Home

ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡସ୍‌ରେ ଜୟରାମ

ଘଣ୍ଟାପଡା,୧୭।୧୨ (ଡି.ଏନ୍‌.ଏ):ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଆମ୍ବଗାଁର ୩୦ ବର୍ଷୀୟ ଯୁବ ଗବେଷକ ଜୟରାମ ରଣା। ଜୈବ ରାସାୟନିକ ଗବେଷକ ରଣା ବିଶ୍ୱର ସର୍ବବୃହତ୍‌ ସାରୁପତ୍ର ପ୍ରଦର୍ଶନ କରି ଗିନିଜ୍‌ ବୁକ୍‌…

ଶିଳ୍ପ ଗଡ଼ରେ ଭୋକ

ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳ ତଥା ଦାନଗଦି ଓ ସୁକିନ୍ଦା ବ୍ଲକରେ ଶିଳ୍ପ ଗଢ଼ିଉଠିଲେ ବିକାଶର ନୂତନ ଧାରା ସୃଷ୍ଟି ହେବ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ହେବ। ପାଠପଢୁୁଆ ଯୁବତୀ ଯୁବକମାନେ କର୍ମସଂସ୍ଥାନ ପାଇ ଆମତ୍ନିର୍ଭରଶୀଳ ହେବେ। ଅଞ୍ଚଳରେ ଶିକ୍ଷା,…

ସଚିନ୍‌-ଜୁହିଙ୍କ ପ୍ରେମ ବିବାହ ରହିଥିଲା ଅସଫଳ

ମୁମ୍ବାଇ,୧୭।୧୨: ଛୋଟପରଦାର ଲୋକପ୍ରିୟ ଅଭିନେତା ସଚିନ୍‌ ଶ୍ରଫ୍‌ଙ୍କ ୪୧ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୯ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଲଭ୍‌ ମ୍ୟାରେଜ୍‌ ପରେ ବି ତାଙ୍କ ସ୍ତ୍ରୀ ଛୋଟ ପରଦାର ସୁନ୍ଦରୀ ନାୟିକା ଜୁହି ପରମାର…

ଏହି ଖେଳାଳି ବ୍ୟାଟିଂ କରୁଥିବାବେଳେ ଟିଭି ପାଖରୁ ଉଠନ୍ତି ନାହିଁ ସଚିନ ତେନ୍ଦୁଲକରଙ୍କ ଝିଅ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ସଚିନଙ୍କ…

୯ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌ : ଦୂରେଇ ଯାଇଥିଲେ ଜନ୍‌-ବିପାଶା

ମୁମ୍ବାଇ,୧୭।୧୨: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ଗୁରୁବାର ୪୮ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍‌…

ଲାଲା ଅମରନାଥ ୮୭ ବର୍ଷ ତଳେ ଇଂଲଣ୍ଡ ବିପକ୍ଷରେ କରିଥିଲେ ଶତକ

ନୂଆଦିଲ୍ଲୀ, ୧୭।୧୨: କ୍ରିକେଟର ଲାଲା ଅମରନାଥ ୮୭ ବର୍ଷ ତଳେ ୧୯୩୩ ଡିସେମ୍ବର ୧୭ରେ ଭାରତର ପ୍ରଥମ ଖେଳାଳି ଭାବେ ଶତକ ପୂରଣ କରିଥିଲେ। ମୁମ୍ବାଇର ତତ୍‌କାଳୀନ ଜିମ୍‌ଖାନା ଷ୍ଟାଡିୟମ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳି ଲାଲା ଅମରନାଥ ୧୧୮ ରନ୍‌ ସଂଗ୍ରହ…

ଓଜନ କମାଇବାରେ ସହାୟକ ହେବ କମଳା ଚୋପା

ଆଜିକାଲି ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ। କିନ୍ତୁ କମଳା ଚୋପା ଓଜନ କମ୍‌ କରିବାରେ ସହାୟକ ହେବ ବୋଲି ଏକ…

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ମୁମ୍ବାଇ, ୧୭।୧୨: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ…

ଜାନୁୟାରୀ ୩ରେ ଖୋଲିବ ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡା ଅଫିସ୍‌,୧୬।୧୨: କରୋନା ସ୍ଥିତିରେ ସୁଧାର ଆସିବା ପରେ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖୋଲିବାନେଇ ଅନୁମତି ମିଳିଛି। ଏବେ ଅନ୍ୟ ମନ୍ଦିରମାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ଏହାରି ମଧ୍ୟରେ ଜାନୁୟାରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର।…

ଫେବୃଆରୀ ୨୩ରୁ ଆଇଆଇଟି, ଜେଇଇ ମେନ୍ସ ପରୀକ୍ଷା

ନୂଆଦିଲ୍ଲୀ,୧୬।୧୨: ଆଇଆଇଟି ଏବଂ ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ…

ବୈଠକ ଅଧାରୁ ପଳାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସଂସଦ କମିଟି ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାହୁଲ ଏବଂ ଅନ୍ୟ ଦୁଇ କଂଗ୍ରେସ ନେତା ବୁଧବାର ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟିର ବୈଠକ ଛାଡି ପଳାଇଥିଲେ। ଏହି ବୈଠକରେ ସଶସ୍ତ୍ର…

୯୮ କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫ୍‌ର

ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ପାଖାପାଖି ୧୦୦ କିଲୋ ଓଜନ କମାଇ ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ଗଣେଷଙ୍କ ଓଜନ ୨୦୦ କେଜି ଥିବାବେଳେ ଏବେ ସେ ୯୮ କେଜି ଓଜନ କମାଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri