ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ
ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ ଏହା ପୁଣି ସ୍ବାଭାବିକ ହେବ। ପୂର୍ବରୁ ଉଦାମପୁର ଏବଂ ଗାନ୍ଦେରଓ୍ବଲକୁ ଛାଡି ଅନ୍ୟ ଅଞ୍ଚଳରେ…
ଏହି ଅଭିନେତ୍ରୀଙ୍କ ପଛରେ ଲୁଚିଲେ ଶାହିଦ କପୁର
ବଲିଉଡ୍ ଅଭିନେତା ଶାହିଦ କପୁର ଏବେ ସ୍ତ୍ରୀ ମୀରା ରାଜପୁତଙ୍କ ସହ ଗୋଆରେ ଛୁଟି କାଟୁଛନ୍ତି। ଏହି ସମୟରେ ନିଜର ଏକ ସେଲ୍ଫି ପାଇଁ ଶାହିତ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଉକ୍ତ ସେଲ୍ଫି ଖୁବ୍ ଭାଇରାଲ ହେବାରେ ଲାଗିଛି।…
ଛାତିରେ ମା-ବାପାଙ୍କ ନାମ ଲେଖିଛନ୍ତି ଏହି ଭାରତୀୟ ଖେଳାଳି
ଭାରତ-ଅଷ୍ଟ୍ରେଲିଅାକୁ ହରାଇ ଐତିହାସକ ବିଜୟ ହାସଲ କରିଛି ଭାରତର ଏହି ବିଜୟ ସବୁଠାରୁ ସ୍ବତନ୍ତ୍ର, କାରଣ ଉକ୍ତ ସମୟରେ ଭାରତୀୟ ଦଳର ଜଣଙ୍କ ପରେ ଜଣେ ଖେଳାଳି ଅାହତ ହେଇଥିଲେ ଏହି ସମୟରେ ବିରାଟ କୋହଲି ମଧ୍ୟ ନ ଥିଲେ ତେଣୁ…
ଟିକ୍ଟକ୍ ସହିତ ୫୯ ଆପ୍ ଉପରେ ସ୍ଥାୟୀ ପ୍ରତିବନ୍ଧକ
ନୂଆଦିଲ୍ଲୀ, ୨୬।୧: ପୂର୍ବରୁ ଜୁନ୍ ୨୦୨୦ରେ ଭାରତରେ ଟିକ୍ଟକ୍, ଓ୍ବି ଚାଟ୍, ୟୁସି ବ୍ରାଉଜର ସମେତ ୫୯ ଆପ୍ ଉପରେ କଟକଣା ଜାରି କରାଯାଇଥିଲା। ତେବେ ଏବେ ଭାରତୀୟ ଇଲୋକ୍ଟ୍ରୋନିକ୍ସ୍ ଏବଂ ସୂଚନା ପ୍ରଯୁକ୍ତି ଜ୍ଞାନକୌଶଳ ମନ୍ତ୍ରଣାଳୟ ପକ୍ଷରୁ ଏସ ବୁ…
ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ
ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀରେ…
ମାଇନସ୍ ୨୫ ଡିଗ୍ରୀ ତାପମାତ୍ରାରେ ଗଣତନ୍ତ୍ର ଦିବସ ପାଳିତ
ଲେହ,୨୬।୧: ଲଦାଖର ମାଇନସ୍ ୨୫ ଡିଗ୍ରୀ ସେଲସିୟସ୍ରେ ଭାରତ-ତିବ୍ବତ ସୀମା ପୋଲିସ ଯବାନମାନେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଯବାନମାନେ ଉତ୍ସାହର ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର ୧୮…
ଘର ଖୋଜୁଛନ୍ତି ଏହି ପ୍ରସିଦ୍ଧ ଅଭିନେତା
ଆଜିକାଲି ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ ବଲିଉଡ୍ ଅଭିନେତା/ଅଭିନେତ୍ରୀମାନେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ଏବେ ନୂଆ ଅସ୍ତ୍ର ହେଉଛି ସୋସିଆଲ ମିଡିଆ। ତେଣୁ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଅପକମିଂ ଫିଲ୍ମ ପ୍ରମୋଶନ ପାଇଁ…
୧୦୭ ବର୍ଷ ପରେ କ୍ରିକେଟରେ ଏମିତି କାରନାମା କଲା ଇଂଲଣ୍ଡ
କଲମ୍ବୋ,୨୬।୧: ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ୨ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ କ୍ଲିନ୍ସୁଇପ୍ କରିଛି ଇଂଲଣ୍ଡ ଦଳ। ଦଳର ଏହି ବିଜୟ ପରେ ୧୦୭ ବର୍ଷର ଏକ ରେକର୍ଡ ଭାଙ୍ଗିଛି। ଶ୍ରୀଲଙ୍କାକୁ ନିଜ ମାଟିରେ ପରାସ୍ତ କରି ବିଦେଶରେ…
ଶକ୍ତି ପ୍ରଦର୍ଶନ କଲେ ତିନି ସେନା: ପରେଡରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ସାମିଲ
ନୂଅ।ଦିଲ୍ଳୀ,୨୬୧: ମଙ୍ଗଳବାର ୭୨ ତମ ଗଣତନ୍ତ୍ର ଦିବସ ପାଳନ ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନା ପରେଡ଼ କରିଛନ୍ତି। ଏହି ଅବସରରେ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । ପରେଡ଼ରେ ବ୍ରହ୍ମୋସ୍ ଏବଂ ତେଜସ୍ କ୍ଷେପଣାସ୍ତ୍ରକୁ ସାମିଲ କରାଯାଇଛି ।…
ଭାରତଠାରୁ ଆମେ ଖେଳିବା ଶିଖିଛୁ
ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜାନୁୟାରୀ ୨୬ରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପାକିସ୍ତାନର ପୂର୍ବତନ ଉଇକେଟ୍ କିପର୍ କମରାନ ଅକମଲ ଏକ ଖୁଲା କରିଛନ୍ତି। ଭାରତର ପୂର୍ବତନ ଓପନର୍୍ ଆକାଶ…
ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେଲେ ନାହିଁ କେହି ବିଦେଶୀ ଅତିଥି
ନୂଆଦିଲ୍ଲୀ,୨୬ ।୧: ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସଠାରୁ ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ଭିନ୍ନ ହୋଇଛି । କାରଣ ଏବର୍ଷ କେହି ବିଦଶୀ ଅତିଥି ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇ ନାହାନ୍ତି । ସାରା ବିଶ୍ୱରେ ବ୍ୟାପିଥିବା ମହାମାରୀ କାରଣରୁ ଏପରି ହୋଇଛି ।…
୬ ଓଡ଼ିଆଙ୍କୁ ପଦ୍ମ
ଭୁବନେଶ୍ୱର,୨୬।୧(ବ୍ୟୁରୋ): ୨୦୨୧ ବର୍ଷ ପାଇଁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଏଥର ୬ ଜଣ ଓଡ଼ିଆ ପଦ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଚଳିତବର୍ଷ ପାଇଁ ଦେଶରେ ୭…

