Home

ବିବାହ କରିବେ ଟେଲିଭିଜନ କୁଇନ୍‌ ଏକତା !

ବମ୍ବେ: ଟେଲିଭିଜନ କୁଇନ୍‌ ଏକତା କପୁର କରିବେ ବିବାହ। ୪୫ ବର୍ଷୀୟ ଏକତା ବନ୍ଧୁ ତନବୀର ବୁକଓ୍ବାଲାଙ୍କ ହାତ ଧରିବେ। ଖୋଲାଖୋଲି ନ ହେଲେ ବି ପ୍ରଶଂସକଙ୍କୁ ଇସାରା ଇସାରାରେ ଏହା କହିଛନ୍ତି ଏକତା। ଇନଷ୍ଟାଗ୍ରାମରେ ବେଶ୍‌ ଆକ୍ଟିଭ ଥିବା ଏକତା…

ନୂଆ ସଂସଦ ପରି ଦେଖିବାକୁ ଏହି ମନ୍ଦିର

ମଧ୍ୟପ୍ରଦେଶର ବିଦିଶାର ବିଜୟ ମନ୍ଦିର ଏବଂ ଭାରତର ନୂଆ ସଂସଦ ଗୃହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ନୂଆ ସଂସଦ ଭବନକୁ ଆମେରିକାର ପେଣ୍ଟାଗନର ନକଲ ବୋଲି କହୁଛନ୍ତି।…

୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା

ନୂଆଦିଲ୍ଲୀ,୧୬।୧୨: ଦେଶର ୩ ରାଜ୍ୟରେ ୪୦ ପ୍ରତିଶତ ବାଲ୍ୟ ବିବାହ ମାମଲା ଘଟୁଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ପକ୍ଷରୁ ପ୍ରକାଶିତ ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ବିହାର, ପଶ୍ଚିମବଙ୍ଗ ଏବଂ ତ୍ରିପୁରାରେ ଏଭଳି ମାମଲା ଘଟୁଛି। ଏସବୁ ରାଜ୍ୟରେ…

କରୋନା ଟିକାକରଣ ପ୍ରସ୍ତୁତି: ୬୩୩ ଜିଲାରେ ଆରମ୍ଭ ହେବ ଟିକାଦାନ

ନୂଆଦିଲ୍ଲୀ,୧୬।୧୨: ଆଉ କିଛି ଦିନ ପରେ ଦେଶରେ କରୋନା ପ୍ରତିଷେଧକ ଟିକା ଉପଲବ୍ଧ ହେବ। ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ୬୩୩ ଜିଲାରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ୨୩ଟି…

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ଏହା ଏବେ ଆଇନରେ ପରିଣତ ହୋଇଛି। ରାସାୟନିକ ପଦାର୍ଥ ବ୍ୟବହାର…

ସ୍ତନ୍ୟପାନ କରି ଆଖିବୁଜିଲା ୩ ମାସର ଶିଶୁ

ସ୍ତନ୍ୟପାନ କରିବାର କିଛି ସମୟ ପରେ ଜଣେ ୩ ମାସର ଶିଶୁର ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆମେରିକାର ନ୍ୟୁ ଓରଲିଅନ୍ସ ସହରରେ। ନ୍ୟୁ ଓରଲିଅନରେ ରହୁଥିବା ୩୧ ବର୍ଷୀୟା ଆଟମ୍‌ ବ୍ଲେସେଣ୍ଟ ନାମ୍ନୀ ମହିଳା ଡ୍ରଗ୍ସ…

ପହିଲି ଭୋଗ ନୀତିରେ ବିଳମ୍ବ

ପୁରୀ ଅଫିସ,୧୬।୧୨: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଚଳିତଥର ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ପହିଲି ଭୋଗ ସମୟ ୬ଟା ୨୦ରୁ ୬ଟା ୫୦ ମିନିଟ୍‌ ମଧ୍ୟରେ ଶେଷ ହେବ ବୋଲି…

ଟୁଇଟର ଯୁଦ୍ଧରେ ପ୍ରଣବଙ୍କ ଝିଅ-ପୁଅ

ନୂଆଦିଲ୍ଲୀ, ୧୬।୧୨: ରାଷ୍ଟ୍ରପତି ଥିବାବେଳର ଅଭିଜ୍ଞତା ଓ କଂଗ୍ରେସର ନେତୃତ୍ୱକୁ ନେଇ ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦି ପ୍ରେସିଡେନ୍ସିଆଲ ଇୟର୍ସ’ ପ୍ରକାଶନ ପୂର୍ବରୁ ବିବାଦୀୟ ହେବାରେ ଲାଗିଛି। ପୁସ୍ତକକୁ ପବ୍ଲିଶ ନ କରିବାକୁ ତାଙ୍କ ପୁଅ…

ଶେଷ ହେଲା ଦେବଦୀପାବଳି

ପୁରୀ ଅଫିସ,୧୬।୧୨: ଶ୍ରୀମନ୍ଦିରରେ ଶ୍ରୀମହାପ୍ରଭୁଙ୍କ ଦେବଦୀପାବଳି ଉତ୍ସବ ମଙ୍ଗଳବାର ଶେଷ ହୋଇଛି। ମାର୍ଗଶିର ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ପରେ ଦ୍ୱିତୀୟ ଭୋଗମଣ୍ଡପ ଅପରାହ୍ନ ୨ ଘଣ୍ଟା ୨୫ମିନିଟ୍‌ରେ ସମ୍ପନ୍ନ ହୋଇଛି। ଏହାପରେ ଦକ୍ଷିଣୀ ଘର ଭୋଗ…

ଅଭିଯୋଗକାରିଣୀ ହେଲେ ଜିଲାପାଳ

ଭୋପାଳ, ୧୬ା୧୨: ମଧ୍ୟପ୍ରଦେଶ ରାଜ୍ୟ ଶିବପୁରୀ ଜିଲାପାଳଙ୍କ ନିକଟକୁ ଅଭିଯୋଗ ନେଇ ଆସିଥିବା ଜଣେ ଛାତ୍ରୀ ଗୋଟିଏ ଦିନ ପାଇଁ ଜିଲାପାଳ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାରୁ ପ୍ରକାଶ, ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା ଜାହ୍ନବୀ ନାମ୍ନୀ…

କରୋନା ଛଡ଼ାଇ ନେଇଛି ଜୀବିକା

ଖୋର୍ଦ୍ଧା ଅଫିସ,୧୬ା୧୨: ରାଜ୍ୟରେ କୋଭିଡ୍‌-୧୯ ସ୍ଥିତି ସୁଧୁରିଥିବା ବେଳେ ଏବେ ବି ଦିନ ମଜୁରିଆ, ମିସ୍ତ୍ରି କାମ ନ ପାଇ ଘରେ ବସି ରହିଛନ୍ତି। କରୋନା ଛଡ଼ାଇ ନେଇଛି ସେମାନଙ୍କ ଜୀବିକା। ଫଳରେ ଅଭାବ ଅନାଟନ ମଧ୍ୟରେ ଏମାନେ ନାହିଁ ନ…

ଆଜିଠୁ ସୂର୍ଯ୍ୟମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ

କୋଣାର୍କ,୧୬।୧୨(ଡି.ଏନ.ଏ): କୋଣାର୍କ ସୂର୍ଯ୍ୟମନ୍ଦିରରେ ବୁଧବାରଠାରୁ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ ଆରମ୍ଭ ହେଉଛି। କରୋନା କଟକଣା ଯୋଗୁ ୯ମାସ ହେଲା ଏହି ଶୋ’ ବନ୍ଦ ରହିଥିଲା। ଏବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ସୂର୍ଯ୍ୟମନ୍ଦିର ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ ଚାଲିବ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri