ଗୋଲାପୀ ବଲ୍ରେ କାହିଁକି ଖେଳାଯାଏ ଦିବାରାତ୍ର ଟେଷ୍ଟ ମ୍ୟାଚ୍
ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦିନିକିଆ ଏବଂ ଟି-୨୦ ପରେ ବିରାଟ ସେନା ପରେ ଏବେ ଟେଷ୍ଟ ସିରିଜ୍ ଖେଲିବାକୁ ଯାଉଛି। ଡିସେମ୍ବର ୧୭ଠାରୁ ସିରିଜ୍ର ପ୍ରଥମ ଆରମ୍ଭ ହେବାକୁ ଯାଉଛି। ଆଡିଲେଡରେ ପ୍ରଥମ ଦିବାରାତ୍ର ଟେଷ୍ଟ ଗୋଲାପୀ ବଲରେ…
ଅଧାଘଣ୍ଟା କାନ୍ଦିଥିଲେ ସଲମାନ…
ମୁମ୍ବାଇ, ୧୬।୧୨: ବଲିଉଡ୍ର କମେଡ଼ିଆନ୍ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ…
ସ୍ବାମୀଙ୍କ ପାଇଁ ଖାଦ୍ୟ ପ୍ୟାକ୍ କରିବା ପୂର୍ବରୁ ଖାଇଥାନ୍ତି ସ୍ତ୍ରୀ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
କଥାରେ ଅଛି, ଖାଇବା ବାଣ୍ଟିବା(ଶେୟାର କଲେ) ଦ୍ୱାରା ଭଲପାଇବା ବଢ଼ିଥାଏ। ଏହାକୁ ନେଇ ଏବେ ଚର୍ଚ୍ଚାରେ ଜଣେ ମହିଳା। ଆମେରିକାର ଟେକ୍ସାସ୍ରେ ରୁହନ୍ତି ଟ୍ରେସି ହୋଓ୍ବେଲ ନାମ୍ନୀ ମହିଳା। ସେ ପେଶାରେ ଜଣେ ଫେସବୁକ୍ ୟୁଜର। ନିକଟରେ ଟ୍ରେସି ସୋସିଆଲ ମିଡିଆରେ…
ଶୀତଦିନେ ଏଥିରୁ ଅଧା ଗ୍ଲାସ…
ସପୁରୀରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି। ଶୀତଦିନେ ସପ୍ତାହରେ ଥରେ ସପୁରୀ ଜୁସ୍ ଅଧଗ୍ଲାସେ ପିଇଲେ ବହୁ ଉପକାର ମିଳିଥାଏ। ଏଥିରେ ବ୍ରୋମାଲାଇନ୍ ନାମକ ଏଞ୍ଜାଇମ୍ ରହିଥାଏ। ଏହା ଶରୀରରେ ମ୍ୟୁକସସ୍ତରକୁ ସ୍ବାଭାବିକ କରିବାରେ ସହାୟକ ହୋଇଥାଏ। ସେହିପରି ଏଥିରେ…
ଶେଷରେ ବାଇଡେନ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପୁଟିନ୍
ଓ୍ବାଶିଂଟନ,୧୫।୧୨: ନଭେମ୍ବର ୩ରେ ହୋଇଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଛନ୍ତି ଜୋ ବାଇଡେନ୍। ପପୁଲାର ଭୋଟିଂ ପରେ ଏବେ ଇଲେକ୍ଟୋରାଲ କଲେଜ ଭୋଟିଂର ଫଳାଫଳ ବାଇଡେନ୍ଙ୍କ ପକ୍ଷରେ ଯାଇଛି। ଏନେଇ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯିବା ପରେ ରୁଷିଆ…
ମରଣ ମୁହଁରୁ ମୋ ଭାଇ ଫେରି ଆସିଛି
ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର ଏଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି ବୋଲି କୁହାଯାଉଛି। ରେମୋଙ୍କ…
ଜାନୁଆରୀ ୩ରୁ ଖୋଲିପାରିବ ସମସ୍ତ ଧାର୍ମିକ ଅନୁଷ୍ଠାନ
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ପାଇଁ ଧାର୍ମିକ ଅନୁଷ୍ଠାନ ଖୋଲା ନ ଯିବାକୁ ସରକାର ଘୋଷଣା କରିଥିଲେ। ବର୍ତ୍ତମାନ ସଂକ୍ରମଣ ହାର କମୁଥିବା ଯୋଗୁ ଏହାକୁ ଧିରେ ଧିରେ କୋହଳ କରାଯାଉଛି। ପ୍ରଥମେ ଶ୍ରୀମନ୍ଦିର ପରେ ଲିଙ୍ଗରାଜ ପରେ ଏବେ ବାକି ସମସ୍ତ ଧାର୍ମିକ…
କଟକଣା କୋହଳ: ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ମହାମାରୀ କରୋନା କଟକଣାକୁ ନେଇ ଥିବା କଟକଣାକୁ କୋହଳ କରାଯାଉଛି। ଏହି କ୍ରମରେ ବଡ଼ଦିନ ପାଳନ ନେଇ ଚର୍ଚ୍ଚକୁ ସ୍ବତନ୍ତ୍ର ଅନୁମତି ମିଳିପାରିବ ବୋଲି ସୂଚନା ମିଳିଛି। ତେବେ ୨୫ ତାରିଖ ପାଇଁ ଏହି ଅନୁମତି ଦିଆଯାଇଛି। ହେଲେ ଏହାପୂର୍ବରୁ…
୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଖୋଲାଯିବ। ଆସନ୍ତା ୨୭ ତାରିଖରୁ ମନ୍ଦିର ଖୋଲିବ। ଏନେଇ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ୨୭ରୁ ୩୧ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଦିଆଯାଇଛି। ଜାନୁଆରୀ ୧ ଓ…
ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି
ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅଭିନେତ୍ରୀ କରିନା କପୁର ଖାନ୍ ଏବେ ସୋସିଆଲ…
ଓଡ଼ିଶାରେ କରୋନା ଟିକାକରଣ ପ୍ରସ୍ତୁତି ଆରମ୍ଭ: ଏମାନଙ୍କୁ ଦିଆଯିବ ପ୍ରାଥମିକତା
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟୀକା ୩ ଲକ୍ଷ ୨୦ ହଜାର ଲୋକଙ୍କୁ ଦିଆଯିବ ବୋଲି ମଙ୍ଗଳବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କରୋନା…
ଲିଙ୍ଗରାଜ ଭଳି ଆଉ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଅଣାଯାଉ
ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ଭଳି ଅନ୍ୟ ୪ ମନ୍ଦିର ପାଇଁ ଅଧ୍ୟାଦେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଚିଠି ଲେଖିଛନ୍ତି। ଚିଠିରେ ସମଲେଶ୍ୱରୀ, ବିରଜା, ତାରାତାରିଣୀ ଓ ନୀଳମାଧବ…
Archives


