Home

ଜୁଏଲାରୀ ଦୋକାନରୁ ୪୦ ଭରି ସୁନାଗହଣା ଚୋରି

ବ୍ରହ୍ମପୁର ଅଫିସ,୧୭ା୧୨: ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ମାର୍କେଟ ନିକଟରେ ଥିବା କେଶବ ଜୁଏଲାରୀରୁ ବୁଧବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନ ମାଲିକ ପି. ସତ୍ୟନାରାୟଣ ସେନାପତି ଏନେଇ ଅଭିଯୋଗ କରିଛନ୍ତି। ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର…

ସଂଖ୍ୟାଲଘୁଙ୍କ ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି ମୋଦି: ନକ୍‌ଭୀ

ନୂଆଦିଲ୍ଲୀ,୧୭।୧୨: ଦେଶର ସର୍ବାଧିକ ସଂଖ୍ୟାଲଘୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରୁଛନ୍ତି। ମୋଦି ଦେଶର ଅଳ୍ପସଂଖ୍ୟକଙ୍କର ସ୍ବୀକାର୍ଯ୍ୟ ନେତା ପାଲଟିଛନ୍ତି। ଏସମ୍ପର୍କରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଅବାସ ନକ୍‌ଭୀ କହିଛନ୍ତି। ମୋଦିଙ୍କ ଶାସନ କାଳରେ କୌଣସି ସଂଖ୍ୟାଲଘୁଙ୍କ ଉପରେ ଅନ୍ୟାୟ…

ପୁଣି ମାଓବାଦୀଙ୍କ ବର୍ବରତା: ଠିକାଦାରଙ୍କୁ ହତ୍ୟା କରି ଜାହିର କଲେ ସ୍ଥିତି

ମାଲକାନଗିରି,୧୭ା୧୨(ଡି.ଏନ୍‌.ଏ.): ଦୀର୍ଘଦିନର ନୀରବତା ପରେ ପୁଣି ମାଓବାଦୀମାନେ ବର୍ବର କାଣ୍ଡ ଭିଆଇ ନିଜର ସ୍ଥିତି ଜାହିର କରିଛନ୍ତି। ଠିକାଦାରଙ୍କୁ ହତ୍ୟା କରି ରାସ୍ତା କାର୍ଯ୍ୟରେ ନିୟୋଜିତ ମେଶିନ ଓ ଗାଡ଼ି ଜାଳି ଦେଇଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା…

ରାସ୍ତାରୁ ହାତଗୋଡ଼ ବନ୍ଧା ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କଲା ପୋଲିସ

ଲଖନପୁର,୧୭ା୧୨(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରୁ ସୁନ୍ଦରଗଡ଼ ଯାଇଥିବା ଗ୍ରୀଣ୍ଡୋଲା-କାଉଧର ରାସ୍ତାରୁ ପୋଲିସ ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଜବତ କରିଛି। ମୃତ ଯୁବକଙ୍କ ହାତ, ଗୋଡ଼ ଏବଂ ମୁହଁ ବନ୍ଧା ହୋଇଛି । ପ୍ରମାଣ ନଷ୍ଟ କରିବା…

ଚାଇନା-ଅଷ୍ଟ୍ରେଲିଆ ବିବାଦ: ୪୦ ଭାରତୀୟ ନାବିକ ୪ ମାସ ଧରି ଜଳବନ୍ଦୀ

ନୂଆଦିଲ୍ଲୀ,୧୭।୧୨: ଚାଇନା ଅଷ୍ଟ୍ରେଲିଆ ମଧ୍ୟରେ ବିବାଦ ଜାରି ରହିଛି। ଏହାଯୋଗୁ ୪୦ ଭାରତୀୟ ନାବିକ ଚାଇନା ସାଗରରେ ଦୀର୍ଘ ୪ ମାସ ଧରି ଗୋଟିଏ ସ୍ଥାନରେ ଭାସମାନ ଅବସ୍ଥାରେ ଜଳବନ୍ଦୀ ହୋଇ ରହିଛନ୍ତି। ସେମାନେ ଅଗଷ୍ଟରେ ଅଷ୍ଟ୍ରେଲିଆରୁ କୋଇଲା ବୋଝେଇ କରି…

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ଟ୍ରମ୍ପ୍‌ଙ୍କ ଯିବା ଏବଂ ବାଇଡେନ୍‌ଙ୍କ ଆସିବା ମଧ୍ୟରେ ହ୍ବାଇଟ୍‌ ହାଉସ୍‌ ମଧ୍ୟ…

ବିରାଟ କୋହଲିଙ୍କ ହାତରୁ ବୋହିଲା ରକ୍ତ: ଭାରତ ୪୦ ଓଭରରେ ୭୨/୨

ଆଡିଲେଡ,୧୭।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଦିବାରାତ୍ର ପ୍ରଥମ ଟେଷ୍ଟ ଆଡିଲେଡରେ ଆରମ୍ଭ ହୋଇଛି। ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଭାରତୀୟ ଦଳ ଧୀମା ବ୍ୟାଟିଂ କରିଛି। ଦଳ ୪୦ ଓଭରରେ ୨ ଉଇକେଟ…

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ନବୀନଙ୍କ ସୁପାରିସ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ବରିଷ୍ଠ ଆଇଏଫଏସ ଅଧିକାରୀ ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପାରିସ କରିଥିବା ଗୁରୁବାର ସୂଚନା ମିଳିଛି। ତେବେ ପ୍ରଥମ ଥର ପାଇଁ ଜଣେ ସର୍ବଭାରତୀୟ…

କରୋନା ଯୋଦ୍ଧା, ବୟସ୍କଙ୍କୁ ମାଗଣା ଟିକା

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ। ଏନେଇ ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଦେଶରେ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଜାନୁଆରୀ…

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ ଚର୍ଚ୍ଚାରେ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ଘରେ ସଫାସୁତରା ପାଇଁ ଲଗ୍‌ଜରୀ,…

ଶୂନରେ ଆଉଟ୍‌ ହେଲେ ପୃଥ୍ବୀ ଶ: ଲୋକେ କହିଲେ ‘ଗୋଟିଏ ବଲ୍‌ରେ ସଚିନ-ସେହଓ୍ବାଗ-ଲାରାଙ୍କ ଉଇକେଟ୍‌ ନେଇଗଲେ ଷ୍ଟାର୍କ

ଆଡିଲେଡ,୧୭।୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛି। ଯୁବ ଓପନର ପୃଥ୍ବି ଶଙ୍କୁ ସୁଯୋଗ ମିଳିଥିବା ବେଳେ ପ୍ରଥମ ପାଳିରେ ସେ ଖାତା ଖୋଲିପାରିନାହାନ୍ତି। ଗୋଲାପୀ ବଲ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ବଲ୍‌ରେ ପୃଥ୍ବୀଙ୍କୁ…

ଅସନ୍ତୁଷ୍ଟଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଦେବ କଂଗ୍ରେସ: ଡିସେମ୍ବର ୧୯ରେ ନେତାଙ୍କୁ ଭେଟିପାରନ୍ତି ସୋନିଆ

ନୂଆଦିଲ୍ଲୀ,୧୭।୧୨: କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ନେଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ଚୁପ କରାଇବା ପାଇଁ କଂଗ୍ରେସ ପକ୍ଷରୁ ନୂଆ ଯୋଜନା କରାଯାଇଛି। ଡିସେମ୍ବର ୧୯ରେ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କେତେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri