Home

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଏହି ଯୁବକ

ଅହମଦାବାଦ,୧୯।୧: ଗୁଜରାଟର ଅହମଦାବାଦରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେମାନଙ୍କୁ ଧୋକା ଦେଇଥିଲେ। ପୋଳିସ ସମ୍ପୃକ୍ତ ଯୁବକଙ୍କୁ…

ହଲ୍‌ରେ ରିଲିଜ୍‌ ହେବ ଫିଲ୍ମ ‘ରାଧେ’

ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ବହୁପ୍ରତିକ୍ଷୀତ ଫିଲ୍ମ ‘ରାଧେ’ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବ। ସଲମାନ ଖାନ ନିଜେ ଏହା ନିଶ୍ଚିତ କରିଛନ୍ତି। ସଲମାନ ଖାନ କହିଛନ୍ତି ଯେ, ତାଙ୍କ ଫିଲ୍ମ ଇଦ୍‌ରେ ସିନେମା ହଲରେ ମୁକ୍ତିଲାଭ କରିବ। କରୋନା ମହାମାରୀ ଯୋଗୁ…

ଭାରତର ଐତିହାସିକ ବିଜୟ ପରେ ଏମିତି କହିଲେ କୋହଲି

ମୁମ୍ବାଇ,୧୯।୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଐତିହାସିକ ବିଜୟ ପରେ ଭାରତୀୟ ଅଧିନାକୟ ବିରାଟ କୋହଲି ଦଳର ବିଜୟକୁ ଐତିହାସିକ ବୋଲି କହିଛନ୍ତି। ଏହାସହ ସାଥୀ ଖେଳାଳିଙ୍କ ‘ଧୈର୍ଯ୍ୟ ଏବଂ ନିଷ୍ଠା’କୁ ପ୍ରଶଂସା କରିବା ସହ ଦଳର ସିରିଜ ବିଜୟକୁ ‘ଆଦର୍ଶ’…

ରାହୁଲ ଗାନ୍ଧୀଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: କହିଥିଲେ..

ବମ୍ବେ: ଅନୁଷ୍କାଙ୍କ ପରେ ଖୁବ୍‌ଶୀଘ୍ର ଖୁସି ଖବର ଶୁଣାଇବେ ବେବୋ। ଦ୍ୱିତୀୟ ଥର ପାଇଁ ସେ ମା’ ହେବାକୁ ଯାଉଛନ୍ତି। ଏହାକୁ ନେଇ କରିନା ଚର୍ଚ୍ଚାରେ ରହୁଛନ୍ତି। ନିଜର ଯତ୍ନ ନେବା ସାଙ୍ଗକୁ କାମକୁ ପ୍ରାଧାନ୍ୟ ଦେଉଥିବାରୁ ଅନେକ ଫଟୋ ତାଙ୍କର…

ଗୀତ ବାଜିବାରୁ ନାଚିଲା ମଇଁଷି, ଭିଡିଓ ଦେଖି ହସି ହସି ଗଡିବେ

ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଥାଏ। ନିକଟରେ ମଇଁଷିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ମଇଁଷି ବଲିଉଡ୍‌ ଫିଲ୍ମ ଗୀତରେ ନାଚୁଥିବାର ନଜର ଆସିଛି।…

ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ: ଅଭେଦ୍ୟ କିଲ୍ଲାରେ ପରିଣତ ହେଲା ଓ୍ବାଶିଂଟନ

ଓ୍ବାଶିଂଟନ,୧୯।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍‌ ଜାନୁୟାରୀ ୨୦ରେ ଶପଥ ନେବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ୫୦ଟି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଶପଥ ଗ୍ରହଣ ଉତ୍ସବ ପାଇଁ ଓ୍ବାଶିଂଟନକୁ ଅଭେଦ୍ୟ କିଲ୍ଲାରେ ପରିଣତ…

ଯାହା ସ୍ବପ୍ନ ଦେଖିଥିଲି, ଆଜି ପୂରଣ କରିଦେଲି: ପନ୍ତ

ନୂଆଦିଲ୍ଲୀ,୧୯।୧: ବ୍ରିସବେନ ଟେଷ୍ଟରେ ଟିମ ଇଣ୍ଡିଆ ନିଷ୍ଠା ଏବଂ ସାହସ କରି ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତୀୟ ଦଳ ଗାବା ଭଳି ଏକ କଠିନ ପିଚରେ ପ୍ରଥମ ବିଜୟ ହାସଲ କରିଛି।ଏହି ମ୍ୟାଚ ଜିତିବା ପରେ ଭାରତ ମଧ୍ୟ ସିରିଜ ୨-୧ରେ…

ପୁଣି ନମ୍ବର-୧ ହେଲା ଭାରତ

ନୂଆଦିଲ୍ଲୀ,୧୯।୧: ଗାବା ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ ଅଷ୍ଟ୍ରେଲିଆ ତୃତୀୟ ନମ୍ବରକୁ ଖସି ଆସିଛି। ୪୩୦ ପଏଣ୍ଟ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପକୁ…

ଭାରତର ବିଜୟରେ ଏହି ୬ ଖେଳାଳି ହେଲେ ହିରୋ

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ପରେ ଦେଶରେ ଉତ୍ସାହର ମାହୋଲ ରହିଛି। ଏହି ବିଜୟ ସହିତ ଭାରତ ଗାବାରେ ୭୦ ବର୍ଷ ପୁରୁଣା…

କରୋନା ମହାମାରୀ ସଂକ୍ରମଣ ପାଇଁ ଚାଇନା-ଡବ୍ଲ୍ୟୁଏଚ୍‌ଓ ଦାୟୀ

ଜେନେଭା,୧୯।୧: ଚାଇନାର ଉହାନ ସହରରୁ କରୋନା ମହାମାରୀ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଦେଶକୁ ବ୍ୟାପୀ ଥିଲା। କରୋନା ସଂକ୍ରମଣ ପାଇଁ ଚାଇନା ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଦାୟୀ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ଏବଂ…

ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୯।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଭାରତ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏଥିରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ…

ଭାରତର ବିଜୟରେ ଶତମୁଖ ବିସିସିଆଇ: ଖେଳାଳିଙ୍କ ପାଇଁ ଘୋଷଣା କଲା ପୁରସ୍କାର

ବ୍ରିସବେନ୍‌, ୧୯।୧: ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମରେ ଅଷ୍ଟ୍ରଲିଆକୁ ପରାସ୍ତ କରି ଭାରତୀୟ ଚାଖିଛି ବିଜୟର ସ୍ବାଦ। ଯୁବ କ୍ରgିକେଟରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁ ଭାରତ ୨-୧ରେ ଜିତି ଇତିହାସ ସୃଷ୍ଟି କରିଛି। ଭାରତର ଏହି ଐତିହାସିକ ବିଜୟରେ ବିସିସିଆଇ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?