୍ୟ କରି ସାରିଛନ୍ତି। ଇତିମଧ୍ୟରେ ୫ ରାଜ୍ୟ ସରକାର ଲୋକଙ୍କୁ ମାଗଣାରେ କରୋନା…
ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନର ଷଡ଼ଯନ୍ତ୍ର: ୨ ଲକ୍ଷ ଡଲାର ପାଣ୍ଠି ଯୋଗାଣ
ନୂଆଦିଲ୍ଲୀ,୧୩।୧୨: ଭାରତରେ ମହିଳା ଆତ୍ମଘାତୀ ଆକ୍ରମଣ ପାଇଁ ରୋହିଙ୍ଗ୍ୟା ଜେହାଦୀ ସଂଗଠନ ପକ୍ଷରୁ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଏକ ସତର୍କତା ମୂଳକ ରିପୋର୍ଟ ଜାରି କରାଯାଇଛି। ରୋହିଙ୍ଗ୍ୟା ଜେହାଦୀ ସଂଗଠନକୁ ମାଲେସିଆରେ ବାସ କରୁଥିବା ଇସଲାମିକ୍…
ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି
ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ କମ୍ପାନୀ ସୋଲାର ପ୍ରକଳ୍ପ କରିବାକୁ ଯୋଜନା କରିଥିବା ଜଣାପଡିଛି। ଏହା ଦ୍ୱାରା ହାତୀ କରିଡର୍…
Archives


