Home

ସିଭିଲ୍‌ ସର୍ଭିସ ପରୀକ୍ଷା କାର୍ଯ୍ୟସୂଚୀ ଜାରି

ନୂଆଦିଲ୍ଲୀ, ୧୩।୧୨: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିଛି। ଆସନ୍ତା ବର୍ଷ ଜାନୁୟାରୀ ୮ରୁ ୧୭ ଏହି ପରୀକ୍ଷା ହେବାକୁ ଥିବାବେଳେ ସପ୍ତାହାନ୍ତରେ ଦୁଇଟି ସେସନ୍‌ (ପୂର୍ବାହ୍ନ ଓ ଅପରାହ୍ନ)ରେ ଅନୁଷ୍ଠିତ…

ଭଣ୍ଡୁର ହେବାକୁ ଦିଆଯିବନି

ନୂଆଦିଲ୍ଲୀ, ୧୩।୧୨ :ଶୀତ କାକର ସହି ମରିବୁ ପଛେ ପଛଘୁଞ୍ଚା ଦେବୁନାହିଁ । ଚାଷୀ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କେନ୍ଦ୍ରର ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି କୃଷକ ସଙ୍ଗଠନ । ଦେଶକୁ ଆହାର ଯୋଗାଉଥିବା…

ଆର୍ଜେଣ୍ଟିନା: ଅପରାଧ ନୁହେଁ ଗର୍ଭପାତ

ବୁଏନ୍ସ୍‌ ଆୟାର୍ସ, ୧୩ା୧୨: ପ୍ରସବ ପାଇଁ ଇଚ୍ଛୁକ ନ ଥିବା ମହିଳା ଗର୍ଭପାତ କରାଇବା ଅପରାଧ ନୁହେଁ ବୋଲି ଆର୍ଜେଣ୍ଟିନାରେ ଏକ ବିଲ୍‌ ପାରିତ ହୋଇଛି। ଗତ ମାସରୁ ରାଷ୍ଟ୍ରପତି ଆଲବର୍ଟୋ ଫର୍ନାଣ୍ଡିଜ୍‌ ଆଣିଥିବା ଏହ ବିଲ୍‌ ଶୁକ୍ରବାର ନିମ୍ନ ସଦନରେ…

ଚିତ୍ରକୋଣ୍ଡାରେ ଫୁଟିଲା ଗୁଳି: ଟଳିଲେ ୨ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା,୧୩।୧୨(ଡି.ଏନ୍‌.ଏ):ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫୁଟିଲା ଗୁଳି। ସିଙ୍ଗାରାମଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ରବିବାର ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ତଥା ଏରିଆ କମିଟି ମେମ୍ବର…

ଭୁଟାନରେ ସମଲିଙ୍ଗୀ ସମ୍ପର୍କ ବୈଧ

ଥିମ୍ଫୁ, ୧୩ା୧୨: ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି ଭୁଟାନ ସରକାର। ଏ ନେଇ ଭୁଟାନ ପାର୍ଲାମେଣ୍ଟର ଉଭୟ ସଦନରେ ଗୁରୁବାର ବିଲ୍‌ ପାରିତ ହୋଇଛି। ଏଣିକି ସମଲିଙ୍ଗୀ ସମ୍ପର୍କକୁ ଅପ୍ରାକୃତିକ ଯୌନ ସମ୍ପର୍କ ଭାବେ ବିବେଚନା କରାଯିବ ନାହିଁ ବୋଲି…

ଦରଦ କାହିଁ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୧୨(ବ୍ୟୁରୋ): କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ଆନ୍ଦୋଳନ ଯୋଗୁ ଜାତୀୟ ରାଜଧାନୀ ଦିଲ୍ଲୀ ଏକପ୍ରକାର ପଣବନ୍ଦୀ ହୋଇଯାଇଥିବାବେଳେ ସମଗ୍ର ଦେଶରେ ସୃଷ୍ଟି ହୋଇଛି ଅଭୂତପୂର୍ବ ଅଚଳାବସ୍ଥା। ଏତିକିବେଳେ ନିଜ ଅବାଞ୍ଛିତ ପଦକ୍ଷେପର ଯଥାର୍ଥତା ପ୍ରତିପାଦନ କରିବାକୁ…

