Home

୧୩୧ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୧୭।୧୨: ଜାତିସଂଘର ମାନବ ବିକାଶ ସୂଚକାଙ୍କରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୩୧ରେ ରହିଛି। ମୋଟ ୧୮୯ଟି ଦେଶକୁ ନେଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦୧୮ରେ ଭାରତ ୧୩୦ତମ ସ୍ଥାନରେ ଥିଲା। ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଓ…

କ୍ୟାପିଟଲ୍‌ ବିଲ୍ଡିଂ ବାହାରେ ଶପଥ ନେବେ ବାଇଡେନ୍‌

ଓ୍ବାଶିଂଟନ, ୧୭।୧୨:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଲା ହାରିସ୍‌ ଜାନୁୟାରୀ ୨୦ରେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। କୋଭିଡ୍‌-୧୯ କଟକଣା ସହ ଶପଥ ଗ୍ରହଣ ଉତ୍ସବକୁ ଐତିହାସିକ କରିବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି।…

ନିଜ ଗୁଳିରେ ଟଳିଲେ ଶିଖ୍‌ ପୂଜକ

ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତକ ହରିୟାଣାର ଜଣେ ଧର୍ମପ୍ରଚାରକ ବାବା ରାମ ସିଂ(୬୫) ବୋଲି…

୪ ବିଲିୟନ ଡଲାର ଦାନ କଲେ ସ୍କଟ

ଓ୍ବାଶିଂଟନ୍‌, ୧୭ା୧୨: ଇ-କମର୍ସ କମ୍ପାନୀ ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ପତ୍ନୀ ମାକ୍‌ କେନ୍‌ଜି ସ୍କଟ ରିଲିଫ୍‌ ଫଣ୍ଡ ସହ ଅନ୍ୟାନ୍ୟ ଜରୁରିକାଳୀନ ସହାୟତା ନିମନ୍ତେ ଗତ ୪ ମାସରେ ପ୍ରାୟ ୪ ବିଲିୟନ ଡଲାର ଦାନ କରିଛନ୍ତି। ଏକ…

ନିଅଁ। ଲଗାଇଲେ ନିଆ

ମୁମ୍ବାଇ, ୧୭ା୧୨: ବ୍ଲାକ କଲରର ବୋଲ୍ଡ ଡ୍ରେସ୍‌ରେ ନେକ୍‌ଲେସ୍‌ ଓ ଓଠରେ ଲାଲ୍‌ ଲିପ୍‌ଷ୍ଟିକ୍‌। ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମାଙ୍କ ଏଭଳି ଫଟୋ ଇଣ୍ଟରନେଟ୍‌ରେ ନିଅଁ। ଲଗାଇ ଦେଇଛି। ହିନ୍ଦୀ ସିରିଏଲ ଜମାଇ, ନାଗିନ୍‌-୪ର ଏହି ଆକ୍ଟ୍ରେସ ଫଟୋକୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ…

ବୁଝାମଣାରେ ସମାଧାନ ସମ୍ଭବ

ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ଅଚଳାବସ୍ଥା ଦୂର ହୋଇପାରୁ ନାହିଁ। ଇତିମଧ୍ୟରେ ଆନ୍ଦୋଳନରତ ୨୦ ଜଣ…

କାଠଗଡ଼ାରେ ପିଏମ୍‌ କେୟାର୍ସ

ନୂଆଦିଲ୍ଲୀ,୧୭ା୧୨ :ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଫଣ୍ଡ୍‌ ଇନ୍‌ ଏମର୍ଜେନ୍ସି ସିଚ୍ୟୁଏଶନ୍ସ ବା ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଉପଶମ ପାଣ୍ଠିକୁ ସଂକ୍ଷେପରେ ପିଏମ୍‌-କେୟାର୍ସ ଫଣ୍ଡ୍‌ କୁହାଯାଏ। କୋଭିଡ୍‌-୧୯ ମହାମାରୀ ଭାରତକୁ ଆସିବା ପରେ ୨୦୨୦…

କଲେଜ ଛାତ୍ରୀଙ୍କୁ ଅପହରଣ

ଯାଜପୁର ଅଫିସ,୧୭।୧୨ :ଯାଜପୁର ଜିଲା ଧର୍ମଶାଳା ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଛି। ମାତ୍ର ଅପହରଣର ୧୦ ଦିନ ପରେ ବି ପୋଲିସ ତାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇନାହିଁ। ଛାତ୍ରୀ ଜଣଙ୍କ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ…

ହିଞ୍ଜିଳି ସିଭିଲ ଜଜ୍‌କୋର୍ଟ କୋଠା ଉଦ୍‌ଘାଟିତ

ଭୁବନେଶ୍ୱର,(ବ୍ୟୁରୋ)/ହିଞ୍ଜିଳିକାଟୁ(ଡି.ଏନ୍‌.ଏ.)୧୭।୧୨ : ସାମ୍ବିଧାନିକ ଲକ୍ଷ୍ୟ ପୂରଣ କରିବା ସହିତ ନାଗରିକମାନଙ୍କୁ ନ୍ୟାୟ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ନ୍ୟାୟଗତ ଅଧିକାର ହେଉଛି ମୌଳିକ ଅଧିକାର। ରାଜ୍ୟରେ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଦୃଢ କରିବା ନେଇ ରାଜ୍ୟ ସରକାର ଦୃଢ…

୨୦୫୦ ସୁଦ୍ଧା ନିଶ୍ଚିହ୍ନ ହେବ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା ଅଫିସ/ରାଜନଗର, ୧୭।୧୨ (ଡି.ଏନ୍‌.ଏ.):ବ୍ରାହ୍ମଣୀ ଓ ଖରସ୍ରୋତାର ମଧୁର ଜଳ ପରିମାଣ କମୁଛି। ମୌସୁମୀ ସମୟରେ ଭିତରକନିକାର ହେନ୍ତାଳ ବଣ ପାଇଁ ୭୦ ପ୍ରତିଶତ ଜଳ ଆବଶ୍ୟକ ଥିବା ବେଳେ ଏବେ ୪୦ ପ୍ରତିଶତ ରହିଛି। ସେହିପରି ଅଣମୌସୁମୀ ସମୟ ଜାତୀୟଉଦ୍ୟାନର…

ଜେଲ ଫେରିଲେ ଆକାଶ, ପ୍ରଦୀପଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ବୁଧବାର କ୍ରାଇମବ୍ରାଞ୍ଚ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଝାରପଡାସ୍ଥିତ ସ୍ବତନ୍ତ୍ର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।…

ନକଲି ଗୁଟ୍‌ଖା କାରଖାନା ଠାବ

କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ୩ଲକ୍ଷରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri