Home

ବର୍ଷାଙ୍କ ପରେ ଅନୁଭବଙ୍କ ମୁହଁରେ ହସ ଫୁଟାଇଲେ ଏହି ଯୁବତୀ

ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋରେ ସେ ତାଙ୍କର ବାନ୍ଧବୀ ତଥା ରାଜ୍ୟସଭା ଟିଭିର ଉପସ୍ଥାପିକା ଜାଗୃତି ଶୁକ୍ଳାଙ୍କ ସହ ନଜର ଆସିଛନ୍ତି। ଏବେ…

୫ ଦିନ ପର୍ଯ୍ୟନ୍ତ ଏହି ଗୀତ ଶୁଣିଥିଲେ ତେନ୍ଦୁଲକର: ମାରିଥିଲେ ଦ୍ୱିଶତକ

୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍‌ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ଖେଳାଯାଇଥିଲା। ଏହି ନଟ୍‌ଆଉଟ୍‌ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍‌ କରି ଇନିଂସ ଖେଳିଥିଲେ। ତେନ୍ଦୁଲକରଙ୍କ ଏହି ଇନିଂସ ଯୋଗୁ ଭାରତ ଅଷ୍ଟ୍ରେଲିଆ ଏହି ସିରିଜ୍‌…

ଜଣଙ୍କୁ ମାରିଲେ, ୪ ଜଣଙ୍କୁ ମାରିଦେବୁ

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ରାଜନୈତିକ ଯୁଦ୍ଧ ଏବେ ମୌଖିକ ଦଙ୍ଗାରେ ପରିବର୍ତ୍ତନ ହେଉଛି। ଗୋଟିଏ ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଗାଡି ଉପରେ ଆକ୍ରମଣ ପରେ ଭାଜପା ଆକ୍ରମଣାତ୍ମକ…

ଟିକେଟ୍‌ ବିକ୍ରି କରି ଯୁବକ ଗିରଫ

ପଟ୍ଟାମୁଣ୍ଡାଇ,,୧୧।୧୨(ସ୍ବ.ପ୍ର.): ରେଲୱେ ଓ୍ବେବ୍‌ସାଇଟ ହାଇଜାକ୍‌ କରି ଟିକେଟ୍‌ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଗୁରୁବାର ପାରାଦୀପ ଆର୍‌ପିଏଫ ପୋଲିସ ପଟ୍ଟାମୁଣ୍ଡାଇରେ ଗିରଫ କରିଛି। ସମ୍ପୃକ୍ତ ଯୁବକ ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ବେଲତଳ ଗଁାର ସୀତାରାମ ପଣ୍ଡା ବୋଲି ଜଣାପଡିଛି।…

କ୍ରଶର ଭଙ୍ଗାରେ ଟାଳଟୁଳ ନୀତି

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ପ୍ରାୟ ୪୦୦ ଷ୍ଟୋନ୍‌ କ୍ରଶର ଚାଲିଛି। ସେଥିମଧ୍ୟରୁ ପ୍ରାୟ ୫୦ଟି ମେଗା କ୍ରଶର ଚାଲିଥିବାବେଳେ ଅନ୍ୟସବୁ ଛୋଟବଡ଼ କ୍ରଶର ରହିଛି। ସରକାରଙ୍କ ନିର୍ଦ୍ଧାରିତ ଗାଇଡ୍‌ ଲାଇନ୍‌ର ଗଳାବାଟ ଦେଇ ଅଧିକାଂଶ ମେଗା କ୍ରଶର…

ପାଚିଲା ଧାନ ଖାଉଛି ପୋକ

ମହାକାଳପଡା,୧୧।୧୨(ଡି.ଏନ.ଏ.): କୃଷି କୃଷକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନା ତୃଣମୂଳ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଜଳବାୟୁ, ବୃଷ୍ଟିପାତ ଅତ୍ୟଧିକ ତାପମାତ୍ରା, ଅନିୟମିତତା ଯୋଗୁ ଧାନ କ୍ଷେତରେ ଅଜଣା ରୋଗ ପୋକ ଦାଉ ସାଧୁଛି। ଅପରପକ୍ଷେ କରୋନା ଯୋଗୁ…