ଖବରକାଗଜ ଶିଳ୍ପକୁ ପ୍ୟାକେଜ୍‌ ଦିଅ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁ ଖବରକାଗଜ ଶିଳ୍ପ ଗତ ୮ ମାସରେ ପ୍ରାୟ ୧୨,୫୦୦ କୋଟି ଟଙ୍କା କ୍ଷତି ସହି ଅଭୂତପୂର୍ବ ଆର୍ଥତ୍କ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ଖବରକାଗଜ ଶିଳ୍ପକୁ ମୁକୁଳାଇବାକୁ ସରକାର…

ପାଣି ପାଇଁ ହଟହଟା ଖୋଲାଗଡ଼ ଗ୍ରାମବାସୀ

ଖପ୍ରାଖୋଲ, ୧୩ା୧୨(ଡି.ଏନ୍‌.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ବାଘମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଗାଁରେ ଥିବା ୪ଟି ନଅକୂପରୁ ତିନୋଟି ଦୁଇମାସ ହେଲା ଅଚଳ ହୋଇପଡିଛି। ଅନ୍ୟ ନଳକୂପରେ ସୋଲାର ପମ୍ପ ଲଗାଯାଇଥିଲେ ବି…

ଶେଷ ବିଦାୟରେ ରଖିଲେ ଅନୁରୋଧ: ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ କଲେ ମେକ୍‌ଅପ୍‌

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୪ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍‌ରେ ଅଭିନେତା ରାଜକୁମାର ମେକ୍‌ଅପ୍‌ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ…

ସଂସଦ ଭବନ ଆକ୍ରମଣକୁ ପୂରିଲା ୧୯ ବର୍ଷ; ମାଷ୍ଟରମାଇଣ୍ଡ ଆଝାର ପାକିସ୍ତାନରେ

ନୂଆଦିଲ୍ଲୀ,୧୩।୧୨: ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ରବିବାର ୧୯ ବର୍ଷ ପୂରିଛି । ୨୦୦୧ ଡିସେମ୍ବର ୧୩ ପୂର୍ବାହ୍ନ ୧୧ଟା ୨୮ରେ ୫ ଜୈଶ୍‌-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ପାର୍ଲାମେଣ୍ଟ ପରିସରରେ ଦୀର୍ଘ ୪୫ ମିନିଟ୍‌ ଧରି ଆକ୍ରମଣ…

ପଙ୍କରେ ଫସିଥିବା ଟ୍ରାକ୍ଟରକୁ ଶୁଣ୍ଢରେ ଉପରକୁ ଟାଣି ଆଣିଲା ହାତୀ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପଙ୍କ କାଦୁଅରେ ପୋଖରୀରେ ଫସି ରହିଥିବା ଟ୍ରାକ୍ଟରକୁ ଏକ ହାତୀ ଗୋଟିଏ ଝଟ୍‌କାରେ ଉପରକୁ ଟାଣି ଆଣୁଥିବାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ଟ୍ରାକ୍ଟରଟି ପଙ୍କ ପୋଖରୀରେ ଫସି…

ସାମ୍ନାକୁ ଆସିଲା ଫିଲ୍ମ ’ମଇଦାନ’ର ରିଲିଜ ତାରିଖ

ମୁମ୍ବାଇ,୧୨।୧୨-ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ’ମଇଦାନ’ର ରିଲିଜ୍‌ ତାରିଖ ସାମ୍ନାକୁ ଆସିଛି। ୨୦୨୧ ଅକ୍ଟୋବର ୧୫ ରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଏ ନେଇ ଶନିବାର ଅଜୟ ଟୁଇଟ କରି ସୂଚନା ଦେବା ସହ ଫିଲ୍ମର ପୋଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri