ବିବାହ ବାଧା ହେବ ଦୂର ପାଇଁ କରନ୍ତୁ ଏପରି…

ସିଧା ବାଦଲରୁ ଖସି ପଡୁଥିବା ବର୍ଷା ପାଣିକୁ ଅତି ପବିତ୍ର ଭାବେ ଗ୍ରହଣ କରାଯାଇଥାଏ। ତେବେ କେତେକ କାର୍ଯ୍ୟରେ ଏହାର ଉପଯୁକ୍ତ ଉପଯୋଗ ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ଅଛି। ବର୍ଷାପାଣିକୁ ଘରର ଐଶାନ୍ୟ କୋଣରେ ରଖିଲେ ଶୁଭଫଳ ମିଳିଥାଏ। ସେହିପରି ଏହାକୁ ଶୋଇବା ଘରେ ରଖିଲେ ଦାମ୍ପତ୍ୟ ଜୀବନରେ ଦେଖାଦେଉଥିବା ମନୋମାଳିନ୍ୟ ଦୂର ହୁଏ। ବର୍ଷାପାଣିକୁ ପିତ୍ତଳ ଢାଳରେ ରଖି ଏଥିରେ ଲକ୍ଷ୍ମୀଙ୍କୁ ସ୍ନାନ କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଅବିବାହିତା ଝିଅପୁଅମାନେ ବର୍ଷାପାଣିରେ ବିଘ୍ନ ବିନାଶକ ଶ୍ରୀଗଣେଶଙ୍କୁ ସ୍ନାନ କଲେ ବିବାହ ଶୀଘ୍ର ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଏହାଯୋଗୁ ବିବାହ ବାଧା ଦୂର ହୋଇଥାଏ। ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟା ଦୂର ଲାଗି ବର୍ଷାପାଣିରେ ଶିବଲିଙ୍ଗଙ୍କୁ ଜଳାଭିଷେକ କଲେ ସୁଫଳ ମିଳେ। ସେହିପରି ବର୍ଷାପାଣି ସହିତ କ୍ଷୀର ମିଶାଇ ନିଜ ଇଷ୍ଟଦେବଙ୍କୁ ସ୍ନାନ କରାଇଲେ ଜୀବନରେ ସଫଳତା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ ନିୟନ୍ତ୍ରଣ କରେ ସାଗୁ

ଅନେକ ଅଛନ୍ତି ବ୍ରତ ଉପବାସ ସମୟରେ ହିଁ କେବଳ ସାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଜାଣିରଖନ୍ତୁ, ଏସମୟରେ ସାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ...

ଶୀତଦିନିଆ ଚର୍ମ ରୋଗ ଓ ପ୍ରତିକାର

”ଶୀତଦିନେ ସାଧାରଣତଃ ଥଣ୍ଡାର ପ୍ରକୋପ ହେତୁ ଆମ ଦେହର ବାହ୍ୟଭାଗ ଚର୍ମରେ ରହିଥିବା ଆଦ୍ରତାର ପରିମାଣ ହ୍ରାସ ପାଇବା ହେତୁ ଚର୍ମ ଶୁଷ୍କତା ହୋଇ ବିଭିନ୍ନ...

ଅଧାକପ୍‌ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…

ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ...

ସ୍ତ୍ରୀଙ୍କୁ ଧୋକା ଦିଅନ୍ତି ଏପରି ସ୍ବରରେ କଥା ହେଉଥିବା ସ୍ବାମୀ

କୁହାଯାଏ ଯେ, ଜଣଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବର ଦ୍ୱାରା ସହଜରେ ଜାଣିହେବ। ତେବେ ଏହି କଥା ଠିକ୍‌ କି ନାହିଁ ତାହା ଜାଣିବା ପାଇଁ ପୁରୁଷମାନଙ୍କ...

କରୋନା ସମୟରେ ସ୍ତନ୍ୟପାନ

ବର୍ତ୍ତମାନ କରୋନା ରୂପକ ଅଦୃଶ୍ୟ ଭୂତାଣୁ ସାରା ପୃଥିବୀକୁ ଆତଙ୍କିତ କରି ଦେଇଛି ା ତେଣୁ ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ କରୋନାରେ ପୀଡିତ ହେଉଛନ୍ତି।...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ; କେଉଁଠି ବି ମିଳିବନାହିଁ ଖୁସି…

ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ...

ଦୀର୍ଘ ସମୟ କାମ କରୁଛନ୍ତି କି; ଯାଇପାରେ ଜୀବନ

ଜେନେଭା,୧୭।୫:କରୋନା ମହାମାରୀ ଯୋଗୁ ଲୋକଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି। ଖାଇବା ପିଇବା ଠାରୁ ପାର୍ଟି କରିବା, ସାଙ୍ଗମାନଙ୍କୁ ଭେଟିବା, ବାହାରକୁ ଯିବା ଏବଂ ଅଫିସ...

Advertisement
Archives

Model This Week