ଜ୍ବାଇଁଙ୍କୁ ପରଷାଗଲା ୭୫ ପ୍ରକାର ଖାଦ୍ୟ
ଗୋପ,୨୨।୧୨(ଡି.ଏନ୍.ଏ.): କଥାରେ ଅଛି ଓଡ଼ିଆ ଘରେ ଜ୍ବାଇଁର ସମ୍ମାନ ସବୁଠାରୁ ଉଚ୍ଚରେ। ଜ୍ବାଇଁ ଯେବେ ଘରକୁ ଅତିଥି ଭାବରେ ଆସିଥାଏ ସେତେବେଳେ ଶ୍ୱଶୁର ଘର ପକ୍ଷରୁ ଜ୍ବାଇଁ ଝିଅଙ୍କ ଲାଗି ୯ ପ୍ରକାର ଛଅ ଭଜା ହୋଇଥାଏ। ହେଲେ ସୋମବାର ଗୋପ…
ଡ୍ରୋନ୍ ଯୋଗେ ଗ୍ରେନେଡ୍ ପକାଇଛି ପାକିସ୍ତାନ
ଚଣ୍ଡିଗଡ଼, ୨୨ା୧୨: ପଞ୍ଜାବର ଗୁରୁଦାସପୁର ଜିଲାରେ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରୁ ସୀମା ସୁରକ୍ଷା ବଳ(ବିଏଏସ୍ଏଫ୍) ଓ ପୋଲିସ ୧୧ ଗ୍ରେନେଡ ଠାବ କରିଛି। ପାକିସ୍ତାନ ଡ୍ରୋନ ଯୋଗେ ଏହି ଗ୍ରେନେଡ ପକାଇଥିବା ବିଏସ୍ଏଫ୍ ପକ୍ଷରୁ କୁହାଯାଇଛି। ଭାରତ-ପାକ୍ ସୀମା ଦେଇ…
‘ଶିଗେଲା’ ଭୟରେ କେରଳ
କୋଝିକୋଡ୍, ୨୨ା୧୨: ଭାରତର ପ୍ରଥମ ରାଜ୍ୟ ଭାବେ କରୋନା ପାଦ ଥାପିଥିଲା କେରଳରେ। ଏଥିରୁ ରାଜ୍ୟବାସୀ ମୁକ୍ତି ପାଇ ନ ଥିବାବେଳେ ଏବେ ସେମାନଙ୍କ ଚିନ୍ତା ବଢ଼ାଇଛି ନୂଆ ସଂକ୍ରମଣ। କରୋନା ସହ ‘ଶିଗେଲା’ ନାମକ ଏକ ବ୍ୟାକ୍ଟେରିଆ କବଳରେ ନ…
ଆଜମ ଖାନଙ୍କ ନାଁରେ ଚାର୍ଜଶିଟ୍
ରାମପୁର, ୨୨ା୧୨: ରାଜ୍ୟ ସଭାର ପୂର୍ବତନ ସଦସ୍ୟ ସ୍ବର୍ଗତ ଅମର ସିଂଙ୍କ ପରିବାର ବିରୋଧରେ ଧମକପୂର୍ଣ୍ଣ ମନ୍ତବ୍ୟ ପାଇଁ ରାମପୁର ପୋଲିସ ସମାଜବାଦୀ ପାର୍ଟି ଏମ୍ପି ଆଜମ ଖାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ୨୦୧୮ରେ ଅମର ସିଂ ତାଙ୍କ ନାଁରେ…
୯,୩୯୪ କୋଟି ଠକେଇରେ ଟିଡିପି ନେତା
ହାଇଦ୍ରାବାଦ, ୨୨।୧୨: ଦେଶରେ ଗୋଟିଏ ପରେ ଗୋଟିଏ ବଡ଼ ବ୍ୟାଙ୍କ ଦୁର୍ନୀତି ପଦାକୁ ଆସିବାରେ ଲାଗିଛି। ବିଜୟ ମାଲ୍ୟା, ନୀରବ ମୋଦିଙ୍କ ପରେ ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍ ହାଇଛି। ହାଇଦ୍ରାବାଦର ଟ୍ରାନ୍ସଷ୍ଟ୍ରୟ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୯,୩୯୪ କୋଟି…
ବନ୍ଦ ଘରେ ‘ବର୍ଣ୍ଣବୋଧ’
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଆ ଭାଷା ଅସ୍ମିତାର ପରିଚୟ ହେଉଛି ‘ବର୍ଣ୍ଣବୋଧ’। ଶିଶୁ ସାହିତ୍ୟର ପ୍ରାଣପ୍ରତିଷ୍ଠାତା ମଧୁସୂଦନ ରାଓ ‘ବର୍ଣ୍ଣବୋଧ’ ମାଧ୍ୟମରେ ଓଡ଼ିଆ ଭାଷାକୁ ବର୍ଣ୍ଣ ପରିଚୟ ଦେଇଛନ୍ତି। ଓଡ଼ିଆ ବର୍ଣ୍ଣ, ମାତ୍ରା, ଯୁକ୍ତାକ୍ଷର, ବନାନ, ଉଚ୍ଚାରଣ ଓ ଶବ୍ଦ ଗଠନ ଆଦି ଶିକ୍ଷା…
