ଅନ୍ଲାଇନ୍ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍
ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଇଲିନୋଇସ ରାଜ୍ୟର ଏଣ୍ଡ୍ରିଆ ଏଲିସ ନାମକ ମହିଳା ତାଙ୍କ ଜେଜେ ମା’ଙ୍କ ବଗିଚାକୁ ସଜାଡିଥିଲେ। ପରେ ସେ…
ଧର୍ମପରିବର୍ତ୍ତନ ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ ସାବାଳକ: ହାଇକୋର୍ଟ
କୋଲକାତା,୨୩।୧୨: ସାବାଳକମାନେ ଧର୍ମପରିବର୍ତ୍ତନ କରିବା ସହିତ ନିଜ ପସନ୍ଦର ଜୀବନସାଥୀ ଚୟନ କରିପାରିବେ। ଏନେଇ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ। କୋଲକାତା ହାଇକୋର୍ଟଙ୍କ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ବିଚାରପତି ସଞ୍ଜିବ ବାନାର୍ଜୀ ଏବଂ ଅରଜିତ୍ ବାନାର୍ଜୀଙ୍କ…
୧୬ ଲକ୍ଷ ୭୦ ହଜାର ଲୋକଙ୍କ ଜୀବନ ନେଇଛି ପ୍ରଦୂଷଣ
ନୂଆଦିଲ୍ଲୀ,୨୩।୧୨: ପ୍ରଦୂଷଣ ଯୋଗୁ ଭାରତରେ ୨୦୧୯ରେ ୧୬ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ ମୃତ୍ୟୁ ସଂଖ୍ୟାର ଏହା ହେଉଛି ୧୮ ପ୍ରତିଶତ। ଏସମ୍ପର୍କରେ ଦ ଲାସେଣ୍ଟ୍ ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।…
ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଆସନ୍ତା ସପ୍ତାହରେ ମଞ୍ଜୁରୀ ଦେଇପାରନ୍ତି ସରକାର
ନୂଆଦିଲ୍ଲୀ,୨୩।୧୨: କରୋନା ପ୍ରତିଷେଧକ ଟିକାକୁ ସାର୍ବଜନୀକ ଭାବେ ଦେବା ପାଇଁ ଭାରତ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ସପ୍ତାହରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଭାରତୀୟ କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡ଼ିଏସ୍ସିଓ)…
ଥରୁଛି କନ୍ଧମାଳ: ଫୁଲବାଣୀରେ ୪, ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ
ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି । ଫୁଲବାଣୀରେ ରବିବାର ୫.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାରରେ ସୁଦ୍ଧାରେ ଏହା ୪…
ଭିଜିଲାନ୍ସ ଜାଲରେ ଅଙ୍ଗନଓ୍ବାଡି କର୍ମୀ: ଏକକାଳୀନ ୫ ସ୍ଥାନରେ ଚଢ଼ାଉ
ପୁରୀ ଅଫିସ,୨୩।୧୨: ପୁଣି ଜଣେ ଅଙ୍ଗନଓ୍ବାଡି କର୍ମୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ହେଲେ ପୁରୀ ଜିଲାର ଅଙ୍ଗନଓ୍ବାଡି କର୍ମୀ ସନ୍ଧ୍ୟାରାଣୀ ଭଟ୍ଟ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବୁଧବାର ସକାଳେ ସନ୍ଧ୍ୟାରାଣୀଙ୍କ ଘରେ ଚଢ଼ାଉ ଜାରି…
ଇସ୍ରାଏଲ୍ରେ ରାଜନୈତିକ ସଙ୍କଟ: ୨ ବର୍ଷରେ ଚତୁର୍ଥ ଥର ପାଇଁ ନିର୍ବାଚନ ମୁହାଁ ଦେଶ
ଜେରୁଜେଲମ୍,୨୩।୧୨: ଇସ୍ରାଏଲ୍ରେ ଏବେ ରାଜନୈତିକ ସଙ୍କଟ ବଢ଼ିବାରେ ଲାଗିଛି। ଦେଶର ସଂସଦକୁ ଭଙ୍ଗ କରି ଦିଆଯାଇଛି। ଫଳରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ଦେଶ ପୁଣି ନିର୍ବାଚନ ମୁହାଁ ହୋଇଛି। ସିନେଟ୍ରେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ବାର୍ଷିକ…
ଗ୍ୟାସ୍ ଲିକ୍: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ
ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍କୋ କାରଖାନାରୁ ଗ୍ୟାସ୍ ଲିକ୍ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାରଖାନାରୁ ଏମୋନିଆ ଗ୍ୟାସ୍…
୧୧ହଜାର ବସ୍ତା ସିମେଣ୍ଟ ଜବତ
କଟକ ଅଫିସ,୨୩ା୧୨: କଟକ ଜଗତ୍ପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ମଙ୍ଗଳବାର ପୋଲିସ ଚଢାଉ କରିଥିଲା। ସେଠାରୁ ପ୍ରାୟ ୧୦ ହଜାର ବସ୍ତା ଏକ୍ସପାଏରି ସିମେଣ୍ଟ ଓ ୧ହଜାର ବସ୍ତା ଭଲ ସିମେଣ୍ଟ, ୫ହଜାର ପ୍ୟାକେଜିଙ୍ଗ ପଲିଥିନ, ଚାଲୁଣି,…
ଅଟକିଛି ୧,୫୦୦ ଟ୍ରକ୍
ଲଣ୍ଡନ, ୨୩।୧୨: ପରିବହନ କଟକଣା ଲାଗୁ ହେବା ପରେ ବ୍ରିଟେନ୍ରେ ଖାଦ୍ୟସଙ୍କଟ ଆଶଙ୍କା କରାଯାଉଛି। ଫ୍ରାନ୍ସ ଯିବାକୁ ଥିବା ୧,୫୦୦ରୁ ଊର୍ଦ୍ଧ୍ୱ ଟ୍ରକ୍ ମଙ୍ଗଳବାର ସକାଳେ ବ୍ରିଟେନ୍ରେ ଅଟକ ରହିଥିଲା। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ବିଭିନ୍ନ ଦେଶ ସେଠାକୁ…
ଗୁପ୍କାର ମେଣ୍ଟ ଆଗରେ
ଶ୍ରୀନଗର, ୨୩।୧୨ : ଜମ୍ମୁ-କଶ୍ମୀର ଜିଲା ଉନ୍ନୟନ ପରିଷଦ (ଡିଡିସି) ନିର୍ବାଚନର ଭୋଟ ଗଣନା ମଙ୍ଗଳବାର ଜାରି ରହିଛି। ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯାଇ ଏହାକୁ କେନ୍ଦ୍ରଶାସିିତ ଅଞ୍ଚଳରେ ପରିଣତ କରିବା ପରେ ଏହା ଥିଲା ପ୍ରଥମ ନିର୍ବାଚନ।…
୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ
ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍ ଚମ୍ପିଆନ୍ ମଧ୍ୟ ହୋଇଛି। ଏସବୁ ସତ୍ତ୍ୱେ ପଣ୍ଟିଂ ହରଭଜନଙ୍କ ବଲ୍କୁ ଖେଳିବାକୁ ଡରିଥାନ୍ତି। ଏକଦା ଦଳର…
Archives


