ଡେବ୍ୟୁ ମ୍ୟାଚ୍ରେ ଏମିତି କରିଥିଲେ ଧୋନୀ, ଯାହା ସେ କେବେ ଭୁଲିପାରିବେ ନାହିଁ
ଏକଦିବସୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଧୋନୀ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ଭାବରେ ଯାତ୍ରା ଆରମ୍ଭ କରିଥିଲେ। ଟିମ ଇଣ୍ଡିଆର କ୍ୟାପଟେନ କୁଲ…
ହ୍ବାଟ୍ସଆପ୍ରୁ ନିଜର ଗୋପନୀୟ ଚାଟ୍କୁ ଡିଲିଟ୍ ନ କରି ଏଭଳି ଲୁଚାନ୍ତୁ: ଦରକାର ସମୟରେ ସହଜରେ ମିଳିଯିବ
ନୂଆଦିଲ୍ଲୀ,୨୩।୧୨: ଫେସବୁକ୍ର ମେସେଜିଂ ଆପ୍ ‘ହ୍ବାଟ୍ସଆପ୍’ ବିଶ୍ୱରେ ବ୍ୟବହୃତ ସବୁଠାରୁ ଲୋକପ୍ରିୟ ଆପ୍। ଏଥିରେ ଚାଟ୍ କରିବା ସମୟରେ କିଛି କଥା ପ୍ରତି ଅନେକେ ଡ଼ରିଥାନ୍ତି। ସେଇଟି ହେଲା ଗୋପନୀୟ ଚାଟ୍କୁ କେହି ପଢ଼ିଦେବେନି ତ। ଏଥିପାଇଁ ସେମାନେ ଚାଟ୍କୁ ଡିଲିଟ୍…
ଘୋଡା ନୁହେଁ ବରଂ ଗଧ ପିଠିରେ ବସିବାକୁ ଭଲ ପାଉଥିଲେ ଏହି ଭାରତୀୟ ସ୍ପିନର: ପିଲାଦିନୁ ଥିଲା କ୍ରିକେଟର ସଉକ
ନୂଆଦିଲ୍ଲୀ,୨୩।୧୨: ନିଜ ବିବାହକୁ ନେଇ ଭାରତୀୟ କ୍ରିକେଟ ଟିମ୍ର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଧନଶ୍ରୀଙ୍କ ସହ ତାଙ୍କର ଏକାଧିକ ଫଟୋ ଏବେ ଭାଇରାଲ ହେଉଛି। ତେବେ ଆଜିର ଏହି ଷ୍ଟାର କ୍ରିକେଟରଙ୍କ ପିଲାଦିନେ ଅଜବ କାମ…
ୟୁଟ୍ୟୁବ୍ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍ଡାଉନ୍ରେ ଆଗକୁ ବଢ଼ିଥିଲା କଥା
ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ ସହ…
ରାଜନୈତିକ ହିଂସା: ମମତା ସରକାର କାଠଗଡ଼ାରେ
ନୂଆଦିଲ୍ଲୀ,୨୩।୧୨: ପଶ୍ଚିମବଙ୍ଗରେ ଜାରି ରହିଥିବା ରାଜନୈତିକ ହିଂସାକୁ ନେଇ ସୁପ୍ରିମ୍କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହାକୁ ଆଇନଜୀବୀ ବିନିତ ଢଣ୍ଡା ଦାଖଲ କରିଛନ୍ତି। ରାଜ୍ୟରେ ଜାରି ରହିଥିବା ରାଜନୈତିକ ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଜବାବ ଦେବାକୁ…
ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍କୁ ଡବଲ୍ ଝଟକା: ମ୍ୟାଚ୍ରୁ ବାହାରିଲେ ଏହି ଦୁଇ ପ୍ରମୁଖ ଖେଳାଳି
ଆଡିଲେଡ୍,୨୩।୧୨: ଡିସେମ୍ବର ୨୬ରେ ଖେଳାଯିବ ବକ୍ସିଂ ଡେ ଟେଷ୍ଟ। ଏହାପୂର୍ବରୁ ଅଷ୍ଟ୍ରେଲିଆ ଟିମ୍କୁ ଡବଲ୍ ଝଟକା ଲାଗିଛି। କୋଭିଡ-୧୯ର ନିୟମକୁ ନେଇ ମେଲବର୍ନ ଟେଷ୍ଟରୁ ଓପନର୍ ଡେଭିଡ ଓ୍ବାର୍ନର ବାହାରିବା ପରେ ଏବେ ଅଲ୍ରାଉଣ୍ଡର ସିଏନ୍ ଆବୋର୍ଟ ମଧ୍ୟ ଟିମ୍ରୁ ବାହାରିଛନ୍ତି।…
ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍ ପ୍ରମାଣପତ୍ର
ଚେନ୍ନାଇ,୨୩।୧୨: ପୋଙ୍ଗଲ ଅବସରରେ ତାମିଲନାଡୁରେ ଅନୁଷ୍ଠିତ ହେଉଥିବା ଜାଲିକାଟ୍ଟୁ ଖେଳ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। କରୋନା ମହାମାରୀ ସଂକ୍ରମଣ ଯୋଗୁ ଜାଲିକାଟ୍ଟୁ ଅନୁଷ୍ଠିତ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ଖେଳ ପାଇଁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡି କେ. ପଲାନିସାମି…
ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ
ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି। ଉଭୟଙ୍କ ବିବାହ ଦିଲ୍ଲୀରେ ବେଶ୍ ଆଡମ୍ବର ସହ…
ପୁଣି ଫେରିଲା କରୋନା: ମହାରାଷ୍ଟ୍ର ପରେ କର୍ନାଟକରେ ରାତ୍ରକାଳୀନ କର୍ଫ୍ୟୁ ଜାରି
ବେଙ୍ଗାଲୁରୁ,୨୩।୧୨: ଦେଶର କେତେକ ରାଜ୍ୟରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କ ପକ୍ଷରୁ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଇଥିଲା। ଏବେ କର୍ନାଟକରେ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପା ସରକାରଙ୍କ ପକ୍ଷରୁ…
ରାଜନୈତିକ ହିଂସା: ଶୁଭେନ୍ଦୁ-ତୃଣମୂଳ ସମର୍ଥକ ମୁହାଁମୁହିଁ
କୋଲକାତା,୨୩।୧୨: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି। ପୂର୍ବ ମେଦିନାପୁରରେ ଶୁଭେନ୍ଦୁ ଅଧିକାରୀ ଏବଂ କେତେକ ତୃଣମୂଳ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ତଳେ ଶୁଭେନ୍ଦୁ ତୃଣମୂଳରୁ ଇସ୍ତଫା ଦେଇ ଭାଜପାରେ ଯୋଗଦେଇଥିଲେ। ତୃଣମୂଳ କର୍ମୀ ଏନେଇ ଉତ୍ତେଜିତ…
ଦୈନିକ ୧୦ରୁ ୧୫ଟି ପାନ ଖାଇ ଓଠ ଲାଲ କରିଦେଉଥିଲେ ଆମିର: ଶୁଟିଂ ସେଟ୍ ପାଲଟିଥିଲା…
ବମ୍ବେ,୨୩।୧୨: ବଲିଉଡ୍ର ତିନି ଖାନ୍ଙ୍କ ମଧ୍ୟରୁ ଆମିର ଜଣେ। ତାଙ୍କ ଅଭିନୀତ ଫିଲ୍ମ ‘ପିକେ’ ଜବରଦସ୍ତ ହିଟ୍ ସାବ୍ୟସ୍ତ ହୋଇଥିଲା। ଦେଶ ତଥା ବିଦେଶର ଦର୍ଶକଙ୍କ ମନ ଜିଣିଥିଲା ଚଳଚ୍ଚିତ୍ରଟି । ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଚରିତ୍ରରେ…
ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ
ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଦିବସ, ଯିଏ ଜଣେ କୃଷକ ନେତା ରୂପେ ଭାରତୀୟ କୃଷକଙ୍କ…
Archives