କ୍ୟାମେରା ସାମ୍ନାରେ କରୋନା ଟିକା ନେଲେ ଜୋ ବାଇଡେନ
ଓ୍ବାଶିଂଟନ, ୨୨।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ କରୋନାକୁ ମାତ ଦେବା ପାଇଁ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଆମେରିକାର ଲୋକଙ୍କ ଉପରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ସୋମବାର ନିଜେ ଲାଇଭ୍ ଟିଭିରେ ଟିକା ନେଇଛନ୍ତି। ବାଇଡେନ ଟିକା…
ରଜନୀକାନ୍ତଙ୍କୁ ସମନ
ଟୁଟିକୋରିନ୍, ୨୨ା୧୨: ଷ୍ଟେରଲାଇଟ କମ୍ପାନୀ ବିରୋଧୀ ବିକ୍ଷୋଭବେଳେ ୨୦୧୮ରେ ପୋଲିସ ଗୁଳିଚାଳନାକୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବା ତେଲୁଗୁ ଷ୍ଟାର ରଜନୀକାନ୍ତଙ୍କୁ ସମନ କରାଯାଇଛି। ଘଟଣାର ତଦନ୍ତ ପାଇଁ ଅବସରପ୍ରାପ୍ତ ଜଷ୍ଟିସ୍ ଅରୁଣା ଜଗଦେସନଙ୍କ ନେତୃତ୍ୱରେ ଗଠିତ ଆୟୋଗ ରଜନୀକାନ୍ତଙ୍କୁ ଆସନ୍ତା…
କଟକଣା ସତ୍ତ୍ୱେ ମିଳିବ ଏସ୍-୪୦୦
ନୂଆଦିଲ୍ଲୀ, ୨୨।୧୨: ଆମେରିକାର କଟକଣା ଭୟ ସତ୍ତ୍ୱେ ଭାରତକୁ ଏସ୍-୪୦୦ ମିସାଇଲ ସିଷ୍ଟମ ଯୋଗାଣ ସହ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ଅନ୍ୟ ପ୍ରତିରକ୍ଷା ଚୁକ୍ତିନାମା କାର୍ଯ୍ୟକାରୀ ହେବ ବୋଲି ରୁଷିଆ ସୋମବାର କହିଛି। ତୁର୍କୀକୁ ଏସ୍-୪୦୦ ମିସାଇଲ ସିଷ୍ଟମ ଯୋଗାଣରେ…
ଆଇଏଫ୍ଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟରେ ଆଇଏଫ୍ଏସ୍ ସ୍ତରରେ ଅଦଳ ବଦଳ ହୋଇଛି। ଏ ନେଇ ସୋମବାର ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସିଇଓ ସୁଶାନ୍ତ ନନ୍ଦଙ୍କୁ ପରିବେଶ ବିଭାଗର ନିର୍ଦ୍ଦେଶକ…
ଏସ୍ଆଇଟିର ଗିରଫଦାରି ପରେ ଅନେକ ପ୍ରଶ୍ନ
ନୟାଗଡ଼ ଅଫିସ,୨୨।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍ଆଇଟି ଜଣେ ଛାତ୍ରଙ୍କୁ ଗିରଫ କରିବା ପରେ ସାଧାରଣରେ ନାନା ପ୍ରଶ୍ନ ଉଠିଛି। ସାଢ଼େ ୪ ମାସର ତଦନ୍ତ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଫେଲ୍ ମାରିଥିଲା। ହେଲେ ୨୦ ଦିନରେ…
ଚିନ୍ତା ବଢ଼ାଇଲା ନୂଆ ରୂପ
ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରିଟିଶ ସରକାର କଡ଼ା ଲକ୍ଡାଉନ କଟକଣା ଜାରି କରିଛନ୍ତି। ସରକାର…
Archives


