ଫସିଛନ୍ତି ହଜାରେ ଡ୍ରାଇଭର
ଟୋକିଓ,୧୯ା୧୨: ବରଫ ଝଡ଼ ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବହୁ ଲୋକ ଫସିରହିଛନ୍ତି। ୧୦,୦୦୦ରୁ ଊର୍ଦ୍ଧ୍ୱ ଘରର ବିଦ୍ୟୁତ୍ ସଂଯୋଗ କଟିଯାଇଛି। ରାଜଧାନୀ ଟୋକିଓ ସହ ନିଗାଟାକୁ ସଂଯୋଗ କରୁଥିବା କାନେଟ୍ସୁ ଏକ୍ସପ୍ରେସ୍ଓ୍ବେ ବରଫ ଦ୍ୱାରା ଆଚ୍ଛାଦିତ ହୋଇଛି। ସେଠାରେ ବୁଧବାର…
ଥରୁଛି ଉତ୍ତର ଭାରତ
ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର ଏହି ହିଲ୍ ଷ୍ଟେଶନରେ ଶୁକ୍ରବାର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…
ଶତ୍ରୁତାରୁ ଟାର୍ଗେଟ୍ ଶିଶୁ
ଅନୁଗୋଳ/ ଢେଙ୍କାନାଳ ଅଫିସ,୧୯ା୧୨ ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜ ଓ ହତ୍ୟା ଘଟଣା। ଏନ୍ସିଆର୍ବି ତଥ୍ୟ ଅନୁଯାୟୀ ଓଡ଼ିଶାରୁ ଦୈନିକ ୧୨ ଜଣ ଶିଶୁ ନିଖୋଜ ହେଉଛନ୍ତି। ତେବେ କିଛିଦିନ ହେଲା ଏପରି ମାମଲାରେ ତୀବ୍ରତା ପରିଲକ୍ଷିତ ହେଉଛି। ବିଶେଷକରି କଳି,…
ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ
ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ ଅଧିକ ହେଲାଣି ଏହି ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି। ଗ୍ରାମବାସୀ ଜଳ ପାଇଁ ହନ୍ତସନ୍ତ…
ସକାଳେ ଏସବୁ କରିବା ମନା…
ଶୀତଦିନେ କେତେକ କାମ ନ କରିବାକୁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଏସବୁ କଲେ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଶୀତଦିନେ ସକାଳୁ ଗରମ ପାଣିରେ ଗାଧୋଇବା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏହା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ ଏବଂ ଫାଟି…
ମାହିଙ୍କୁ କେବେ ମିଳିବ ବିଶ୍ୱାସୀ ଜୀବନ ସାଥୀ: ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍ କରିବାକୁ ଆଗ୍ରହୀ
ମୁମ୍ବାଇ,୧୯।୧୨: ବଲିଉଡ୍ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା।…
ଥାଇରଏଡ୍ ସମସ୍ୟାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଫାଳେ…
ବ୍ୟସ୍ତବହୁଳ ଜୀବନ ଶୈଳୀରେ କେତେକଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଦେଇଥାଏ। ଗଳାରେ ଥିବା ଏଣ୍ଡୋକ୍ରାଇନ୍ ଗ୍ଲାଣ୍ଡରୁ ଥାଇରଏଡ୍ ହରମୋନ୍ କ୍ଷରଣ ହୋଇଥାଏ । ଏହା ଶରୀରର ମେଟାବୋଲିଜିମ୍ ପ୍ରକ୍ରିୟାକୁ ନିୟନ୍ତ୍ରିତ କରେ। ହାଇପୋଥାଇରଏଡ୍ ସମସ୍ୟା ଯୋଗୁ ଶରୀରର ଓଜନ ଦ୍ରୁତଗତିରେ ବଢିଯାଏ। ସେହିପରି…
୧୧୩ ଦିନର କରୋନା ଲଢେଇରେ ଜିତିଲେ ବୃଦ୍ଧ
ଅହମ୍ମଦାବାଦ, ୧୮।୧୨-କରୋନାକୁ ହରାଇଛନ୍ତି ଜଣେ ବୃଦ୍ଧ। ଦୀର୍ଘ ୧୧୩ ଦିନ ଧରି କରୋନା ସହ ଲଢେଇ କରି ବୃଦ୍ଧ ଜଣକ ସୁସ୍ଥ ହୋଇ ଫେରିଛନ୍ତି ଘରକୁ । ସେ ହେଲେ ଅହମ୍ମଦାବାଦର ଦେବେନ୍ଦ୍ର ପରମାର। ସିଭିଲ ହସ୍ପିଟାଲରୁ ଶୁକ୍ରବାର ଦେବେନ୍ଦ୍ରଙ୍କୁ ଡିସଚାର୍ଜ…
ଅଙ୍କିତାଙ୍କୁ ୩୬: ସୁଶାନ୍ତଙ୍କୁ ଏବେ ବି ପାରି ନାହାନ୍ତି ଭୁଲି
ମୁମ୍ବାଇ,୧୯।୧୨: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଶନିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୧୯ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ରିସ୍ତାରେ ଅଭିନୟ କରୁଥିବାବେଳେ ଅଭିନେତା ସୁଶାନ୍ତ…
କଟକରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଝିଅଙ୍କ ମୃତଦେହ ଉଦ୍ଧାର
କଟକ ଅଫିସ,୧୮।୧୨-କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀର ଏକ ଘରୁ ଶୁକ୍ରବାର ମା’ ଝିଅଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଘର ଭିତରେ ୭ ମାସ ଝିଅର କ୍ଷତାକ୍ତ ମୃତଦେହ ପଡି…
ରାଜଧାନୀରେ ଖୋଲିବ ସବୁ ମନ୍ଦିର
ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଖୋଲିବ ମନ୍ଦିର। ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଆସନ୍ତା ୩ରୁ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସି ଅନୁମତି ଦେଇଛି। ତେବେ କରୋନାର ସମସ୍ତ ନିୟମାବଳୀକୁ ପାଳନ କରାଯାଇ ମନ୍ଦିର…
ଔପଦା ମହାବିଦ୍ୟାଳୟରେ ଭିଜିଲାନ୍ସ: ନିଲମ୍ବିତ ହେଲେ ଅଧ୍ୟକ୍ଷ
ବାଲେଶ୍ୱର ଅଫିସ, ୧୮।୧୨-ବାଲେଶ୍ୱର ଜିଲା ଔପଦା ଯୁକ୍ତ ୨ କଲେଜରେ ଅର୍ଥ ହେରଫେର ନେଇ ଅଭିଯୋଗ ହେବା ପରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଚେକବୁକ୍ ଓ କ୍ୟାଶବୁକ୍ ଜବତ କରାଯାଇଛି। ଉପଜିଲାପାଳ ତଥା…
Archives