ଡିଇଓ ପଦବୀର ସ୍ଥାୟିତ୍ୱକୁ ନେଇ ପଦକ୍ଷେପ

ଯାଜପୁର ଅଫିସ,୧୧।୧୨: ଯାଜପୁର ଜିଲାର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି(ପ୍ୟାକ୍ସ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପଦବୀର ସ୍ଥାୟିତ୍ୱ ନେଇ ବିଭାଗୀୟ ପଦକ୍ଷେପ ଆରମ୍ଭ ହୋଇଛି। ଏହି ମର୍ମରେ ସମବାୟ ମନ୍ତ୍ରୀଙ୍କୁ ଜିଲାର ବିଞ୍ଝାରପୁର ବ୍ଲକ ଡିଇଓମାନଙ୍କ ଦରଖାସ୍ତ…

ବିରାଟଙ୍କ ପାଇଁ ଲକି ଅନୁଷ୍କାଙ୍କ ଏହି ଜିନିଷ: ଦେଖିବାକୁ ମିଳେ ଖେଳପଡ଼ିଆରେ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଡିସେମ୍ବର ୧୧ରେ ତୃତୀୟ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଚଳିତ ବର୍ଷ ତାଙ୍କର ଏହି ବିବାହ ବାର୍ଷିକୀ ସବୁଠାରୁ ସ୍ବତନ୍ତ୍ର ହେବ। କାରଣ ଏଥର ଅନୁଷ୍କା ବିରାଟଙ୍କୁ ବାପା ହେବାର ଖୁସି ଖବର…

ଫାଇଜର ଟିକାକୁ ଆମେରିକାରେ ସବୁଜ ସଙ୍କେତ

ୱାଶିଂଟନ,୧୧।୧୨: ଫାଇଜର ପ୍ରସ୍ତୁତ କରିଥିବା ଟିକା ଖୁବ୍‌ଶୀଘ୍ର ଆମେରିକାରେ ଜରୁରୀକାଳୀନ ଅନୁମୋଦନ ପାଇପାରେ। ପ୍ରାଥମିକ ଅବସ୍ଥାରେ ଆମେରିକାର ବିଶେଷଜ୍ଞ ଟିମ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଆମେରିକାର ଖାଦ୍ୟ ଏବଂ ଡ୍ରଗ୍‌ ଆଡମିନଷ୍ଟ୍ରେସନ କମିଟି ଏହି…

ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ ବିବେକାନନ୍ଦ

ବିବେକାନନ୍ଦ ପରିଡ଼ା, ନମ୍ରତାର ଅନନ୍ୟ ବ୍ୟକ୍ତିତ୍ୱ। ଦୀର୍ଘ ୭୬ ବର୍ଷର ଜୀବନରେ ସେ ଗଢ଼ିଛନ୍ତି ଅନେକ ଅନୁଷ୍ଠାନ। ଶୈବପୀଠ ମାଣତ୍ରୀ ଓ ଶକ୍ତିପୀଠ ଦୁର୍ଗାଦେବୀ ସନ୍ନିକଟ ଆଦିବାସୀ ଅଧ୍ୟୁଷିତ ଭଞ୍ଜଭୂମିର ଅଖ୍ୟାତ ପଲ୍ଲୀ ଆରପଟାରେ ୧୨ ଅଗଷ୍ଟ ୧୯୪୫ରେ ତାଙ୍କର ଜନ୍ମ।…

ଦୀର୍ଘ ୫୫ ବର୍ଷ ପରେ ଭାରତ-ବାଂଲାଦେଶ ମଧ୍ୟରେ ଚାଲିବ ଟ୍ରେନ୍‌

ନୂଆଦିଲ୍ଲୀ,୧୧।୧୨: ଦୀର୍ଘ ୫୫ ବର୍ଷ ପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ରେଳ ମାର୍ଗ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବର ୧୭ରେ ପଶ୍ଚିମବଙ୍ଗର ହଲଦିବାଡୀ ଏବଂ ପଡୋଶୀ ବାଂଲାଦେଶର ଚିଲହାଟୀ ମଧ୍ୟରେ ରେଳ…

ଦେଶବାସୀଙ୍କୁ ମୋଦିଙ୍କ ଖାସ୍‌ ଅପିଲ୍‌

ନୂଆଦିଲ୍ଲୀ,୧୧।୧୨: ନୂଆ କୃଷି ଆଇନକୁ ନେଇ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ନିୟମ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ସରକାର ଏହି ତିନୋଟି ନିୟମ ପ୍ରତ୍ୟାହାର କରିବାକୁ ସେମାନେ ଦାବି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri